ବିନା କାରଣରେ ଆକାଉଣ୍ଟରୁ କଟୁଛି ଟଙ୍କା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲା ତୁକୁଡା ଦୁଗ୍ଧ ସମିତି
ଅନୁଗୁଳ: ବିନା କାରଣରେ ଆକାଉଣ୍ଟରୁ କଟୁଛି ଟଙ୍କା। ଅଭିଯୋଗ ପରେ ବି ଶୁଣୁନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ଫଳରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ତୁକୁଡା ଦୁଗ୍ଧ ସମିତିର କର୍ମଚାରୀ। ତୁକୁଡା ଦୁଗ୍ଧ ସମିତିର କର୍ମଚାରୀଙ୍କ ଅଭିଯୋଗ ମୁତାବକ, ଜରପଡା ଶାଖା…





