ଅନୁଗୁଳରେ ହୋଟେଲ କିଅନ୍‌ ଆସିଆନା ଉଦ୍‌ଘାଟିତ

ଅନୁଗୁଳ: ଆଜି ସନ୍ଧ୍ୟାରେ ଆଶିଆନା ଗ୍ରୁପ୍‌ ଅଫ ହୋଟେଲସ ଆଣ୍ଡ ରେସର୍ଟସ ପକ୍ଷରୁ ଆଉ ଏକ ନୂଆ ହୋଟେଲ କିଅନ୍‌‌ ଆସିଆନାର ଶୁଭ ଉଦ୍‌ଘାଟନ ହୋଇଯାଇଛି।ଆଦର୍ଶ ଗ୍ରୁପ୍‌ ଅଫ ଇନଷ୍ଟି ଚ୍ୟୁସନସର ଅଧ୍ୟକ୍ଷ ତଥା ଶିକ୍ଷାବିତ୍‌ ଡ଼ା ମହେଶ ଚନ୍ଦ୍ର ଧଳ…

Continue Readingଅନୁଗୁଳରେ ହୋଟେଲ କିଅନ୍‌ ଆସିଆନା ଉଦ୍‌ଘାଟିତ

ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁଗୁଳ ବିଜେପି କାର୍ଯ୍ୟକର୍ତ୍ତା

ଅନୁଗୁଳ: ଅନୁଗୁଳର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କର ବିୟୋଗରେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କିଛିଦିନ ପୂର୍ବେ ତାଙ୍କ ଅନୁଗୁଳ ସ୍ଥିତ…

Continue Readingପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁଗୁଳ ବିଜେପି କାର୍ଯ୍ୟକର୍ତ୍ତା

ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମସିଏଲ) ର ସିଏମଡି ହେଲେ ଉଦୟ ଏ କାଓଲେ

ତାଳଚେର : କୋଇଲା ଇଣ୍ଡିଆ ଲିମିଟେଡର ସର୍ବୋଚ୍ଚ କୋଇଲା ଉତ୍ପାଦନକାରୀ ସହାୟକ ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ) ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଦାୟିତ୍ଵ ଗ୍ରହଣ କରିଛନ୍ତି ଉଦୟ ଏ କାଓଲେ। ବୁଧବାର ଦିନ ଏମସିଏଲ ମୁଖ୍ୟାଳୟରେ ଆୟୋଜିତ…

Continue Readingମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମସିଏଲ) ର ସିଏମଡି ହେଲେ ଉଦୟ ଏ କାଓଲେ

ତାଳଚେରରେ ପହଞ୍ଚିଲା ଅଯୋଧ୍ୟା ଶ୍ରୀରାମ ମନ୍ଦିରରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ର, ସବୁ ଘରକୁ ଦିଆଯିବ କାର୍ଡ

ତାଳଚେର: ଆସନ୍ତା ଜାନୁଆରୀ ୨୨ ରେ ପ୍ରତିଷ୍ଠା ହେବ ଅଯୋଧ୍ୟାର ପ୍ରଭୁ ଶ୍ରୀରାମଙ୍କ ମନ୍ଦିର। ଏ ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ସମଗ୍ର ଦେଶରେ ସମସ୍ତ ପରିବାରଙ୍କୁ ଭେଟି ପୂଜିତ ଅକ୍ଷତ ଦେବା ସହ ନିମନ୍ତ୍ରଣ ପତ୍ର ଦିଆଯିବାର ବ୍ୟବସ୍ଥା…

Continue Readingତାଳଚେରରେ ପହଞ୍ଚିଲା ଅଯୋଧ୍ୟା ଶ୍ରୀରାମ ମନ୍ଦିରରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ର, ସବୁ ଘରକୁ ଦିଆଯିବ କାର୍ଡ

ପେଣ୍ଟିଂରେ ଅନୁଗୁଳ ଛାତ୍ରଙ୍କୁ ରାଷ୍ଟ୍ରପତି ପୁରସ୍କାର

ଅନୁଗୁଳ: ଉର୍ଜା ସଂରକ୍ଷଣ ଉପରେ ଆୟୋଜିତ ରାଜ୍ୟ ସ୍ତରୀୟ ପେଣ୍ଟିଂ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ଅନୁଗୁଳ ତାଳଚେର ଜଗନ୍ନାଥ ଏରିଆ ଡିଏଭି ପବ୍ଲିକ ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ର ଆଶୀର୍ବାଦ ଦାସ।…

Continue Readingପେଣ୍ଟିଂରେ ଅନୁଗୁଳ ଛାତ୍ରଙ୍କୁ ରାଷ୍ଟ୍ରପତି ପୁରସ୍କାର

ଅନୁଗୁଳ ମେଡ଼ିକାଲରେ କୁଷ୍ଠ ରୋଗୀଙ୍କ ପାଇଁ ଅସ୍ତ୍ରୋପଚାର ସୁବିଧା

ଅନୁଗୁଳ: ଅନୁଗୁଳ ମେଡ଼ିକାଲରେ କୁଷ୍ଠ ରୋଗୀଙ୍କ ପାଇଁ ପୁନଃ ନିର୍ମାଣ କାରୀ ଅସ୍ତ୍ରୋପଚାର ସେବା ଆରମ୍ଭ ହୋଇଚି।ଗତ ୧୯ ତାରିଖ ସୁଦ୍ଧା ୧୫ ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇ ପାରିଛି। କୁଷ୍ଠ ରୋଗରୁ ହାତ କିମ୍ବା ଗୋଡ଼ ବିକୃତ ହେଲେ ଏବଂ…

Continue Readingଅନୁଗୁଳ ମେଡ଼ିକାଲରେ କୁଷ୍ଠ ରୋଗୀଙ୍କ ପାଇଁ ଅସ୍ତ୍ରୋପଚାର ସୁବିଧା

ଆଠ ଦଫା ଦାବି ନେଇ ମେଡିକାଲ୍ ଓ ସେଲ୍ସ୍ ରିପ୍ରେଜେଣ୍ଟେଟିଭଙ୍କ ୨୪ ଘଣ୍ଟିଆ ଧର୍ମଘଟ

ଅନୁଗୁଳ: ମେଡିକାଲ୍ ଓ ସେଲ୍ସ୍ ରିପ୍ରେଜେଣ୍ଟେଟିଭଙ୍କ ସର୍ବ ଭାରତୀୟ ସଂଗଠନ "ଫେଡେରେସନ୍ ଅଫ୍ ମେଡିକାଲ୍ ଆଣ୍ଡ୍ ସେଲ୍ସ୍ ରିପ୍ରେଜେଣ୍ଟେଟିଭ୍ ଆସୋସିଏସନ୍ସ ଅଫ୍ ଇଣ୍ଡିଆ" ପକ୍ଷରୁ ଆଜି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଏ ଅବସରରେ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ମେଡିକାଲ୍…

Continue Readingଆଠ ଦଫା ଦାବି ନେଇ ମେଡିକାଲ୍ ଓ ସେଲ୍ସ୍ ରିପ୍ରେଜେଣ୍ଟେଟିଭଙ୍କ ୨୪ ଘଣ୍ଟିଆ ଧର୍ମଘଟ

ଅନୁଗୁଳର ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନଙ୍କ ପରଲୋକ, ଫୁସଫୁସ ସଂକ୍ରମଣ ପାଇଁ ହସ୍ପିଟାଲରେ ଥିଲେ ଭର୍ତ୍ତି

ଅନୁଗୁଳ: ଅନୁଗୁଳର ପୂର୍ବତନ ବିଧାୟକ ତଥା ବିଶିଷ୍ଟ କଂଗ୍ରେସ ନେତା ସନ୍ତୋଷ ପ୍ରଧାନଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସlଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଗତ କିଛି ଦିନ ଧରି ସେ ଫୁସଫୁସ ଜନିତ…

Continue Readingଅନୁଗୁଳର ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନଙ୍କ ପରଲୋକ, ଫୁସଫୁସ ସଂକ୍ରମଣ ପାଇଁ ହସ୍ପିଟାଲରେ ଥିଲେ ଭର୍ତ୍ତି

ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ୧୫ ଦିନ ଭିତରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ କରିବାକୁ ଏନଏଚଏଆଇକୁ ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଗତ ନଭେମ୍ବର ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ…

Continue Readingଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ୧୫ ଦିନ ଭିତରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ କରିବାକୁ ଏନଏଚଏଆଇକୁ ନିର୍ଦ୍ଦେଶ

ପ୍ରତିଶ୍ରୁତି ପୂରଣ କରୁନି ନାଲକୋ: ନିଯୁକ୍ତି ନ ମିଳିବାରୁ ଆସନ୍ତାକାଲିଠୁ ଆମରଣ ଅନଶନରେ ବସିବେ ଦୁଇ କ୍ଷତିଗ୍ରସ୍ତ ପ୍ରଜା

ତାଳଚେର: ପ୍ରତିଶ୍ରୁତି ପୂରଣ କରୁନି ନାଲକୋ। ଏଣୁ ବାଧ୍ୟ ହୋଇ ଡିସେମ୍ବର ୨୦ ଅର୍ଥାତ୍ ଆସନ୍ତାକାଲି ଠାରୁ ଦୁଇ କ୍ଷତିଗ୍ରସ୍ତ ପ୍ରଜା ଆମରଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନା ମୁତାବକ, ତାଳଚେର ବ୍ଲକ ଟୋଲକଲୁଣ୍ଡି ଗ୍ରାମର ଶିବରାମ ଦେହୁରୀ ଏବଂ…

Continue Readingପ୍ରତିଶ୍ରୁତି ପୂରଣ କରୁନି ନାଲକୋ: ନିଯୁକ୍ତି ନ ମିଳିବାରୁ ଆସନ୍ତାକାଲିଠୁ ଆମରଣ ଅନଶନରେ ବସିବେ ଦୁଇ କ୍ଷତିଗ୍ରସ୍ତ ପ୍ରଜା