ଯୋଗଜନ୍ମା ମହାପୁରୁଷ ତଥା ମହିମା ଅଲେଖ ଧର୍ମର ମହାନ ଉଦ୍ଗାତା ସନ୍ଥକବି ଭୀମ ଭୋଇଙ୍କର ଆଜି ଜୟନ୍ତୀ
ଅନୁଗୁଳ: 'ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ’ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’। ଏହି ଲୋକପ୍ରିୟ ଉକ୍ତିର ରଚୟିତା ତଥା ମହାନ ସନ୍ଥ ଭୀମ ଭୋଇଙ୍କର ଆଜି ଜୟନ୍ତୀ। ଯୋଗଜନ୍ମା ମହାପୁରୁଷ,…
