ବଇଣ୍ଡା ବରିଷ୍ଠ ନାଗରିକ ମଞ୍ଚର ବୈଠକ: ସନାତନ ସାହୁଙ୍କୁ ସଭାପତି, ବସନ୍ତ କୁମାର ନାୟକଙ୍କୁ ଉପସଭାପତି ଦାୟିତ୍ୱ
ଅନୁଗୁଳ: ଆଜି ବଇଣ୍ଡା କଲ୍ଯାଣ ମଣ୍ଡପରେ ବଇଣ୍ଡାର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ଏକ ସାଧାରଣ ବୈଠକ ସଭାପତି ଭଗବାନ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଛି। ରମେଶ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ପ୍ରଥମେ ଦିବଂଗତ ଟଙ୍କଧର ନାୟକ, ବୃନ୍ଦାବନ…
