କଳାହୀରାର ସହରରେ ମେଲାଣି ନେଲେ ବିଘ୍ନ ବିନାଶକ, ଯୋଗ ଦେଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
ତାଳଚେର: ଶନିବାର କଳାହୀରାର ସହର ତାଳଚେରର ଗଣପର୍ବ ଗଣେଶ ପୂଜାର ଭସାଣଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଘଣ୍ଟ, ଘଣ୍ଟା, ଭେରୀ, ତୁରୀ, ଲୋକ ନୃତ୍ୟଗୀତରେ ସାରା ବଡ଼ ଦାଣ୍ଡ ଦୁଲୁକି ଥିଲା। ବାଦ୍ୟର ତାଳେ ତାଳେ ଗଜାନନଙ୍କୁ ଅଶ୍ରୁଳ ବିଦାୟ…