କଟୁରୀ ଆକ୍ରମଣରେ ଯୁବକ ଗୁରୁତର, ଅଭିଯୁକ୍ତ ଫେରାର
ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ଆଦିଆଘାଇ ଗ୍ରାମରେ ମଙ୍ଗଳବାର ଦ୍ୱିପ୍ରହରରେ କଟୁରୀ ଆକ୍ରମଣରେ ପ୍ରଦୀପ ଭୋଇ (୩୦) ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଭୋଇ (୩୨) ପ୍ରଥମେ ପ୍ରଦୀପଙ୍କୁ ଫୋନ…
