ଆରମ୍ଭ ହେଲା ଅନୁଗୁଳ ମହୋତ୍ସବ: ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରିଦେଲା ରାପର କଲ୍କି, ଇପିଆର, ଗୌତମ ଗିରି ଓ ମନସ୍ଵିନୀଙ୍କ ଗୀତ

ଅନୁଗୁଳ: ଆରମ୍ଭ ହେଲା ଅନୁଗୁଳ ମହୋତ୍ସବ। ଉଦଘାଟନୀ ଉତ୍ସବର ଆରମ୍ଭ ମୃଣ୍ମୟଙ୍କ ଓଡ଼ିଆ ହିଟ ନମ୍ବର ପୁଚୁକି ଗାଲିରୁ ହୋଇଥିଲା। ପରେ ସେ ଅନେକ ଓଡ଼ିଆ ଓ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରିଥିଲେ। ଏହା ପରେ ରାପର କଲକି…

Continue Readingଆରମ୍ଭ ହେଲା ଅନୁଗୁଳ ମହୋତ୍ସବ: ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରିଦେଲା ରାପର କଲ୍କି, ଇପିଆର, ଗୌତମ ଗିରି ଓ ମନସ୍ଵିନୀଙ୍କ ଗୀତ

ବରିଷ୍ଠ ଆଇନଜୀବୀ ସ୍ଵର୍ଗତ ଦିଲ୍ଲୀପ କୁମାର ରଥଙ୍କ ଜନ୍ମଦିବସ ପାଳିତ

ଅନୁଗୁଳ: ଆଜି ଅନୁଗୁଳ ସହରର ଅମଲାପଡ଼ା ଠାରେ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ଦିଲ୍ଲୀପ କୁମାର ରଥଙ୍କ ଜନ୍ମଦିବସ ପାଳିତ ହୋଇଛି। ତାଙ୍କ ନିଧନକୁ ବର୍ଷେ ବିତି ଯାଇଥିଲେ ମଧ୍ୟ କେହି ତାଙ୍କୁ ଭୁଲିପାରି ନାହାନ୍ତି ବୋଲି କହିବା ସହ ତାଙ୍କର ସାମାଜିକ,…

Continue Readingବରିଷ୍ଠ ଆଇନଜୀବୀ ସ୍ଵର୍ଗତ ଦିଲ୍ଲୀପ କୁମାର ରଥଙ୍କ ଜନ୍ମଦିବସ ପାଳିତ

ଏମସିଏଲର ତାଳଚେର କୋଲଫିଲ୍ଡସ୍ ପରିଦର୍ଶନ କଲେ କୋଲଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ପି.ଏମ. ପ୍ରସାଦ

ତାଳଚେର: ଆଜି ଏମସିଏଲର ତାଳଚେର କୋଲଫିଲ୍ଡସ୍ ପରିଦର୍ଶନ କରିଛନ୍ତି କୋଲଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ପି.ଏମ. ପ୍ରସାଦ। ଏହି ପରିଦର୍ଶନ ସମୟରେ ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ ଏ. କାଓଲେ ଏବଂ ନିର୍ଦ୍ଦେଶକ (ବୈଷୟିକ/ସଞ୍ଚାଳନ) ଜେ.କେ ବୋରା ମଧ୍ୟ ଉପସ୍ଥିତ…

Continue Readingଏମସିଏଲର ତାଳଚେର କୋଲଫିଲ୍ଡସ୍ ପରିଦର୍ଶନ କଲେ କୋଲଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ପି.ଏମ. ପ୍ରସାଦ

ପୁନଃ ନିଯୁକ୍ତି ଦାବିରେ ନାଲକୋ ଠିକା ଶ୍ରମିକଙ୍କ ଆନ୍ଦୋଳନ, ଦାବି ପୂରଣ ହେବାରୁ ଧାରଣା ପ୍ରତ୍ୟାହୃତ

ନାଲକୋ ନଗର : ନାଲକୋ ଠିକା ଶ୍ରମିକଙ୍କ ପୁନଃ ନିଯୁକ୍ତି ଦାବିରେ ଗୁରୁବାର ସକାଳେ ସ୍ମେଲଟର ପ୍ଲାଣ୍ଟ ଗେଟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। କେନ୍ଦ୍ରୀୟ ଶ୍ରମ ଆୟୁକ୍ତଙ୍କ ହସ୍ତକ୍ଷେପ ପରେ ସମାନ କାର୍ଯ୍ୟରେ ନିର୍ଦ୍ଦିଷ୍ଟ ଶ୍ରମିକଙ୍କ ପୁନଃ ନିଯୁକ୍ତି ଦିଆଯିବାକୁ…

Continue Readingପୁନଃ ନିଯୁକ୍ତି ଦାବିରେ ନାଲକୋ ଠିକା ଶ୍ରମିକଙ୍କ ଆନ୍ଦୋଳନ, ଦାବି ପୂରଣ ହେବାରୁ ଧାରଣା ପ୍ରତ୍ୟାହୃତ

ଆସନ୍ତାକାଲିଠାରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ତାଳଚେର: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଜାନୁଆରୀ ୧୨ ରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଜାନୁଆରୀ ୧୨ରେ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦାରେ ରାତ୍ରିଯାପନ କରିବେ।ଜାନୁଆରୀ ୧୩ ରେ ଛେଣ୍ଡିପଦାର…

Continue Readingଆସନ୍ତାକାଲିଠାରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ପଲ୍ଲିଶ୍ରୀ ମେଳା-୨୦୨୪ ଉଦଘାଟିତ, ଅଂଶଗ୍ରହଣ କରିଛନ୍ତି ୧୫ ରାଜ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ପଲ୍ଲିଶ୍ରୀ ମେଳା ୨୦୨୪ ଉଦଘାଟିତ ହୋଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି ପଲ୍ଲିଶ୍ରୀ ମେଳା ୧୫ ତାରିଖ ପର୍ଯ୍ୟନ୍ତ…

Continue Readingପଲ୍ଲିଶ୍ରୀ ମେଳା-୨୦୨୪ ଉଦଘାଟିତ, ଅଂଶଗ୍ରହଣ କରିଛନ୍ତି ୧୫ ରାଜ୍ୟ

ଅନୁଗୁଳରେ ଇଭିଏମ୍ ଓ ଭିଭିପାଟ୍ ସଚେତନତା ରଥର ଶୁଭାରମ୍ଭ, ସମସ୍ତେ ଭୋଟ ଦେବାକୁ ପରାମର୍ଶ

ଅନୁଗୁଳ: ସଚେତନ ହେବେ ଭୋଟର। ଏଥିପାଇଁ ଗତକାଲି ଠାରୁ ଆସନ୍ତା ଫେବ୍ରୁୟାରୀ ମାସ ୨୪ ତାରିଖ ପର୍ଯ୍ୟନ୍ତ ଇଭିଏମ୍ ଓ ଭିଭିପାଟ୍‌ ମେସିନ୍ ଦ୍ବାରା ଭୋଟିଂର ସଚେତନତା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏ ଅବସରରେ ଗତକାଲି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ…

Continue Readingଅନୁଗୁଳରେ ଇଭିଏମ୍ ଓ ଭିଭିପାଟ୍ ସଚେତନତା ରଥର ଶୁଭାରମ୍ଭ, ସମସ୍ତେ ଭୋଟ ଦେବାକୁ ପରାମର୍ଶ

ବେଆଇନ ପିସ୍ତଲ ଓ ଗୁଳି ରଖି ଜଣେ ଯୁବକ ଗିରଫ, କୋର୍ଟ ଚାଲାଣ କଲା ଅନୁଗୁଳ ଟାଉନ୍ ଥାନା ପୋଲିସ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ପିସ୍ତଲ ଓ ଗୁଳି ଜବତ କରିଛି। ଗିରଫ ଯୁବକ ହେଲେ ସ୍ଥାନୀୟ ରାଧାରମଣପଡ଼ାର ତୁଫାନ ଦେହୁରୀ। ସୂଚନା ମୁତାବକ, ହାକିମପଡ଼ା ଅଞ୍ଚଳରେ ଜଣେ ଯୁବକ ବେଆଇନ ଭାବେ…

Continue Readingବେଆଇନ ପିସ୍ତଲ ଓ ଗୁଳି ରଖି ଜଣେ ଯୁବକ ଗିରଫ, କୋର୍ଟ ଚାଲାଣ କଲା ଅନୁଗୁଳ ଟାଉନ୍ ଥାନା ପୋଲିସ

ମିଶ୍ରଣ ପର୍ବ: ବିଜେପିରେ ଯୋଗ ଦେଲେ ଏକାଧିକ ବିଜେଡି କର୍ମୀ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୩ ନମ୍ବର ଜୋନ୍ ବଲାସିଂହା ଗ୍ରାମ ପଞ୍ଚାୟତର ଏକାଧିକ ବିଜେଡି କର୍ମୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ହାଣଡିହ, ସୁରାବ ଓ ବଲାସିଂହାର ବିଜେଡି ନେତା ବିଦ୍ୟାଧର ସାହୁ, ଦୁଷ୍ମନ୍ତ ସେଠୀ, ମାନସ ବାରିକ, ୱାର୍ଡମେମ୍ବର…

Continue Readingମିଶ୍ରଣ ପର୍ବ: ବିଜେପିରେ ଯୋଗ ଦେଲେ ଏକାଧିକ ବିଜେଡି କର୍ମୀ

ଢାବା ଓ ହୋଟେଲରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ଉ: ବାସି ଓ ରଙ୍ଗ ମିଶା ଖାଦ୍ୟ ବିକ୍ରୟକାରୀଙ୍କୁ ୫,୫୦୦ ଟଙ୍କା ଜରିମାନା

ତାଳଚେର : ତାଳଚେର ପୌରାଞ୍ଚଳର ବାଇପାସ ଠାରୁ ବହ୍ଲର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଖରେ ଗଢ଼ି ଉଠିଥିବା ବିଭିନ୍ନ ହୋଟେଲ ଓ ଢାବାଗୁଡ଼ିକରେ ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଚଢ଼ାଉ କରାଯାଇଛି। ବିଭାଗୀୟ ଅଧିକାରୀମାନେ ଖାଦ୍ୟର ମାନ ଯାଞ୍ଚ କରି ବାସି…

Continue Readingଢାବା ଓ ହୋଟେଲରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ଉ: ବାସି ଓ ରଙ୍ଗ ମିଶା ଖାଦ୍ୟ ବିକ୍ରୟକାରୀଙ୍କୁ ୫,୫୦୦ ଟଙ୍କା ଜରିମାନା