ବେଆଇନ ବାଲି ବୋଝେଇ ୧୦ ଟ୍ରକ୍ ଜବତ

ଅନୁଗୁଳୁ: ଅନୁଗୁଳ ଜିଲ୍ଲା ବୁଢ଼ାପାଳ ଟିକିରା ନଦୀରୁ ବାଲି ଚାଲାଣ ହେଉଥିବା ବେଳେ ଛେଣ୍ଡିପଦା ପୁଲିସ ସୋମବାର ୧୦ଟି ବାଲି ବୋଝେଇ ଟ୍ରକ୍ ଜବତ ରଖିଛି । ଗାଡ଼ିଗୁଡ଼ିକ ଥାନାକୁ ଅଣାଯାଇଥିବା ବେଳେ ଏ ସଂକ୍ରାନ୍ତରେ ୧୬ ଜଣଙ୍କୁ ଅଟକ ରଖି…

Continue Readingବେଆଇନ ବାଲି ବୋଝେଇ ୧୦ ଟ୍ରକ୍ ଜବତ

କାର୍ ଧକ୍କାରେ ଶିଶୁ ମୁତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଛକ ଠାରେ କାର ଧକ୍କାରେ ସୋମବାର ଅପରାହ୍ନରେ ଜଣେ ୯ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ସୂଚନା ଯେ, ଶିଶୁଟି ରାସ୍ତା ଅତିକ୍ରମ କରୁଥିବା ସମୟରେ କଟକ ଆଡୁ ଅନୁଗୁଳକୁ ଆସୁଥିବା ଏକ କାର ଧକ୍କା…

Continue Readingକାର୍ ଧକ୍କାରେ ଶିଶୁ ମୁତ

ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ ଦାବି

ଅନୁଗୁଳ: କରୋନା କଟକଣା ଯୋଗୁଁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇନାହିଁ। ଯଥାଶୀଘ୍ର ଏହି ଟ୍ରେନ୍‌ ଚଳାଚଳ କରାଯିବାକୁ ରବିବାର ଅନୁଗୁଳ ଜିଲ୍ଲା କିଶୋରନଗର ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ସେହିପରି…

Continue Readingସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ ଦାବି

ସମଲରେ ବିଜେପ କାର୍ଯ୍ୟକାରଣୀ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ପଞ୍ଚାୟତରେ ରବିବାର ବିଜେପିର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଚକ୍ରଶିଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ବୈଠକରେ ସଭାପତିତ୍ବ କରିଥିଲେ। ପଞ୍ଚାୟତରେ ଦଳୀୟ ସଂଗଠନ ସୁଦୃଢ଼ କରିବା…

Continue Readingସମଲରେ ବିଜେପ କାର୍ଯ୍ୟକାରଣୀ ବୈଠକ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ଅନୁଗୁଳ: ଗାନ୍ଧି ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ପଞ୍ଚମହଲା ସ୍ଥିତ ସ୍ୱଧାର ଗୃହରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।…

Continue Readingଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ବିଇଡି କଲେଜ ହେବ ଜାତୀୟ ସ୍ତରର ଅନୁଷ୍ଠାନ: ଧର୍ମେନ୍ଦ୍ର

ଅନୁଗୁଳ: ଅନୁଗୁଳ ବିଇଡି କଲେଜ ବନ୍ଦ ହେବନି। ବରଂ ଏହାକୁ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଭାବେ ତିଆରି କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୁଳରେ ଏହା ଘୋଷଣା କରି ସେ କହିଛନ୍ତି, ଅନୁଗୁଳରେ ଶିକ୍ଷାର…

Continue Readingବିଇଡି କଲେଜ ହେବ ଜାତୀୟ ସ୍ତରର ଅନୁଷ୍ଠାନ: ଧର୍ମେନ୍ଦ୍ର

ସାତକୋଶିଆ ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପର ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ କରାଯାଉଛି। ଅନୁଗୁଳ ଜିଲ୍ଲାର ପରିବେଶକୁ ଅନେକାଂଶରେ ସାତକୋଶିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ସନ୍ତୁଳିତ କରିଥାଏ। ଏଠାକାର ଜୈବବିବିଧତା ଓଡିଶାରେ ସ୍ବତନ୍ତ୍ର ଅଭୟାରଣ୍ୟର ବନ୍ୟପ୍ରାଣୀ, ଉଦ୍ଭିଦ…

Continue Readingସାତକୋଶିଆ ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ଅନୁଗୁଳ: କେନ୍ଦ୍ର ଶିକ୍ଷା, କୋଶଲ ବିକାଶ ଏବଂ ଉଦ୍ୟମିତ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗ୍ରସ୍ତରେ ଶନିବାର ବିଜେପି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ବ୍ରାହ୍ମଣୀଦେଈ ଆଶ୍ରମରେ ‘ପୁସ୍ତକ’ ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ୍ ବ୍ରାହ୍ମଣୀଦେଈ ବ୍ରହ୍ମଚାରୀ ଆଶ୍ରମର ମୁଖ୍ୟ ତଥା ଚକାପାଦ ଆଶ୍ରମର ପ୍ରାକ୍ତନ ମୁଖ୍ୟ ସ୍ବର୍ଗତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀ ସ୍ଵାମୀ ସଚ୍ଚିଦାନନ୍ଦ ସରସ୍ବତୀଙ୍କ ଦ୍ବାରା ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ଜ୍ଞାନବିଜ୍ଞାନ ସୌରଭମ୍’ ଗତ ବୁଧବାର…

Continue Readingବ୍ରାହ୍ମଣୀଦେଈ ଆଶ୍ରମରେ ‘ପୁସ୍ତକ’ ଉନ୍ମୋଚିତ

ହିଙ୍ଗୁଳା ମନ୍ଦିର ହୁଣ୍ଡିରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ସ୍ଥିତ ପୀଠ ପରିସରରେ ଥିବା ଏକ ହୁଣ୍ଡିରୁ ଗୁରୁବାର ରାତିରେ ଚୋରି ହୋଇଛି । ଶୁକ୍ରବାର ସକାଳୁ ମନ୍ଦିରର ସୁରକ୍ଷାକର୍ମୀ ହୁଣ୍ଡି ଭଙ୍ଗା ହୋଇଥିବାର ଦେଖି ମନ୍ଦିର ପ୍ରଶାସନ,…

Continue Readingହିଙ୍ଗୁଳା ମନ୍ଦିର ହୁଣ୍ଡିରୁ ଚୋରି