ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆତଙ୍କ, ଦନ୍ତା ଦଳି ଦେବାରୁ ଜଣେ ମୃତ
ଅନୁଗୁଳ: ସ୍ଥାନୀୟ ବନ୍ତଳା ବନାଞ୍ଚଳରେ ଆଜି ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନ ଯାଇଛି। ବନ ବିଭାଗର ଅବହେଳା ଯୋଗୁଁ ଦନ୍ତା ହାତୀ ଗାଁ ଭିତରେ ପଶି ଦିନ ବେଳେ ମଧ୍ୟ ଲୋକଙ୍କୁ ଆକ୍ରମଣ କରି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଛି।…
ଅନୁଗୁଳ: ସ୍ଥାନୀୟ ବନ୍ତଳା ବନାଞ୍ଚଳରେ ଆଜି ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନ ଯାଇଛି। ବନ ବିଭାଗର ଅବହେଳା ଯୋଗୁଁ ଦନ୍ତା ହାତୀ ଗାଁ ଭିତରେ ପଶି ଦିନ ବେଳେ ମଧ୍ୟ ଲୋକଙ୍କୁ ଆକ୍ରମଣ କରି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଛି।…
ଅନୁଗୁଳ : ଅନୁଗୁଳ ଥାନା ରାଜ୍ ହୋଟେଲ ନିକଟରେ ଥିବା ଏକ ଇଲେକ୍ଟ୍ରିକାଲ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ସଟ୍ ସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗି ଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଆଜି ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ସୂଚନା ମୁତାବକ, ଗତ କାଲି ଏକ ସ୍ଵୀଫ୍ଟ ଡିଜିୟାର ଗାଡି (OD 02 BT 4761) ଅନୁଗୁଳ ଆଡୁ ଭୁବନେଶ୍ବର…
ଅନୁଗୁଳ: ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କୋର୍ଟ ରୁମ୍ ଠାରେ ଆଦର୍ଶ ଗ୍ରାମ ସମ୍ପର୍କରେ ଏକ ବୈଠକ ଗତ ଶନିବାର ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ ସମସ୍ତଙ୍କୁ ସ୍ବାଗତ କରିବା…
ଅନୁଗୁଳ: ପାନୀୟ ଜଳ ଯୋଗାଣରେ ଅନିୟମିତତା ନେଇ ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକର ଦୁଇ ଗାଁ ମହୀଧରପୁର ଏବଂ ପରତରା ଗାଁର ଶତାଧିକ ମହିଳା ପୁରୁଷ ଓ ଅନୁଗୁଳ ବ୍ଲକ ଶାବଳଭଙ୍ଗା ଗ୍ରାମର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର…
ଅନୁଗୁଳ: ରବିବାର ସନ୍ଧ୍ୟାରେ ବଅଁରପାଳ ଥାନା ମହୀଧରପୁର ନିକଟରେ କାର (OD02BT476) ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ମହୀଧରପୁର ଗାଁର ଲକ୍ଷ୍ମୀ ପ୍ରଧାନ। ଲକ୍ଷ୍ମୀ ଚାଲି ଚାଲି ଯାଉଥିବା ବେଳେ ଦ୍ରୁତ ଗତିରେ ଯାଉଥିବା କାରଟି ତାଙ୍କୁ…
ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅପରାହ୍ନରେ ଜିଲ୍ଲାର ଉପଖଣ୍ଡ ଓ ୮ଟି ବ୍ଲକ ୨ଟି ପୌରପାଳିକା ଗୋଟିଏ…
ଅନୁଗୁଳ: ଅନୁଗୁଳ ସଦର ମହକୁମା ସ୍ଥିତ ଜିଲ୍ଲା ସଭାଘର ପରିସରରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଛି। ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ…
ଅନୁଗୁଳ: ନୂଆଦିଲ୍ଲୀରେ ଅନୁଗୁଳର ସୁସ୍ୱାଦୁ ଆମ୍ବର ମଜା ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିଲ୍ଲୀକୁ ଆସୁଥିବା ଏହି ଆମ୍ବର ଅନନ୍ୟ ସ୍ୱାଦ ରାଜଧାନୀବାସୀଙ୍କୁ ଆକୃଷ୍ଟ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୋର…
ଅନୁଗୁଳ: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପିତୃ ବିୟୋଗରେ ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି, ତାଳଚେର ବିଧାୟକଙ୍କ ପିତା ଭାରତୀୟ ସେନା ବାହିନୀର ପୂର୍ବତନ…