ଆଜି ମାତୃ ଦିବସ: ପ୍ରେରଣାଦାୟୀ, ମମତାମୟୀ ମା’ ପାଇଁ ଦିନ ଟିଏ
ମା' । ଏଇ ଗୋଟିଏ ଶବ୍ଦରେ ଯେମିତି ସାରା ଦୁନିଆର ସ୍ନେହ ଭରି ରହିଛି । ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଉଛି ମା’। ବିଶ୍ବର ସର୍ବଶ୍ରେଷ୍ଠ ଯୋଦ୍ଧା ହେଉଛି ମା’। ମା’ ଶବ୍ଦଟି ଛୋଟ ହୋଇପାରେ…
ମା' । ଏଇ ଗୋଟିଏ ଶବ୍ଦରେ ଯେମିତି ସାରା ଦୁନିଆର ସ୍ନେହ ଭରି ରହିଛି । ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଉଛି ମା’। ବିଶ୍ବର ସର୍ବଶ୍ରେଷ୍ଠ ଯୋଦ୍ଧା ହେଉଛି ମା’। ମା’ ଶବ୍ଦଟି ଛୋଟ ହୋଇପାରେ…
ଅନୁଗୁଳ: ଅନୁଗୁଳ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମରେ ଅତର୍କିତ ଚଢ଼ଉ କରାଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯାଞ୍ଚ କରାଯାଇଥିଲା।…
ତାଳଚେର: ତାଳଚେର ଫରେଷ୍ଟ ରେଞ୍ଜ କଳମଛୁଇଁ ଗାଁରେ କାନ୍ଥରେ ପିଟି ହୋଇ ଆଜି ଏକ ହରିଣର ମୃତ୍ୟୁ ଘଟିଛି। ଗାଁ ଲୋକଙ୍କ କହିବାନୁଯାୟୀ, ହରିଣଟି ନିକଟସ୍ଥ ମହୀତଳା ଜଙ୍ଗଲରୁ ଆସି କଳମଛୁଇଁ ପୁରୁଣାସାହି ଦେଇ କାଳିକାପ୍ରସାଦ ସାହି ଆଡକୁ ଦୌଡ଼ୁଥିଲା। ଏହି…
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଅସାନୀ ଯୋଗୁ ଅଶାନ୍ତ ହେଉଛି ବଙ୍ଗୋପସାଗର। ଲଘୁଚାପ କ୍ଷେତ୍ର ଆଜି ଡିପ୍ରେସନ୍ରେ ପରିଣତ ହେବ। ଆସନ୍ତାକାଲି ଦାନା ବାନ୍ଧିବ ସାଇକ୍ଲୋନ୍ ଅସାନୀ। ଏହା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଧିକ ଅଶାନ୍ତ ରହିବ। ଆସନ୍ତାକାଲିଠାରୁ ପବନର ବେଗ ବଢ଼ିବ।…
ଅନୁଗୁଳ: ଆଜି ବୈଶାଖ ମାସ ଶୁକ୍ଳପକ୍ଷର ଶନିବାର। ଆଜି ହେଉଛି ଭାଗ୍ୟଫଳ ଦାତା ଶନି ଦେବଙ୍କ ବାର୍ଷିକ ପୂଜା। ଏ ଅବସରରେ ଅନୁଗୁଳର ବିଭିନ୍ନ ଶନି ମନ୍ଦିର ଉତ୍ସବ ମୁଖରିତ ହୋଇଛି। ଗତ ଦୁଇ ବର୍ଷ ହେଲାଣି କରୋନା କଟକଣା ଯୋଗୁଁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ଛାତ୍ର ବିବେକ ସାହୁ ଆତ୍ମହତ୍ୟା ଘଟଣାରେ ପୋଲିସ ଆଜି ଛାତ୍ରାବାସର କେୟାର ଟେକରକୁ ଗିରଫ କରିଛି। କେୟାର ଟେକର ବିବେକକୁ ମାଡ଼ ମାରିବା ସହ ବିନା ଦୋଷରେ ବେଜିତ କରିଥିଲା। ଏଥିରେ ମାନସିକ…
ଅନୁଗୁଳ: ମହାନଦୀ କୋଲଫିଲ୍ଡସର ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ଯୁଗଳ କିଶୋର ବୋରା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏମ୍ସିଏଲ୍ରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ବିଭିନ୍ନ କୋଇଲା ଖଣି ପରିଦର୍ଶନ କରି କୋଲଫିଲ୍ଡସ ଏରିଆର…
ଅନୁଗୁଳ: ଅନୁଗୁଳ ଖଣି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ମୁଖ୍ୟତଃ ଅନୁଗୁଳ ଓ କୁଲାଡ଼ରେ…
ଅନୁଗୁଳ: ରୋଟାରୀ ରୟାଲ କ୍ଲବ ଓ ପାର୍ବତୀ ହିରୋର ମିଳିତ ସହଯୋଗରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପାର୍ବତୀ ହିରୋ ପରିସରରେ ଆୟୋଜିତ ଏହି ଶିବିରକୁ ପ୍ରଧାନ ନର୍ସିଂହୋମର ବରିଷ୍ଠ ଡାକ୍ତର ଗୁରୁ ଚରଣ ପ୍ରଧାନ ଉଦଘାଟନ…
ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ଛକ ନିକଟରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ବିପୁଳ ପରିମାଣର ବିୟର ଜବତ କରାଯାଇଛି। ଅବକାରୀ ବିଭାଗର ମୋବାଇଲ ଓ ସଦର ରେଞ୍ଜ ପକ୍ଷରୁ ବୁଧବାର ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ…