କାର୍ରୁ ଟାୟାର୍ ଚୋରି
ଅନୁଗୁଳ: କରୋନା କାଳରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । କୋଲିୟରୀ ଥାନା ଇଲାକା ଘଣ୍ଟପଡ଼ା ଗ୍ରାମରୁ ଏକ କାରରୁ ଟାୟାର ଚୋରି ହୋଇଛି । ଏନେଇ କାର୍ ଚାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ସୂଚନା ମୁତାବକ,…
ଅନୁଗୁଳ: କରୋନା କାଳରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । କୋଲିୟରୀ ଥାନା ଇଲାକା ଘଣ୍ଟପଡ଼ା ଗ୍ରାମରୁ ଏକ କାରରୁ ଟାୟାର ଚୋରି ହୋଇଛି । ଏନେଇ କାର୍ ଚାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ସୂଚନା ମୁତାବକ,…
ଅନୁଗୁଳ: ଜିଲ୍ଲା ମୋବାଇଲ୍ ସ୍କ୍ୱାଡ୍ ଓ ତାଳଚେର ଅବକାରୀ ବିଭାଗ ରବିବାର ମିଳିତ ଭାବେ ସାନହାର ଜଙ୍ଗଲରେ ଚଢ଼ଉ କରି ୪ ହଜାର କେଜି ପୋଚ ନଷ୍ଟ କରିଥିବା ଜଣାଯାଇଛି । ଜଙ୍ଗଲ ଭିତରେ ମଦ ରାନ୍ଧିବାକୁ ମହୁଲ ପୋଚ କରାଯାଇଥିବା…
ଅନୁଗୁଳ: ପୂର୍ବ ଶତୃତାକୁ କେନ୍ଦ୍ର କରି ସଦର ଥାନା ଇଲାକା ନୂଆପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ତୁମଳକାଣ୍ଡ ଘଟିଛି । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଯୋଗୁ ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ଘଟଣାରେ ଉଭୟ ପକ୍ଷରୁ ଥାନାରେ…
ଅନୁଗୁଳ: ତାଳଚେର ପୌର କାର୍ଯ୍ୟାଳୟରେ ପଶିଛି କରୋନା । କାର୍ଯ୍ୟାଳୟର ୮ ଜଣ କର୍ମଚାରୀ ଏବେ ସଂକ୍ରମିତ ହୋଇଥିବା ଜଣାଯାଇଛି। କାର୍ଯ୍ୟାଳୟ ମଧ୍ୟରେ ସାମାଜିକ ଦୂରତା ରଖାନଯିବା, ମାସ୍କ ନପିନ୍ଧି କାର୍ଯ୍ୟ କରାଯାଉଥିବାରୁ କେତେକ କର୍ମଚାରୀ କରୋନରେ ସଂକ୍ରମିତ ହୋଇଥିବା କୁହାଯାଉଛି।…
ଅନୁଗୁଳ: ଅନୁଗୁଳ ସିଡିଏମଓ ଭାବରେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି ଡ଼ା. ତ୍ରିଲୋଚନ ପ୍ରଧାନ। ବିଦାୟୀ ସିଡିଏମଓ ଡ଼ା. ଅଭୟ କୁମାର ଦାଶଙ୍କ ଠାରୁ ଆଜି ପୂର୍ବାହ୍ନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ଼ା. ପ୍ରଧାନ ପୂର୍ବରୁ ବୌଦ୍ଧ ସିଡିଏମଓ ଭାବରେ…
ଅନୁଗୁଳ: ଆଣ୍ଟିଜେନ କିଟ୍ ମାଧ୍ୟମରେ ବାହାରେ କୋଭିଡ ପରୀକ୍ଷା କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ପାଖରୁ କିଛି ଆଣ୍ଟିଜେନ କିଟ୍ କବତ କରାଯାଇଛି। ଗିରଫ ଯୁବକ ଜଣଙ୍କ ହେଲେ ତୁରଙ୍ଗ ଗାଁର ସାଗର ପ୍ରଧାନ(୨୩ବର୍ଷ)। ପୁଲିସ ସୂଚନା…
ଅନୁଗୁଳ: ଆଠମଲ୍ଲିକ ମହାବିଦ୍ୟାଳୟ ଛାତ୍ରାବାସରେ ଉଦ୍ଘାଟିତ ହୋଇଥିବା କରୋନା ଯତ୍ନକେନ୍ଦ୍ର ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରୁ ଅଟୋ ଆମ୍ବୁଲାନ୍ସରେ ପ୍ରଥମ କରି ଦୁଇଜଣ ରୋଗୀ ଏଠାକୁ ଆସିଛନ୍ତି। ତାଙ୍କ ମଧ୍ୟରୁ ଜଣେ ସାନହୁଲା ପଞ୍ଚାୟତ ଓ ଅନ୍ୟଜଣକ କମ୍ପଲା…
ଅନୁଗୁଳ: ବୌଦ୍ଧ ସିଡିଏମଓ ଡ଼ା. ତ୍ରିଲୋଚନ ପ୍ରଧାନଙ୍କର ଅନୁଗୁଳ ସିଡିଏମ୍ଓ ଭାବରେ ବଦଳି ହୋଇଛି। ସେହିପରି ଅନୁଗୁଳ ସିଡିଏମ୍ଓ ଡ଼ା ଅଭୟ କୁମାର ଦାଶଙ୍କୁ ବୌଦ୍ଧରେ ଅବସ୍ଥାପିତ କରାଯାଇଛି। ସଂପ୍ରତି କରୋନା କାଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିଚାଳନା ଗତ ଅବ୍ୟବସ୍ଥା…
ଅନୁଗୁଳ: ଅନୁଗୁଳ ଥାନା ହୁଲୁରୁସିଂହାର ଗଗନ ସାହୁଙ୍କ ପୁଅ ମୁନା ସାହୁ(୨୭)ଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଡ଼େରେଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଲିଙ୍ଗରା ଜୋରରେ ପାଣି ଛଡ଼ା ଯାଇଥିଲା। ଏହି ପାଣି ଦେଖିବା ପାଇଁ ସେଠାକୁ…
ଅନୁଗୁଳ: ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅନୁଗୁଳ ଜିଲ୍ଲା ପାଇଁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଅନୁମୋଦନ କରିଛନ୍ତି। ଏହି ଆମ୍ବୁଲାନ୍ସରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ଯେପରିକି ଏଥିରେ…