ପରିମଳ ପାଇଁ ଅଳିଆ ଗାଡ଼ି ଲୋକାର୍ପିତ

ଅନୁଗୁଳ: ପବିତ୍ର ରଥଯାତ୍ରାରେ ଲୋକାର୍ପିତ ହୋଇଛି ଅନୁଗୁଳ ପୌରପାଳିକାର ନୂଆ ଅଳିଆ ଗାଡ଼ି। ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଗାଡ଼ିଗୁଡ଼ିକୁ ଲୋକାର୍ପିତ କରିଛନ୍ତି | ମ୍ୟୁନିସିପାଲିଟିରେ ବର୍ତମାନ ସଫେଇ ସମସ୍ୟା ଲାଗି ରହିଥିବା ବେଳେ ଘରକୁ ଘର ବୁଲି ଓଦା ଏବଂ ଶୁଖିଲା…

Continue Readingପରିମଳ ପାଇଁ ଅଳିଆ ଗାଡ଼ି ଲୋକାର୍ପିତ

ବାଲି ବୋଝେଇ ୨ ଟ୍ରକ୍ ଜବତ, ୫୦ ହଜାର ଜୋରିମାନା ଆଦାୟ

ଅନୁଗୁଳ : ଅନୁଗୁଳ ତହସିଲଦାର ସୋମବାର ସକାଳେ ଗାନ୍ଧୀମାର୍ଗଠାରେ ୨ଟି ବାଲି ବୋଝେଇ ଟ୍ରକ୍ କୁ ଜବତ କରିଛନ୍ତି। ସୂଚନା ଅନୁଯାୟୀ ନରସିଂହପୁରରୁ ବାଲି ନେଇ ଅନୁଗୁଳ ଆସୁଥିବା ଗୋଟିଏ ହାଇୱା ଓ ଗୋଟିଏ ଟିପ୍ପରକୁ ଅନୁଗୁଳ ତହସିଲଦାର ବିମଳ କୁମାର…

Continue Readingବାଲି ବୋଝେଇ ୨ ଟ୍ରକ୍ ଜବତ, ୫୦ ହଜାର ଜୋରିମାନା ଆଦାୟ

ଦାମୀ ଗାଡିରେ ଗଞ୍ଜେଇ ଚାଲାଣ

ଅନୁଗୁଳ: ଅନୁଗୁଳ ପୁଲିସ ରବିବାର ୧୨ କେଜି ଗଞ୍ଜେଇସହ ଏକ ଏନ୍ଡ଼ିଓଭର ଗାଡି ଜବତ କରିବାସହ ଏଥିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ପୁଲିସ ଅନୁଗୁଳ ଷ୍ଟେଶନ ନିକଟରେ ଠିଆହୋଇଥିବା ଏହି…

Continue Readingଦାମୀ ଗାଡିରେ ଗଞ୍ଜେଇ ଚାଲାଣ

ଅନୁଗୁଳ ବଜାରରେ ଦାମୀ କମ୍ପାନୀର ନକଲି ଜିନ୍ସ

ଅନୁଗୁଳ: ଅନୁଗୁଳ ପୁଲିସ ନକଲି ଜିନ୍ସ ବିକ୍ରି ଅଭିଯୋଗରେ ଜଣେ ପୋଷାକ ଦୋକାନୀଙ୍କୁ ଅନୁଗୁଳ ପୁଲିସ୍ ରବିବାର ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ସ୍ପାର୍କି କମ୍ପାନୀର ନକଲି ପ୍ୟାଣ୍ଟକୁ ଅନୁଗୁଳ ବଜାରର ଷ୍ଟାଇଲ ଏନ୍ଏକ୍ସ ନାମକ ଦୋକାନୀ ବିକ୍ରି…

Continue Readingଅନୁଗୁଳ ବଜାରରେ ଦାମୀ କମ୍ପାନୀର ନକଲି ଜିନ୍ସ

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପକୁ ସମୀକ୍ଷା କଲେ ଉପବଚସ୍ପତି

ଅନୁଗୁଳ: ଅନୁଗୁଳ ଓ ବଅଁରପାଳ ବ୍ଳକ୍‌ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟକୁ ନେଇ ଶନିବାର ସକାଳେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି।…

Continue Readingଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପକୁ ସମୀକ୍ଷା କଲେ ଉପବଚସ୍ପତି

କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ଅନୁଗୁଳ: କୁମ୍ଭୀର ଆକ୍ରମଣରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ ବୁଡିଆବାହାଲ ଗ୍ରାମର ଦେବେନ୍ଦ୍ର ନାୟକ ଆହତ ହୋଇଛନ୍ତି। ବୁଡ଼ିଆବାହାଲ ଗାଁ ପାଖ ନାଳକୁ ଦେବେନ୍ଦ୍ର ଓ ତାଙ୍କ ଦାଦା ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୁମ୍ଭୀର ସେମାନଙ୍କୁ ଆକ୍ରମଣ କରିଥିଲା ।…

Continue Readingକୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ସ୍ଥାୟୀ ନିଯୁକ୍ତି ଦାବିରେ ଟିପିସିଓଡିଏଲ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ଅନୁଗୁଳ: ବିଦ୍ୟୁତ୍ ବିଭାଗର ଅନୁଗୁଳ ଡିଭିଜନରେ ଦୀର୍ଘ ଦିନରୁ କାର୍ଯ୍ୟରତ ମିଟର ରିଡର, ବିଲ୍ କଲେକ୍ଟରଙ୍କ ସମେତ ସମସ୍ତ ଶ୍ରମିକ, କର୍ମଚାରୀଙ୍କୁ ଟିପିସିଓଡିଏଲ୍‌ରେ ସ୍ଥାୟୀ ନିଯୁକ୍ତ ଦେବା, କୁଶଳୀ ଶ୍ରମିକ ଆଧାରରେ ସରକାରଙ୍କ ନିର୍ଦ୍ଧାରିତ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ଟିପିସିଓଡିଏଲ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ବିଦ୍ୟୁତ୍ ଝଟକାରେ ଦନ୍ତା ମଲା!

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ତଳଗଡ଼ ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ବିଦ୍ୟୁତ ଆଘାତ ଯୋଗୁଁ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ…

Continue Readingବିଦ୍ୟୁତ୍ ଝଟକାରେ ଦନ୍ତା ମଲା!

ପିଏମ୍ଏୱାଇ ଅନିୟମିତତା ନେଇ ବ୍ଲକ୍ ଘେରିଲା ବିଜେପି

ଅନୁଗୁଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗକରି ଅନୁଗୁଳ ଭାରତୀୟ ଜନତା ପାର୍ଟୀ ତରଫରୁ ସ୍ଥାନୀୟ ଅନୁଗୁଳ ଓ ବଅଁରପାଳ ବ୍ଲକ୍ କାର୍ଯ୍ୟ।ଳୟ ଘେରାଉ କରଯାଇଥିଲା। ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱର କରାଯାଇଥିବା ଏହି ଘେରାଓରେ…

Continue Readingପିଏମ୍ଏୱାଇ ଅନିୟମିତତା ନେଇ ବ୍ଲକ୍ ଘେରିଲା ବିଜେପି

ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କ କଦମ ପଡିଆ ପରିଦର୍ଶନ

ଅନୁଗୁଳ: ଅନୁଗୁଳରେ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ପାଇଁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତା ଗୁରୁବାର ସ୍ଥାନୀୟ କଦମ ପଡିଆ ପରିଦର୍ଶନ କରିଛନ୍ତି l ଏହି ଅବସରରେ ନୂତନ ଭିତ୍ତିପ୍ରସ୍ତର ସ୍ଥାପନା ପାଇଁ ସବିଶେଷ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା…

Continue Readingଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କ କଦମ ପଡିଆ ପରିଦର୍ଶନ