ପିତାଙ୍କ ମୃତ୍ୟୁ ପରେ ଚାକିରି ପାଇବା ନିମନ୍ତେ ମା’ ଓ ପୁଅଙ୍କ ଅନଶନ: ଭୁଲ ସ୍ୱାସ୍ଥ୍ୟ ରିପୋର୍ଟ ଦେଖାଇ ଅଯୋଗ୍ୟ ଘୋଷଣା କରିଥିଲା ମେଡିକାଲ ବୋର୍ଡ

ତାଳଚେର : ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବା ପାଇଁ ଅନଶନ କରିଛନ୍ତି ମା' ଓ ପୁଅ। ସୂଚନା ମୁତାବକ, ତାଳଚେର ବ୍ଲକ ଅନ୍ତର୍ଗତ ଜାମ୍ବୁବାହାଳି ଗ୍ରାମର ଦୁଃଖିଆ ମୂଦୁଲି ଏମସିଏଲରେ କାର୍ଯ୍ୟ କରିଆସୁଥିଲେ। ମାତ୍ର କୌଣସି କାରଣରୁ ତାଙ୍କର ମୃତ୍ୟୁ…

Continue Readingପିତାଙ୍କ ମୃତ୍ୟୁ ପରେ ଚାକିରି ପାଇବା ନିମନ୍ତେ ମା’ ଓ ପୁଅଙ୍କ ଅନଶନ: ଭୁଲ ସ୍ୱାସ୍ଥ୍ୟ ରିପୋର୍ଟ ଦେଖାଇ ଅଯୋଗ୍ୟ ଘୋଷଣା କରିଥିଲା ମେଡିକାଲ ବୋର୍ଡ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରାଯିବ

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି କରାଯିବ। ଏହା ସହିତ ସ୍ଵାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ କରାଯିବ। ଏନେଇ…

Continue Readingମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରାଯିବ

ଶୈଳ ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ସୁନାବେଶ

ଅନୁଗୁଳ: ଆଷାଢ଼ ଶୁକ୍ଳ ଏକାଦଶୀତିଥିରେ ଆଜି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ଵାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର। ମହାବାହୁ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ…

Continue Readingଶୈଳ ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ସୁନାବେଶ

ନାଲ୍‌କୋ ଡିଅର ପାର୍କରୁ ହରିଣ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ନାଲ୍‌କୋ ନଗର: ଅନୁଗୁଳ ଜିଲ୍ଲା ନାଲ୍‌କୋ‌ ଟାଉନସିପ୍‌ ଡିଅର ପାର୍କରେ ରହୁଥିବା ୬୦ ହରିଣଙ୍କୁ ସ୍ଥାନାନ୍ତର କରାଯିବ। ଦୀର୍ଘ ଦିନର କସରତ ପରେ ତାରଜାଲି ଘେରା ଏକ ଆବଦ୍ଧ କ୍ଷେତ୍ରରେ ଦୟନୀୟ ଅବସ୍ଥାରେ ରହିଥିବା ହରିଣ ପଲ ମୁକ୍ତ ହେବାକୁ ଯାଉଛନ୍ତି।…

Continue Readingନାଲ୍‌କୋ ଡିଅର ପାର୍କରୁ ହରିଣ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ନୂତନ ସଭାଗୃହ ଉଦଘାଟିତ, ବିଧାୟକଙ୍କ ପାଣ୍ଠି ଅନୁଦାନରେ ହୋଇଛି ତିଆରି

ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ନୂତନ ସଭାଗୃହ ସୋମବାର ଉଦଘାଟିତ ହୋଇଛି। ମଞ୍ଚର ସଭାପତି ପୂର୍ବତନ ଅବସରପ୍ରାପ୍ତ ପ୍ରଶାସକ ରାଜକିଶୋର ଦାସ ଏହି ନୂତନ ସଭାଗୃହ ଉଦଘାଟନ କରିଥିଲେ । ସ୍ଥାନୀୟ ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ…

Continue Readingରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ନୂତନ ସଭାଗୃହ ଉଦଘାଟିତ, ବିଧାୟକଙ୍କ ପାଣ୍ଠି ଅନୁଦାନରେ ହୋଇଛି ତିଆରି

ରାତି ଅଧରେ କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା, ଚାଉଳ ଖାଇବା ସହ କଲା ବ୍ୟାପକ କ୍ଷୟକ୍ଷତି

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ରେଞ୍ଜରେ ହାତୀଙ୍କ ଦୌରାତ୍ମ୍ୟ କମିବାର ନାଁ ଧରୁନି। ଜନବସତି ଆଡ଼କୁ ମାଡ଼ି ଆସୁଥିବା ହାତୀଙ୍କୁ ଘଉଡ଼ାଇବାରେ ବନ ବିଭାଗ ପୂରାପୂରି ବିଫଳ ହୋଇଛି। ଫଳରେ କେତେବେଳେ ହାତୀପଲ ଆସି କାହା ଘର ଭାଙ୍ଗି ଦେଉଛନ୍ତି ତ…

Continue Readingରାତି ଅଧରେ କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା, ଚାଉଳ ଖାଇବା ସହ କଲା ବ୍ୟାପକ କ୍ଷୟକ୍ଷତି

ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ପ୍ରସାଦ ବଣ୍ଟନ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଏକ ପ୍ରସାଦ ସେବନ ଶିବିର ଆୟୋଜିତ ହୋଇଥିଲା। ସତ୍ୟବ୍ରତ ଭୋଇ, ଡ଼ିଆଇଜି ଅଫ ପୋଲିସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲେ।…

Continue Readingଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ପ୍ରସାଦ ବଣ୍ଟନ

ଅନୁଗୁଳ ଓ ପାଳଲହଡ଼ାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଜିଲ୍ଲାପାଳ ମହମ୍ମଦ ଅବଦଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡ଼ା ବ୍ଲକ କାର୍ଯ୍ୟଳୟ ପରିସରରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜନଶୁଣାଣି ଶିବିରରେ ସମୁଦାୟ ୫୦ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୪୪ଟି ବ୍ୟକ୍ତିଗତ ଓ ୦୬ଟି…

Continue Readingଅନୁଗୁଳ ଓ ପାଳଲହଡ଼ାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ଦୋକାନରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକ

ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ ସେଣ୍ଟ୍ରାଲ ମାର୍କେଟ ନିକଟରେ ଥିବା ବାବାମଣୀ ଗ୍ଲାସ ହାଉସ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲ୍ଲା ମାଣିଆବନ୍ଧ ଥାନା ମାଣିଆବନ୍ଧ ଗ୍ରାମ ନିବାସୀ ବ୍ରଜବନ୍ଧୁ ସ୍ୱାଇଁ ( ୪୫ )।…

Continue Readingଦୋକାନରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକ

ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଲେ ମହାବାହୁ, ଜିନ୍ଦଲ ନଗରରେ ଭକ୍ତିମୟ ପରିବେଶ

ଅନୁଗୁଳ: ଦେବଭୂମିରେ ବାହୁଡ଼ା ଯାତ୍ରା ଆଧ୍ୟାତ୍ମିକ ଏବଂ ଭକ୍ତିପୂର୍ଣ୍ଣ ପରିବେଶରେ ହଜାର ହଜାର ଶ୍ରଦ୍ଧାଳୁ ସମାବେଶରେ ସମ୍ପନ୍ନ ହୋଇଛି। ଏ ଅବସରରେ ଶ୍ରୀ ଜିଉ ମାନେ ଗୁଣ୍ଡିଚା ମନ୍ଦିରରୁ ଦେବଭୂମି ସ୍ଥିତ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।…

Continue Readingନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଲେ ମହାବାହୁ, ଜିନ୍ଦଲ ନଗରରେ ଭକ୍ତିମୟ ପରିବେଶ