ଅନୁଗୁଳରେ ଜନଗଣନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଓ ଗୃହତାଲିକାକରଣ ପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା…

Continue Readingଅନୁଗୁଳରେ ଜନଗଣନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଆୟୋଜିତ

ବନ୍ତଳା ବଜାର ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଜିଲ୍ଲା କଂଗ୍ରେସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବଜାରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ସହାୟତା ପ୍ରଦାନ ଦାବିରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି…

Continue Readingବନ୍ତଳା ବଜାର ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଜିଲ୍ଲା କଂଗ୍ରେସ

କାଳବୈଶାଖୀରେ ଉଜୁଡି ଗଲା ଘର, ସରକାରୀ ସହାୟତା ପାଇଁ ଦାବି

ଅନୁଗୁଳ: ଅନୁଗୁଳ ଜିଲା ପୁରୁଣାଗଡ଼ ଗୁଡିବନ୍ଧ ନୂଆସାହିରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ସଙ୍ଗାଳି ପ୍ରଧାନଙ୍କ ପୁଅ ବଳରାମ ପ୍ରଧାନଙ୍କ ଟିଣ ଛପର ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାଙ୍କ ନିକଟରେ…

Continue Readingକାଳବୈଶାଖୀରେ ଉଜୁଡି ଗଲା ଘର, ସରକାରୀ ସହାୟତା ପାଇଁ ଦାବି

ଢେଙ୍କାନାଳ ରାଇଡିହିରେ କଣ୍ଢେଇ ନାଚ ପରମ୍ପରା ସଙ୍କଟରେ

ଢେଙ୍କାନାଳ: ଗତ ରବିବାର (୧୫ ମାର୍ଚ୍ଚ) ଆୟୋଜିତ ୩୫ତମ ଢେଙ୍କାନାଳ ହେରିଟେଜ୍ ୱାକ୍ ସମୟରେ ରାଇଡିହି ଗ୍ରାମର ପ୍ରାଚୀନ କଣ୍ଢେଇ ନାଚ ପରମ୍ପରା ଉପରେ ଆଲୋକପାତ କରାଯାଇଛି। ଡିଏଚ୍‌ଡବ୍ଲ୍ୟୁର ସଂଯୋଜକ ସୁରେଶ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ପ୍ରାୟ ୩୦ ଜଣ ଐତିହ୍ୟପ୍ରେମୀ…

Continue Readingଢେଙ୍କାନାଳ ରାଇଡିହିରେ କଣ୍ଢେଇ ନାଚ ପରମ୍ପରା ସଙ୍କଟରେ

ତାଳଚେର DMF ପାଣ୍ଠିକୁ ନେଇ ବିଧାନସଭାରେ ସୂଚନା: ୫ ବର୍ଷରେ ଆଦାୟ ହୋଇଛି ୨୭୧୦ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର: ବିଧାନସଭା ଅଧିବେଶନ କାଳରେ ତାଳଚେର ନିର୍ବାଚନ ମଣ୍ଡଳୀର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିର ବିନିଯୋଗ ସମ୍ପର୍କରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଳଚେର ଅଞ୍ଚଳରୁ ଆଦାୟ ହେଉଥିବା…

Continue Readingତାଳଚେର DMF ପାଣ୍ଠିକୁ ନେଇ ବିଧାନସଭାରେ ସୂଚନା: ୫ ବର୍ଷରେ ଆଦାୟ ହୋଇଛି ୨୭୧୦ କୋଟିରୁ ଅଧିକ ଟଙ୍କା

ଦେବଦୂତ ସାଜିଲେ ପୂର୍ବତନ ସାଂସଦ ମହେଶ ସାହୁ: ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ନିଜ ଗାଡ଼ିରେ ନେଇ ମେଡିକାଲରେ କଲେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଇଣ୍ଡଷ୍ଟ୍ରିଆଲ୍ ଥାନା ଅନ୍ତର୍ଗତ କଙ୍କରେଇ ନାଳ ନିକଟରେ ଆଜି ମାନବିକତାର ନିଦର୍ଶନ ଦେଖିବାକୁ ମିଳିଛି। ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ ଜଣେ ଦେବଦୂତ ସାଜି ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କ ଜୀବନ ବଞ୍ଚାଇଛନ୍ତି। ସୂଚନା ଅନୁଯାୟୀ, ବରପଦା…

Continue Readingଦେବଦୂତ ସାଜିଲେ ପୂର୍ବତନ ସାଂସଦ ମହେଶ ସାହୁ: ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ନିଜ ଗାଡ଼ିରେ ନେଇ ମେଡିକାଲରେ କଲେ ଭର୍ତ୍ତି

ଶିଶୁ ଭିକ୍ଷାବୃତ୍ତି ରୋକିବାକୁ OSCPCRର କଠୋର ଆଭିମୁଖ୍ୟ: ଜିଲ୍ଲାସ୍ତରରେ ଗଠନ ହେବ ଟାସ୍କ ଫୋର୍ସ

ଶିଶୁ ଭିକ୍ଷାବୃତ୍ତି ମୁକ୍ତ ହେବ ଓଡ଼ିଶା: ଜିଲ୍ଲାପାଳ ଓ ଏସପିଙ୍କୁ OSCPCRର ସ୍ୱତନ୍ତ୍ର ନିର୍ଦ୍ଦେଶ ​ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସହରରେ ଶିଶୁ ଭିକ୍ଷାବୃତ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ପକ୍ଷରୁ କଠୋର…

Continue Readingଶିଶୁ ଭିକ୍ଷାବୃତ୍ତି ରୋକିବାକୁ OSCPCRର କଠୋର ଆଭିମୁଖ୍ୟ: ଜିଲ୍ଲାସ୍ତରରେ ଗଠନ ହେବ ଟାସ୍କ ଫୋର୍ସ

ଭୀମ ଭୋଇଙ୍କ “ସ୍ତୁତି ଚିନ୍ତାମଣି”ର ହିନ୍ଦୀ ଅନୂଦିତ ପୁସ୍ତକ ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ସାହିତ୍ୟ ସଂସଦ ଓ ଭାରତ ବିକାଶ ପରିଷଦର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଏକ ହୋଟେଲରେ ପୁସ୍ତକ ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି। କାନାଡାରେ ରହୁଥିବା ଭାରତୀୟ ବଂଶଜ କଥାକାର ଓ ସାମ୍ବାଦିକ ସୁମନ କୁମାର ଘଇ ମୁଖ୍ୟ ଅତିଥି…

Continue Readingଭୀମ ଭୋଇଙ୍କ “ସ୍ତୁତି ଚିନ୍ତାମଣି”ର ହିନ୍ଦୀ ଅନୂଦିତ ପୁସ୍ତକ ଉନ୍ମୋଚିତ

ସାଇବର ଅପରାଧୀଙ୍କୁ ମାତ୍ ଦେବ ଅନୁଗୁଳ ପୋଲିସ: ଅଧିକାରୀଙ୍କୁ ମିଳିଲା ଦୁଇ ଦିନିଆ ସ୍ୱତନ୍ତ୍ର ତାଲିମ

ଅନୁଗୁଳ: ବର୍ତ୍ତମାନର ସମୟରେ ବଢୁଥିବା ଜଟିଳ ସାଇବର ଅପରାଧର ମୁକାବିଲା କରିବା ପାଇଁ ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ପୋଲିସ ପକ୍ଷରୁ ମାର୍ଚ୍ଚ ୧୩ ଓ ୧୪ ତାରିଖରେ ଅଧିକାରୀମାନଙ୍କ ପାଇଁ ଏକ…

Continue Readingସାଇବର ଅପରାଧୀଙ୍କୁ ମାତ୍ ଦେବ ଅନୁଗୁଳ ପୋଲିସ: ଅଧିକାରୀଙ୍କୁ ମିଳିଲା ଦୁଇ ଦିନିଆ ସ୍ୱତନ୍ତ୍ର ତାଲିମ

ଓଲଟି ପଡ଼ି ଜଳିଗଲା ପିଚୁ ବୋଝେଇ ଟ୍ୟାଙ୍କର, ଜଳିଗଲେ ଚାଳକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲିପଶି ଛକ ନିକଟରେ ଏକ ପିଚୁ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।…

Continue Readingଓଲଟି ପଡ଼ି ଜଳିଗଲା ପିଚୁ ବୋଝେଇ ଟ୍ୟାଙ୍କର, ଜଳିଗଲେ ଚାଳକ