ମଦନ ମୋହନ ମନ୍ଦିରର ସଫେଇ କଲେ ଅନୁଗୁଳ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା

ଅନୁଗୁଳ: ଅନୁଗୁଳସ୍ଥିତ ମଦନ ମୋହନ ମନ୍ଦିରକୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଆଜି ସଫେଇ କରିଛନ୍ତି। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଥିବାରୁ ସମସ୍ତ ମନ୍ଦିର ତଥା ଦେବାଳୟକୁ ସ୍ୱଚ୍ଛ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

Continue Readingମଦନ ମୋହନ ମନ୍ଦିରର ସଫେଇ କଲେ ଅନୁଗୁଳ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା

ତାଳଚେର ଉପଖଣ୍ଡରେ ମୋ ବସ୍ ଚଳାଚଳ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ସ୍ଥାନୀୟ ଲୋକେ

ତାଳଚେର: ତାଳଚେର ଉପଖଣ୍ଡରେ ମୋ ବସ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଲୋକେ ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପତ୍ର ମୁତାବକ, ତାଳଚେର ଉପଖଣ୍ଡରେ ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ତଥା ଖଣି…

Continue Readingତାଳଚେର ଉପଖଣ୍ଡରେ ମୋ ବସ୍ ଚଳାଚଳ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ସ୍ଥାନୀୟ ଲୋକେ

ବିଜେପିର ବିକାଶ ମୂଳକ କାର୍ଯ୍ୟର ପ୍ରଚାର ପତ୍ର ଉନ୍ମୋଚିତ: ମୋଦି ସରକାରଙ୍କ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୁରୁବାର ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବିଜେପି ରାଜ୍ୟ ଉପ ସଭାପତି ତଥା ମୁଖପାତ୍ର ଗୋଲଖ ମହାପାତ୍ର ଯୋଗଦେଇ ଅନୁଗୁଳ ଜିଲ୍ଲା ପାଇଁ ପ୍ରଧାନମନ୍ତ୍ରୀ…

Continue Readingବିଜେପିର ବିକାଶ ମୂଳକ କାର୍ଯ୍ୟର ପ୍ରଚାର ପତ୍ର ଉନ୍ମୋଚିତ: ମୋଦି ସରକାରଙ୍କ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ

‘ଦକ୍ଷତା ବିକାଶ ଦିବସ’ ପାଳିଲା ଉତ୍କର୍ଷ ପରିବାର: ଦକ୍ଷତା ବଢ଼ାଇବାର ସୂତ୍ର କହିଲେ ଅତିଥିବୃନ୍ଦ

ଅନୁଗୁଳ: ଅନୁଗୁଳ କଳାକାର ଭବନ ପ୍ରାଙ୍ଗଣରେ ଥିବା ଲାଇଟ ହାଉସରେ 'ଦକ୍ଷତା ବିକାଶ ଦିବସ' ପାଳିତ ହୋଇଛି। ଅନୁଗୁଳସ୍ଥିତ ନେହରୁ ଯୁବ କେନ୍ଦ୍ର, ଉତ୍କର୍ଷ ପରିବାର ଓ ଲାଇଟ ହାଉସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲିଟି ଚେୟାରମ୍ୟାନ ଅକ୍ଷୟ…

Continue Reading‘ଦକ୍ଷତା ବିକାଶ ଦିବସ’ ପାଳିଲା ଉତ୍କର୍ଷ ପରିବାର: ଦକ୍ଷତା ବଢ଼ାଇବାର ସୂତ୍ର କହିଲେ ଅତିଥିବୃନ୍ଦ

ଯୁବକଙ୍କ ବିୟୋଗରେ ପଞ୍ଚାୟତରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବସଲା ଗ୍ରାମର ଅନ୍ତର୍ଯ୍ୟାମୀ ବେହେରାଙ୍କ ପୁଅ ମନୋଜ ବେହେରାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା। ମନୋଜ ଜଣେ ଅତି ଭଦ୍ର, ସରଳ ଓ ମେଳାପୀ…

Continue Readingଯୁବକଙ୍କ ବିୟୋଗରେ ପଞ୍ଚାୟତରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ନାଟ୍ୟମ ନାଟ୍ୟ ମେଳାର ଦ୍ଵିତୀୟ ସନ୍ଧ୍ୟା ଏଇ ବୋଧେ ପ୍ରେମ ବାନ୍ଧି ରଖିଲା ଦର୍ଶକଙ୍କୁ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ନାଟ୍ୟମ ନାଟ୍ୟ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଯାଇଛି ନାଟକ"ଏଇ ବୋଧେ ପ୍ରେମ"।ନାଟକ ଟିକୁ ରଚନା କରିଥିଲେ ଦିଲୀପ ବଳବନ୍ତ ରାୟ ଓ ନିର୍ଦ୍ଦେଶନା ଦେଇଥିଲେ ଜଗଦୀଶ ପ୍ରସାଦ ମହାରଣା। ଭୁବନେଶ୍ବରର ବିଦ୍ୟା କନକ ସୃଜନୁଷ୍ଠାନ…

Continue Readingନାଟ୍ୟମ ନାଟ୍ୟ ମେଳାର ଦ୍ଵିତୀୟ ସନ୍ଧ୍ୟା ଏଇ ବୋଧେ ପ୍ରେମ ବାନ୍ଧି ରଖିଲା ଦର୍ଶକଙ୍କୁ

ମା’ ନା’ ଡାହାଣୀ : ଯାଆଁଳା ପିଲାଙ୍କୁ ନିଜେ କୂଅରେ ପକାଇ ମାରିଥିଲା ଜନ୍ମଦାତ୍ରୀ, ସ୍ୱାମୀ ଆଗରେ କଲା ସ୍ୱୀକାର

ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ବସଲା ପଞ୍ଚାୟତ ମୁଣ୍ଡାଢିପ ଗାଁରେ ବୁଧବାର କୂଅରେ ପଡ଼ି ପ୍ରାଣ ହରାଇଥିବା ଦୁଇ ଯମଜ ଭାଇ ଭଉଣୀଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିଛି। ଅସାବଧାନତା ବଶତଃ ନୁହେଁ, ବରଂ ନିଜ ଜନ୍ମ ଦାତ୍ରୀ ମା ତପସ୍ୱିନୀ…

Continue Readingମା’ ନା’ ଡାହାଣୀ : ଯାଆଁଳା ପିଲାଙ୍କୁ ନିଜେ କୂଅରେ ପକାଇ ମାରିଥିଲା ଜନ୍ମଦାତ୍ରୀ, ସ୍ୱାମୀ ଆଗରେ କଲା ସ୍ୱୀକାର

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଗୋଟିଏ ଜଳିଗଲା, ଅନ୍ୟଟିର ଡ୍ରାଇଭର ମୃତ

ଅନୁଗୁଳ: ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଖମାର ଥାନା ୧୪୯ ନମ୍ୱର୍ ଜାତୀୟ ରାଜପଥ ବାର ମାଇଲି ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ଟ୍ରକ ସମ୍ପୂର୍ଣ୍ଣ ଜଳି ଯାଇଛି। ସୂଚନା ମୁତାବକ,…

Continue Readingଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଗୋଟିଏ ଜଳିଗଲା, ଅନ୍ୟଟିର ଡ୍ରାଇଭର ମୃତ

କୂଅରୁ ଯମଜ ଶିଶୁଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତ ମୁଣ୍ଡାଢ଼ିପ ସାହିରେ ଏକ କୂଅ ଭିତରୁ ଯମଜ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ୩ରୁ ୪ ମାସର ଯମଜ ଶିଶୁ। ସୂଚନା…

Continue Readingକୂଅରୁ ଯମଜ ଶିଶୁଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ତୁଟୁନି ଜାତୀୟ ରାଜପଥ ସମସ୍ୟା: ଆଜିଠୁ କୃଷି ଭବନ ସାମ୍ନାରେ ସଚେତନ ନାଗରିକଙ୍କ ଧାରଣା

ଅନୁଗୁଳ: ଅନୁଗୁଳରେ ଜାତୀୟ ରାଜପଥର ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଜାତୀୟ ରାଜପଥ ସମସ୍ୟାର ସମାଧାନ, ବାଇପାସ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଓ ଅନୁଗୁଳରେ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା ନହେବା ଯାଏଁ ଆଜି ଠାରୁ କୋର୍ଟ ନିକଟସ୍ଥ…

Continue Readingତୁଟୁନି ଜାତୀୟ ରାଜପଥ ସମସ୍ୟା: ଆଜିଠୁ କୃଷି ଭବନ ସାମ୍ନାରେ ସଚେତନ ନାଗରିକଙ୍କ ଧାରଣା