ଫାଇଭ ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପିର ପ୍ରଶ୍ନ: ବାବୁଙ୍କ ଗସ୍ତ ପାଇଁ ଏତେ ଟଙ୍କା ଆସିଲା କୁଆଡ଼ୁ?

ଅନୁଗୁଳ: ମଙ୍ଗଳବାର ୫-ଟି ସଚିବଙ୍କ ଆଠମଲ୍ଲିକ ଗସ୍ତକୁ ବିଜେପି ବିରୋଧ କରିବା ସହ କଳା ଦିବସ ଭାବେ ପାଳନ କରିଛି। ଏ ଅବସରରେ କିଶୋର ନଗର ହାଇସ୍କୁଲ ନିକଟରେ ଧାରଣା ବିକ୍ଷୋଭ ଓ ପ୍ରତିବାଦ ସଭା ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର…

Continue Readingଫାଇଭ ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପିର ପ୍ରଶ୍ନ: ବାବୁଙ୍କ ଗସ୍ତ ପାଇଁ ଏତେ ଟଙ୍କା ଆସିଲା କୁଆଡ଼ୁ?

ବଦଳିଲା ହାଇସ୍କୁଲ ୟୁନିଫର୍ମ: ଅଗଷ୍ଟ ୧୫ରୁ ‘ହଣ୍ଟର ଗ୍ରୀନ୍‌’ ରଙ୍ଗର ପୋଷାକ ଲାଗୁ

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ପରେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍‌ ୟୁନିଫର୍ମ। ସରକାରୀ ହାଇସ୍କୁଲ୍‌ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ପାଇବେ ୟୁନିଫର୍ମ। ଦୁଇ ହଳ ପୋଷାକ ସହ ଜୋତା ଓ ମୋଜା…

Continue Readingବଦଳିଲା ହାଇସ୍କୁଲ ୟୁନିଫର୍ମ: ଅଗଷ୍ଟ ୧୫ରୁ ‘ହଣ୍ଟର ଗ୍ରୀନ୍‌’ ରଙ୍ଗର ପୋଷାକ ଲାଗୁ

୫-ଟି ସଚିବଙ୍କ ଅନୁଗୁଳ ଗସ୍ତକୁ ବିଜେପିର ତୀବ୍ର ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଗଣଧାରଣା

ଅନୁଗୁଳ: ୫-ଟି ସଚିବଙ୍କ ଅନୁଗୁଳ ଗସ୍ତକୁ ବିରୋଧ କରି ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଗଣଧାରଣା ଦିଆଯାଇଛି। ଏ ଅବସରରେ ଶ୍ରୀ ପ୍ରଧାନ କହିଥିଲେ,…

Continue Reading୫-ଟି ସଚିବଙ୍କ ଅନୁଗୁଳ ଗସ୍ତକୁ ବିଜେପିର ତୀବ୍ର ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଗଣଧାରଣା

ଚୋରା କୋଇଲା ଚାଲାଣ ବେଳେ ଟ୍ରକ ଓ ଜେସିବି ଜବତ, ମାଲିକ ଫେରାର

ତାଳଚେର: ଆଜି ତାଳଚେର କଲିୟାରୀ ଥାନା ଅନ୍ତର୍ଗତ ଅନନ୍ତ କୋଇଲା ଖଣିରେ ଓଆଇଏସଏଫର ପାଟ୍ରୋଲିଙ୍ଗ ସମୟରେ ୬ ନମ୍ବର ଷ୍ଟକରୁ କୋଇଲା ବୋଝେଇ କରୁଥିବା ଏକ ଜେସିବି ଓ ଟ୍ରକକୁ ଜବତ କରାଯାଇଛି। ଓଆଇଏସଏଫର ଇନ୍ସପେକ୍ଟର ପ୍ରଦୀପ କୁମାର ଦାସ ଓ…

Continue Readingଚୋରା କୋଇଲା ଚାଲାଣ ବେଳେ ଟ୍ରକ ଓ ଜେସିବି ଜବତ, ମାଲିକ ଫେରାର

ଜାଳ ଗୋଟାଇବାକୁ ଯିବା ବେଳେ ପଡ଼ିଲା ବଜ୍ରପାତ, ଗଲା ଦୁଇ ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମର କେନ୍ଦୁଢିପ ସାହିର ଦୁଇ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ପେନି ବେହେରା (୩୭) ଓ ସୁଷମା ବେହେରା(୪୭)। ସୂଚନା ମୁତାବକ, ସ୍ଥାନୀୟ…

Continue Readingଜାଳ ଗୋଟାଇବାକୁ ଯିବା ବେଳେ ପଡ଼ିଲା ବଜ୍ରପାତ, ଗଲା ଦୁଇ ଜଣଙ୍କ ଜୀବନ

ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ବୁଲିଲେ ଅନୁଗୁଳ ଗସ୍ତରେ ଥିବା ୫ଟି ସଚିବ: ଭିଡିଓ କଲିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ‘ମୋ ହସ୍ପିଟାଲ’ ଯୋଜନାରେ ସାମିଲ କରିବାକୁ ଦେଲେ ପ୍ରତିଶ୍ରୁତି

ଅନୁଗୁଳ: ଦୁଇ ଦିନିଆ ଗସ୍ତରେ ଆସି ଅନୁଗୁଳରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ। ଆଜି ପ୍ରଥମ ଦିନରେ ସେ ତାଳଚେର, ଛେଣ୍ଡିପଦା ଏବଂ ଅନୁଗୁଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ୫ଟି ସଚିବ ଭି.କେ.ପାଣ୍ଡିଆନ…

Continue Readingବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ବୁଲିଲେ ଅନୁଗୁଳ ଗସ୍ତରେ ଥିବା ୫ଟି ସଚିବ: ଭିଡିଓ କଲିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ‘ମୋ ହସ୍ପିଟାଲ’ ଯୋଜନାରେ ସାମିଲ କରିବାକୁ ଦେଲେ ପ୍ରତିଶ୍ରୁତି

ଫାଇଭ ଟି ସଚିବଙ୍କ ଅନୁଗୁଳ ଗସ୍ତକୁ ବିଜେପିର ବିରୋଧ, ପାଞ୍ଚଟି ବିଧାନସଭା କ୍ଷେତ୍ରରେ ଦେବ ଶାନ୍ତିପୂର୍ଣ୍ଣ ଧାରଣା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ ଜଣେ ଅଣ ଓଡ଼ିଆ ତାମିଲ ସଚିବଙ୍କର ଗସ୍ତ ପାଇଁ ବିଜେଡି ସାଂସଦ, ବିଧାୟକ, ନେତାମାନେ ଟେଣ୍ଟ…

Continue Readingଫାଇଭ ଟି ସଚିବଙ୍କ ଅନୁଗୁଳ ଗସ୍ତକୁ ବିଜେପିର ବିରୋଧ, ପାଞ୍ଚଟି ବିଧାନସଭା କ୍ଷେତ୍ରରେ ଦେବ ଶାନ୍ତିପୂର୍ଣ୍ଣ ଧାରଣା

ଗୀତାର ସଂପୂର୍ଣ୍ଣ ୧୮ ଅଧ୍ୟାୟକୁ ନିର୍ଭୁଲ୍ ଭାବରେ କଣ୍ଠସ୍ଥ କରିଥିବା ତାଳଚେରର ଅରବିନ୍ଦ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ତାଳଚେର: ଅନ୍ତର୍ଜାତୀୟ ସଂସ୍ଥାନ ଲର୍ଣ୍ଣ ଗୀତା ଡଟ୍ କମ୍ ଓଡିଶା ଗୀତା ମୈତ୍ରୀ ମିଳନ ପରିବାର ତରଫରୁ ଭୁବନେଶ୍ୱର ସ୍ଥିତ ରେଲୱେ ଅଡିଟୋରିଅମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେରର ଅରବିନ୍ଦ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ…

Continue Readingଗୀତାର ସଂପୂର୍ଣ୍ଣ ୧୮ ଅଧ୍ୟାୟକୁ ନିର୍ଭୁଲ୍ ଭାବରେ କଣ୍ଠସ୍ଥ କରିଥିବା ତାଳଚେରର ଅରବିନ୍ଦ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ଶିକ୍ଷକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ବଣ୍ଟାଗଲା ହାଉସ ଡ୍ରେସ

ଅନୁଗୁଳ: ସ୍ଥାନୀୟ ଶିକ୍ଷକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ହାଉସ ଡ୍ରେସ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ସବିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସି ଆର ସି ସି ଅଖିଳ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

Continue Readingଶିକ୍ଷକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ବଣ୍ଟାଗଲା ହାଉସ ଡ୍ରେସ

ଅନୁଗୁଳରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ: ୭ ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାରେ ୭୧ ଲକ୍ଷ ୮୪ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୮୨୯ ଟି ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୭ ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାର ଫଇସଲା କରାଯାଇ ୭୧ ଲକ୍ଷ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ: ୭ ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାରେ ୭୧ ଲକ୍ଷ ୮୪ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ