ଆଡଭୋକେଟ ଜେନେରାଲ ହେଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ବଡ଼ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ ଦେଲେ ରାଜ୍ୟ ସରକାର। ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି। ଆଇନ ବିଭାଗ ପକ୍ଷରୁ ତାଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇଛି। ପୀତାମ୍ବର ଆଚାର୍ଯ୍ୟ ହେଉଛନ୍ତି ଓଡ଼ିଶା ହାଇକୋର୍ଟର…

Continue Readingଆଡଭୋକେଟ ଜେନେରାଲ ହେଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ବଡ଼ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ପୌର ପାଳିକା ଟାଉନ୍ ହଲ୍ ନବୀକରଣ ଚାଲିଛି

ଅନୁଗୁଳ: ଅନୁଗୁଳ ସହର ଭିତରେ ସଭା ସମିତି କରିବା ପାଇଁ ଭଲ ହଲ ଟେ ନାହିଁ। ସଭଘର ଭଡ଼ା ଯାହା ଛୋଟ ଛୋଟ ସଂସ୍ଥା ସେଠାରେ କାର୍ଯ୍ୟକ୍ରମ କରି ପାରିବେ ନାହିଁ।ଏଭଳି କ୍ଷେତ୍ରରେ ପୌରପାଳିକା ଟାଉନ୍‌ ହଲ୍‌ରେ ଶୀତ ତାପ ନିୟନ୍ତ୍ରିତ…

Continue Readingପୌର ପାଳିକା ଟାଉନ୍ ହଲ୍ ନବୀକରଣ ଚାଲିଛି

ପୁରୀ ରଥଯାତ୍ରାରେ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ: ୧୪ ଲକ୍ଷରୁ ଅଧିକ ଭକ୍ତ ହେଲେ ଉପକୃତ

ପୁରୀ: ପୁରୀ ରଥଯାତ୍ରାରେ ୧୪ ଲକ୍ଷରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇଛି ଜେଏସପି ଫାଉଣ୍ଡେସନ। ଚଳିତବର୍ଷ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜ କଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ…

Continue Readingପୁରୀ ରଥଯାତ୍ରାରେ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ: ୧୪ ଲକ୍ଷରୁ ଅଧିକ ଭକ୍ତ ହେଲେ ଉପକୃତ

ଗଞ୍ଜେଇ ଚାଲାଣ କରି ବନ୍ଧା ହେଲେ ପୋଲିସ ! ଛତିଶଗଡ଼ରେ ଅନୁଗୁଳ ଟ୍ରାଫିକ ଏଏସ୍‌ଆଇ ଗିରଫ

ଅନୁଗୁଳ: ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଗିରଫ। ବୌଦ୍ଧରୁ ବଦଳି ହୋଇ ଅନୁଗୁଳ ଆସିଥିବା ଜଣେ ପୋଲିସ ଅଧିକାରୀ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଛତିଶଗଡ଼ ପୋଲିସ ହାତରେ ଧରାପଡ଼ିଛନ୍ତି। ଉକ୍ତ ପୋଲିସ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକର…

Continue Readingଗଞ୍ଜେଇ ଚାଲାଣ କରି ବନ୍ଧା ହେଲେ ପୋଲିସ ! ଛତିଶଗଡ଼ରେ ଅନୁଗୁଳ ଟ୍ରାଫିକ ଏଏସ୍‌ଆଇ ଗିରଫ

ନାଲକୋରୁ ସ୍ଥାନାନ୍ତରଣ ବେଳେ ହରିଣର ମୃତ୍ୟୁ, ଘଟଣାକୁ ଲୁଚାଇବାକୁ ଉଦ୍ୟମ

ଅନୁଗୁଳ: ସ୍ଥାନୀୟ ନାଲକୋ ଡିଅର ପାର୍କରୁ ହରିଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ଗୋଟିଏ ହରିଣର ମୃତ୍ୟୁ ଘଟିଛି। ଏହାକୁ ଲୁଚାଇବାକୁ ନାଲକୋ ସବୁ ପ୍ରକାର ଚେଷ୍ଟା ବି କରିଥିଲା। ମୃତ ହରିଣକୁ ଗୋଟିଏ ବସ୍ତାରେ ଘୋଡାଇ ରଖିବା ସହ ଏକ କୋଣରେ…

Continue Readingନାଲକୋରୁ ସ୍ଥାନାନ୍ତରଣ ବେଳେ ହରିଣର ମୃତ୍ୟୁ, ଘଟଣାକୁ ଲୁଚାଇବାକୁ ଉଦ୍ୟମ

ଅନୁଗୁଳ-ଜରପଡା ରାସ୍ତାରେ ବୁଲା ଗୋରୁଙ୍କ ଦୌରାତ୍ମ୍ୟ: ଦୁର୍ଘଟଣା ଆଶଙ୍କା

ଅନୁଗୁଳ: ଅନୁଗୁଳ-ଜରପଡା ରାସ୍ତାରେ ବୁଲା ଗାଈ ଗୋରୁଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଛି। ଯାହା ଫଳରେ ଟ୍ରକ୍ ଠାରୁ ବାଇକ୍ ଆରୋହୀଙ୍କ ଯାତାୟାତ ପାଇଁ ଅସୁବିଧା ହେଉଛି। ଅନୁଗୁଳ ଲିଙ୍ଗରା ପୋଲ ଠାରୁ ଆରମ୍ଭ କରି ୫୫ ନଂ ଜାତୀୟ…

Continue Readingଅନୁଗୁଳ-ଜରପଡା ରାସ୍ତାରେ ବୁଲା ଗୋରୁଙ୍କ ଦୌରାତ୍ମ୍ୟ: ଦୁର୍ଘଟଣା ଆଶଙ୍କା

ଗପ ଲେଖିବା ନିଶାରୁ ଫିଲ୍ମ କାହାଣୀ ଲେଖକ, ମାଟିର ପୁଅ ଅମିତ୍‌ କୁମାର ଦାଶ

ଅନୁଗୁଳ: କୁଆଯାଏ ଇଚ୍ଛା ଶକ୍ତି ମଣିଷକୁ ସଫଳତାର ସିଡି ଚଢ଼ାଏ।ଧନ,ମାନସମ୍ମାନ ସବୁ କିଛି ଅଜାଡ଼ି ଦିଏ। ଅନୁଗୁଳ ମାଟିର ଜଣେ ସୁନା ପୁଅ ଯିଏ ଅନୁଗୁଳ ବାସୀଙ୍କ ପାଇଁ ଆଜିବି ଅଜଣା କିନ୍ତୁ ତାଙ୍କ କଲମ ମୁନରେ ଜୀବନ୍ତ ହେଉଥିବା କଥା…

Continue Readingଗପ ଲେଖିବା ନିଶାରୁ ଫିଲ୍ମ କାହାଣୀ ଲେଖକ, ମାଟିର ପୁଅ ଅମିତ୍‌ କୁମାର ଦାଶ

ମ୍ୟୁନିସପାଲିଟି କିଣିବ ଶବ ବୁହା ଗାଡି

ଅନୁଗୋଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଶବ ବୁହା ଗାଡି ରହିଛି। ମହାପ୍ରୟାଣ ନାମକ ଏହି ଗାଡିର ଅନେକ ଚାହିଦା ରହିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଦିନକୁ ୫ ରୁ ୭ ଜଣଙ୍କ ମୃତ୍ୟୁ ଘଟୁଛି।…

Continue Readingମ୍ୟୁନିସପାଲିଟି କିଣିବ ଶବ ବୁହା ଗାଡି

ପ୍ରତିଶ୍ରୁତି ପୂରଣ କରିନି ବିଜେଡି: ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା ଦେବ ନିଖିଳ ଓ ଠିକାଦାର ମହାସଂଘ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା ଦେବାକୁ ଚେତାବନୀ ଦେଇଛି ନିଖିଳ ଓ ଠିକାଦାର ମହାସଂଘ। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ବିରୋଧରେ ମଧ୍ୟ ଏତଲା ହେବ ବୋଲି…

Continue Readingପ୍ରତିଶ୍ରୁତି ପୂରଣ କରିନି ବିଜେଡି: ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା ଦେବ ନିଖିଳ ଓ ଠିକାଦାର ମହାସଂଘ

ଅନୁଗୁଳରେ ବଜାର ପ୍ରବେଶ କଲା ହିରୋ ବ୍ୟାଟେରୀ ସ୍କୁଟର ‘ଭିଡା’, ଥରେ ଚାର୍ଜ କଲେ ଗଡ଼ିବ ୧୧୦ ରୁ ୧୬୫ କିମି

ଅନୁଗୁଳ: ଅନୁଗୁଳରେ ବଜାର ପ୍ରବେଶ କଲା ହିରୋର ଦୁଇଟି ବ୍ୟାଟେରୀ ଚାଳିତ ସ୍କୁଟର। ହିରୋ କମ୍ପାନୀର ବ୍ୟାଟେରୀ ଚାଳିତ ସ୍କୁଟର 'ଭିଡା', ୪୪୦ସିସି ଇଞ୍ଜିନ ଥିବା ମୋଟର ସାଇକଲ ମାଭିକ ଭିଡା ଭି - ୧ପ୍ଲସ ଏବଂ ଭିଡା ଭି -୧ପ୍ରୋ…

Continue Readingଅନୁଗୁଳରେ ବଜାର ପ୍ରବେଶ କଲା ହିରୋ ବ୍ୟାଟେରୀ ସ୍କୁଟର ‘ଭିଡା’, ଥରେ ଚାର୍ଜ କଲେ ଗଡ଼ିବ ୧୧୦ ରୁ ୧୬୫ କିମି