ବାସନ୍ତୀ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ
ଅନୁଗୁଳ: ଅମଲାପଡ଼ା ମା' ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ସ୍ଥାନୀୟ ପଡିଆ ନିକଟରେ ଥିବା ବିଲ୍ୱ ବୃକ୍ଷ ମୂଳେ ଆସନ୍ତା ମା' ବାସନ୍ତୀ ପୂଜା ପାଇଁ ମାଟି ଅନୁକୂଳ ହୋଇଯାଇଛି। ଏଥିପାଇଁ ପୂଜକ ଅଶୋକ କରଙ୍କ ତତ୍ତ୍ଵାବଧାନରେ ପୂଜାର୍ଚ୍ଚନା ଆଦି ଅନୁଷ୍ଠିତ…
ଅନୁଗୁଳ: ଅମଲାପଡ଼ା ମା' ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ସ୍ଥାନୀୟ ପଡିଆ ନିକଟରେ ଥିବା ବିଲ୍ୱ ବୃକ୍ଷ ମୂଳେ ଆସନ୍ତା ମା' ବାସନ୍ତୀ ପୂଜା ପାଇଁ ମାଟି ଅନୁକୂଳ ହୋଇଯାଇଛି। ଏଥିପାଇଁ ପୂଜକ ଅଶୋକ କରଙ୍କ ତତ୍ତ୍ଵାବଧାନରେ ପୂଜାର୍ଚ୍ଚନା ଆଦି ଅନୁଷ୍ଠିତ…
"ଜଗତସିଂହପୁର ଐତିହ୍ୟ ପଦଯାତ୍ରା"ର ଦ୍ୱାଦଶ ତମ ସଂସ୍କରଣ ସମ୍ପନ୍ନ ହୋଇଯାଇଅଛି। ଐତିହ୍ୟାନୁରାଗୀ ବନ୍ଧୁମାନେ ଜଗତସିଂହପୁର ସହରରେ ଥିବା ପ୍ରାଚୀନ "ମୁଚୁକୁନ୍ଦ ସୋମନାଥ ମନ୍ଦିର" ପରିଦର୍ଶନରେ କରିଥିଲେ। ଏହି ମନ୍ଦିରଟି ବହୁ ପ୍ରାଚୀନ ନ ହେଲେବି ମୋଗଲ ପରବର୍ତ୍ତୀ ମରହଟ୍ଟା ଶାସନ କାଳରେ…
ଅନୁଗୁଳ: ସୂର୍-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୪ ତମ ମହୋତ୍ସବ ଅନୁଗୁଳ ସଭାଘରଠାରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଆସନ୍ତା ୨୧ ତାରିଖ ଯାଏଁ ଏହି ମହୋତ୍ସବ ଚାଲିବ। ଓଡିଶୀ ଗୁରୁ ସୁଶ୍ରୀ ପୁଷ୍ପିତା ମିଶ୍ର , ଗୁରୁ ରତ୍ନପଦ୍ମା…
ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ତ୍ରୟୋଦଶ ସାତକୋଶିଆ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର(ରାଜସ୍ବ) ପ୍ରଦୀପ ପ୍ରଜ୍ବଳନ କରି ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନିଜ ଅଭିଭାଷଣରେ ଅନୁଗୁଳର କଳା…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀଠାରେ ଥିବା ମା ଲୋଭି ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଆରମ୍ଭ ହୋଇଛି। ଏହି ଅଞ୍ଚଳର ସର୍ବପୁରାତନ ଓ ପ୍ରସିଦ୍ଧ ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ତୁଳସୀପାଳ ଗ୍ରାମରୁ ପିଠ ପୂଜା ପରେ ବିରାଟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟ୍ଟା ଗ୍ରାମ ଓ ସନ୍ତରାବନ୍ଧ ପଞ୍ଚାୟତର ଚାଙ୍ଗୁଡ଼ିଆ ଗ୍ରାମରେ ମା’ଶ୍ୟାମାକାଳୀଙ୍କ ପୂଜା ଯଥା ରୀତିନୀତି ଅନୁଷ୍ଠିତ ହୋଇଛି। ଉଭୟ ମଣ୍ଡପରେ ପୂଜା ପ୍ରାରମ୍ଭରେ କଳସଯାତ୍ରା, ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଜୀବନ୍ୟାସ, ପ୍ରାଣ ପ୍ରତିଷ୍ଠା,…
ଅନୁଗୁଳ: ଅନୁଗୁଳ ଲକ୍ଷ୍ମୀ ବଜାରରେ ୧୯୬୦ ମସିହାରେ ପ୍ରଥମଥର ପାଇଁ ସାର୍ବଜନୀନ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିଲା। ତହିଁ ପରବର୍ଷ ବଜାର ଛକରେ ଲକ୍ଷ୍ମୀପୂଜା ଆରମ୍ଭ ହେଲା। ତାପରେ କିଛି ବର୍ଷ ପରେ ବସ୍ ଷ୍ଟାଣ୍ଡ ପୂଜା କମିଟି ଏବଂ ଧୀରେ ଧୀରେ…
ଅନୁଗୁଳ: ଶାରଦୀୟ ଦୁର୍ଗା ପୂଜା ଅବସରରେ କଳାହୀରାର ସହର ତାଳଚେର ଉତ୍ସବମୁଖର ହୋଇଉଠିଛି। ମା ଦଶଭୂଜାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପୂଜା ମଣ୍ଡପଗୁଡ଼ିକେ ମୁଖରିତ ହୋଇଛି। ଗତକାଲି ମହାଅଷ୍ଟମୀ ପୂଜାରେ ବହୁ ମହିଳା ଶ୍ରଦ୍ଧାଳୁ ମାଙ୍କ ଆରାଧନା କରିଥିବା ବେଳେ…
ବଅଁରପାଳ: ଶାରଦୀୟ ଦୁର୍ଗା ପୂଜା ପାଇଁ ବଅଁରପାଳ ଉତ୍ସବମୁଖର ହୋଇଛି। ୪ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ୩ ଅକ୍ଟୋବର ଶୁକ୍ରବାର ଭଷାଣି ଉତ୍ସବରେ ସମାପନ ହେବ। ୨୯ ତାରିଖରେ କଳସ ଯାତ୍ରା ସହ ମାଙ୍କୁ ଆବାହନ କରାଯାଇଥିଲା।…
ତାଳଚେର: ଆଶ୍ୱିନ ମାସରେ ଦଶହରା ଉପଲକ୍ଷେ ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଘୋଡ଼ାଶାଳ ନିକଟସ୍ଥ ମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ରୀତିନୀତି ଅନୁସାରେ ଆରମ୍ଭ ହୋଇଛି। ପୂଜକମାନେ ଶୁକ୍ଳବସ୍ତ୍ର ପରିଧାନ କରି ପ୍ରାତଃ ସମୟରେ ମା’ଙ୍କୁ ସ୍ନାନ କରାଇ କଳାଶାଢ଼ୀ,…