ଜଳୁଛି ଅନୁଗୁଳ ଜଙ୍ଗଲ: ୨ଟି ସ୍ଥାନରେ ନିଆଁ ଲଗାଇଲେ ଦୁବୃର୍ତ୍ତ, ଆୟତ୍ତ କଲେ ଆଗ୍ନିକ
ଅନୁଗୁଳ: ଖରାଦିନ ଆରମ୍ଭ ପୂର୍ବରୁ ହିଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବା ଦେଖାଯାଇଛି। ଆଜି ସଦର ଥାନା ଅନ୍ତର୍ଗତ କୁମଣ୍ଡ ଅଞ୍ଚଳରେ ଏକ ବାଉଁଶ ବୁଦାରେ ନିଆଁ ଲାଗିଯାଇଛି। କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି…





