ସ୍କ୍ରାପ୍ ବୋଝେଇ ଟ୍ରକ୍ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ସଦର ପୁଲିସ ସୋମବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଏକ ସ୍କ୍ରାପ୍ ବୋଝେଇ ଟ୍ରକକୁ ଜବତ କରିଛି। ଏଥିସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ନିଶା ଶିଳ୍ପାଞ୍ଚ ଥାନା…

Continue Readingସ୍କ୍ରାପ୍ ବୋଝେଇ ଟ୍ରକ୍ ଜବତ, ୨ ଗିରଫ

ମଦ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ସୋମବାର ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୩୨ ଲିଟର ଦେଶୀ ମଦ ଜବତ ଓ ୧୨୦୦ କେଜି ପୋଚ ନଷ୍ଟ କରିଛି। ଏହି ଘଟଣାରେ ବାଗଡିଆ ଗ୍ରାମର ପୁରୁଷୋତ୍ତମ ବେହେରା ଏବଂ ବସନ୍ତପୁର…

Continue Readingମଦ ଜବତ, ୨ ଗିରଫ

ଚାନ୍ଦା ମାଗିବା ଅଭିଯୋଗରେ ତିନି ଗିରଫ

ଅନୁଗୁଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଟାଟା ବିଏସ୍ଏଲ୍ କାରଖାନାର କନଷ୍ଟ୍ରକସ‌‍‌‌ନ ମ୍ୟାନେଜର ସାୟଦ ଇସମାଇଲ ଅହମ୍ମଦ ନାମକ ଜଣେ ଅଧିକାରୀଙ୍କୁ ଚାନ୍ଦା ପାଇଁ ଧମକଚମକ ଦିଆଯିବା ସଂକ୍ରାନ୍ତରେ ରବିବାର ବଅଁରପାଳ ଥାନାରେ ଅଭିଯୋଗ ହୋଇଥିଲା। ରବିବାର ଅପରାହ୍ନରେ ବଅଁରପାଳ ଥାନା…

Continue Readingଚାନ୍ଦା ମାଗିବା ଅଭିଯୋଗରେ ତିନି ଗିରଫ

ରେଙ୍ଗାଳିରେ ଡଙ୍ଗା ବୁଡି, ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପIଲଲହଡI ଥାନା ଅନ୍ତର୍ଗତ ଚାଷଗୁରୁଜIଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟ ରେଙ୍ଗାଳି ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଯିବାରୁ ମାଛ ଧରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଠିଆନାଳ ଗ୍ରାମର…

Continue Readingରେଙ୍ଗାଳିରେ ଡଙ୍ଗା ବୁଡି, ଜଣେ ମୃତ

ଦୋକାନ ଘର ଉପରେ ଚଢିଗଲା ଟ୍ରକ

ଅନୁଗୁଳ: ଛେଣ୍ତିପଦା ଥାନା ଛକରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ୨ଟି ଦୋକାନ ଘର ଉପରେ ଚଢିଯାଇଛି।ଫଳରେ ଦୋକାନ ଦୁଇଟି ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଟ୍ରକର ଚାଳକ ଅଳ୍ପକେ ବର୍ତ୍ତି…

Continue Readingଦୋକାନ ଘର ଉପରେ ଚଢିଗଲା ଟ୍ରକ

ଭାଉଜଙ୍କୁ ଆକ୍ରମଣ, ଦିଅର ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ତଥା ରେଙ୍ଗାଳି ଥାନା ଆର୍କିଳି ଗ୍ରାମର ଜଣେ ଅସହାୟ ବିଧବା ମହିଳା ମାମି ସାହୁଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ତାଙ୍କ ଦିଅର ମୁନା ସାହୁକୁ ଗିରଫ କରିଛି । ଧାନ ବେଙ୍ଗଳା କରିବାକୁ…

Continue Readingଭାଉଜଙ୍କୁ ଆକ୍ରମଣ, ଦିଅର ଗିରଫ

ଜନବସତି ନିକଟରେ ୪୦ହାତୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ୍‌ରେ ହାତୀ ଉପଦ୍ରବ। ଶନିବାର ସକାଳେ ନୂଆହତା ପଞ୍ଚାୟତ ନାଳ ପାଖ ଟାୱାର ନିକଟ ପଡ଼ିଆରେ ୪୦ଟି ହାତୀ ଗୋଠ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଦଳରେ ଥିବା ଏକ ଦନ୍ତାହାତୀ ହିଂସ୍ର ହୋଇ ଲୋକଙ୍କୁ…

Continue Readingଜନବସତି ନିକଟରେ ୪୦ହାତୀ

ଜେଏସପିଏଲ ସାମନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଇଲାକାରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି। ୬୩ନଂ ରାଜ୍ୟ ରାଜପଥ ଅନୁଗୁଳ-ଛେଣ୍ଡିପଦା ରାସ୍ତାର ଜିନ୍ଦଲ କାରଖାନା ସମ୍ମୁଖରେ କୋଇଲା ଟ୍ରକ୍ ଓ ଇନୋଭା ପିଟି…

Continue Readingଜେଏସପିଏଲ ସାମନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନିର୍ଧୂମ ଛେଚା ଖାଇଲା ବସ୍ କଣ୍ଡକ୍ଟର

ଅନୁଗୁଳ : ଯୁବତୀଙ୍କୁ ଦୁର୍ବ୍ଯବହାର କରିବା ଜଣେ ବସ୍ କଣ୍ଡକ୍ଟରଙ୍କୁ ମହଙ୍ଗା ପଡ଼ିଛି। ଯୁବତୀଙ୍କ ପରିବାର ଲୋକ ତାଙ୍କୁ ନିର୍ଧୂମ ଛେଚିଛନ୍ତି। ଅନୁଗୁଳ ବସ୍‌ଷ୍ଟାଣ୍ଡ୍‌ରେ ଶୁକ୍ରବାର ପୂର୍ବାହ୍ନରେ ଘଟିଥିବା ଏ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ମୁତାବକ, ଦୁବ୍ୟବହାର କରି…

Continue Readingନିର୍ଧୂମ ଛେଚା ଖାଇଲା ବସ୍ କଣ୍ଡକ୍ଟର

ସ୍କୁଲ ବନ୍ଦକରି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମାଡ଼, ୬ ମହିଳା ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟରେ ତାଲା ପାକାଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗାଳିଗୁଲଜକରି ମାଡ଼ ମାରିବା ଅଭିଯୋଗରେ ୬ ଜଣ ମହିଳାଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ବଳରାମପ୍ରସାଦ ଗାଁର ଅନ୍ନପୂର୍ଣ୍ଣା ଅମାନ୍ତ,…

Continue Readingସ୍କୁଲ ବନ୍ଦକରି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମାଡ଼, ୬ ମହିଳା ଗିରଫ