ସ୍କୁଲରେ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ନିସ୍ତୁକ ମାଡ଼ ମାରିବା ଘଟଣା: ଏବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଇଓ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହୁଲୁରସିଂହା ୟୁପି ସ୍କୁଲରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କୁ ଶିକ୍ଷୟିତ୍ରୀ ପ୍ରବଳ ମାଡ଼ ମାରିଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, କରଡ଼ା ଗାଡ଼ିଆ ଗ୍ରାମର ବିନି ଗୋଚ୍ଛାୟତଙ୍କ ପୁଅ ସମୀର ହୁଲୁରସିଂହା ୟୁପି…

Continue Readingସ୍କୁଲରେ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ନିସ୍ତୁକ ମାଡ଼ ମାରିବା ଘଟଣା: ଏବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଇଓ

ମାଟ୍ରିକ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକସୋ ଜଜ ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି। ସୂଚନା ମୁତାବକ, କଣିହାଁ ଥାନା ଅନ୍ତର୍ଗତ କିଆଧରା ଗ୍ରାମର ହେମନ୍ତ ସାହୁ (୨୭) ମାଟ୍ରିକ ପରୀକ୍ଷା…

Continue Readingମାଟ୍ରିକ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ଉ, କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ଚାଙ୍ଗୁଡ଼ିଆ ପଞ୍ଚାୟତର କଂକୁରପାଳ ଗ୍ରାମ ବଡଯୋରା ନାଳ ନିକଟରେ ଚଢାଉ କରି ଏକ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି। ଛେଣ୍ଡିପଦା ଥାନାଧିକାରୀ…

Continue Readingପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ଉ, କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ବନ୍ଦ କଲେ ୭୦ ଲକ୍ଷ ମୋବାଇଲ ନମ୍ବର

ନୂଆଦିଲ୍ଲୀ: ଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ୭୦ ଲକ୍ଷ ମୋବାଇଲ ଫୋନ ନମ୍ବରକୁ ବନ୍ଦ କରିଛନ୍ତି ସରକାର। ଏସବୁ ମୋବାଇଲ ନମ୍ବର ସଂଯୋଗ ଥିବା ଆକାଉଣ୍ଟରେ ସନ୍ଦିଗ୍ଧ ଆର୍ଥିକ କାରବାର ହୋଇଥିବା ଜଣାଯାଇଛି। ଏ ନେଇ…

Continue Readingଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ବନ୍ଦ କଲେ ୭୦ ଲକ୍ଷ ମୋବାଇଲ ନମ୍ବର

ଅନୁଗୁଳରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ୧ରୁ ୭ ଯାଏଁ ସଚେତନ କରିବେ ପରିବହନ ଅଧିକାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ଅପରାହ୍ନରେ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସଡ଼କ ସୁରକ୍ଷା ସପ୍ତାହ ଆସନ୍ତା ଡିସେମ୍ବର ୧ ରୁ…

Continue Readingଅନୁଗୁଳରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ୧ରୁ ୭ ଯାଏଁ ସଚେତନ କରିବେ ପରିବହନ ଅଧିକାରୀ

ସନ୍ଥପଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ, ତୁରନ୍ତ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ କରିବାକୁ ସରପଞ୍ଚଙ୍କ ଚେତାବନୀ

ତାଳଚେର: ତାଳଚେର ବ୍ଲକରେ ଦିନକୁ ଦିନ ବ୍ୟାପକ ହେଉଛି ହାତୀ ଉପଦ୍ରବ। ହାତୀ ଯୋଗୁ ସନ୍ଥପଡ଼ା ପଞ୍ଚାୟତ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟତଃ ୫୦ ରୁ ୬୦ ହାତୀପଲ ଦୀର୍ଘ ଦିନ ହେବ ସନ୍ଥପଡ଼ା ଅଞ୍ଚଳରେ ରହି ସନ୍ଥପଡ଼ା, ଝାଡ଼ିଆମ୍ବା,…

Continue Readingସନ୍ଥପଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ, ତୁରନ୍ତ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ କରିବାକୁ ସରପଞ୍ଚଙ୍କ ଚେତାବନୀ

ରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କ ସତ୍ୟାଗ୍ରହ ଆନ୍ଦୋଳନକୁ ବିଜେପିର ସମର୍ଥନ

ପାଳଲହଡ଼ା : ପାଳଲହଡ଼ା ବୁଡ଼ି କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ରାଜ୍ଯ ସରକାର ଅବହେଳା କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି। ୨୫୬ଟି ଗାଁ ରେଙ୍ଗାଳୀରେ ବୁଡ଼ି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା କ୍ଷତି ପୂରଣ…

Continue Readingରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କ ସତ୍ୟାଗ୍ରହ ଆନ୍ଦୋଳନକୁ ବିଜେପିର ସମର୍ଥନ

ଶଙ୍ଖ ଓ ହାତ ଛାଡ଼ି ପଦ୍ମ ଧରିଲେ ଅନୁଗୁଳର ଏକାଧିକ ନେତା, ନୂଆଦିଲ୍ଲୀରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନୁଗୁଳ ଜିଲ୍ଲାର ବହୁ ନେତା ମନ୍ତ୍ରୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରି ତାଙ୍କ ଉପସ୍ଥିତିରେ ଅନୁଗୁଳ ବିଧାନସଭା…

Continue Readingଶଙ୍ଖ ଓ ହାତ ଛାଡ଼ି ପଦ୍ମ ଧରିଲେ ଅନୁଗୁଳର ଏକାଧିକ ନେତା, ନୂଆଦିଲ୍ଲୀରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ପିଟିଶୀ ପଡ଼ିଆରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମତ୍ସ୍ୟ ଓ ପାଣି ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ…

Continue Readingଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ଅନୁଗୁଳରେ ୩୮ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ, ଝୁମେଇଲେ ଟି.ସୌରୀ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ଵାରା ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ସଭାଘରଠାରେ ଦୁଇଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଉଦଯାପିତ୍ ହୋଇଛି। ସୋମବାର ସନ୍ଧ୍ୟାରେ ଅତିରିକ୍ତ…

Continue Readingଅନୁଗୁଳରେ ୩୮ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ, ଝୁମେଇଲେ ଟି.ସୌରୀ