୯୨ ଖଣ୍ଡ ରାଜସ୍ଵ ମୌଜାର ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରିବାକୁ ଦାବି: ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିଶାଳ ଗଣ ବିକ୍ଷୋଭ

ଅନୁଗୁଳ: ଅନୁଗୁଳସ୍ଥିତ ଚାଷୀ ସୁରକ୍ଷା କମିଟି ଆନୁକୂଲ୍ୟରେ ଚକବନ୍ଦୀ କାର୍ଯ୍ୟକ୍ରମକୁ ବିରୋଧ କରି ୯୨ ଖଣ୍ଡ ରାଜସ୍ଵ ମୌଜାର ଦଖଲରେ ନ ଥିବା ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବୈଠକ କରାଯାଇଛି। ଏ ଅବସରରେ…

Continue Reading୯୨ ଖଣ୍ଡ ରାଜସ୍ଵ ମୌଜାର ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରିବାକୁ ଦାବି: ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିଶାଳ ଗଣ ବିକ୍ଷୋଭ

ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଶିକ୍ଷୟିତ୍ରୀ! ଠିକ ସମୟରେ ଆସୁ ନାହାନ୍ତି ସ୍କୁଲ, ଛାତ୍ରଛାତ୍ରୀ ହନ୍ତସନ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ପଞ୍ଚାୟତର କରଡ଼ାବଣିସାହି ପ୍ରାଥମିକ ବିଦ୍ୟାଳୟରେ ଠିକ ସମୟରେ ସ୍କୁଲ ଆସୁ ନାହାନ୍ତି ଶିକ୍ଷୟିତ୍ରୀ। ଦିଦି ମନ ଇଚ୍ଛା ବିଦ୍ୟାଳୟକୁ ଆସୁଥିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, କରଡ଼ାବଣିସାହି…

Continue Readingପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଶିକ୍ଷୟିତ୍ରୀ! ଠିକ ସମୟରେ ଆସୁ ନାହାନ୍ତି ସ୍କୁଲ, ଛାତ୍ରଛାତ୍ରୀ ହନ୍ତସନ୍ତ

ତାଳଚେର ଟ୍ରକ ମାଲିକ ସଂଘର ଧର୍ମଘଟରେ ସାମିଲ ହେଲେ ପରିବାରର ମହିଳା, ବୁଧବାର ୱାଗନରେ କୋଇଲା ପରିବହନ ବନ୍ଦ ନିଷ୍ପତ୍ତି

ତାଳଚେର : ତାଳଚେରରେ ଟ୍ରକ ମାଲିକ ସଂଘର ଜାରିଥିବା ଚକା ବନ୍ଦ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଏ ନେଇ ପ୍ରଶାସନ ପକ୍ଷରୁ ସମାଧାନ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନ ଥିବାରୁ ଆଜି ଆନ୍ଦୋଳନ ଅଧିକ ଶାଣିତ ହୋଇଛି। ଆଜି…

Continue Readingତାଳଚେର ଟ୍ରକ ମାଲିକ ସଂଘର ଧର୍ମଘଟରେ ସାମିଲ ହେଲେ ପରିବାରର ମହିଳା, ବୁଧବାର ୱାଗନରେ କୋଇଲା ପରିବହନ ବନ୍ଦ ନିଷ୍ପତ୍ତି

ଟ୍ରେନରୁ ଖସି ଗୋଡ଼ ହରାଇଲେ ଯୁବକ: ଉଦ୍ଧାର ପାଇଁ ଆସିପାରିଲାନି ଆମ୍ବୁଲାନ୍ସ, ବୋହି ବୋହି ହସ୍ପିଟାଲ ନେଲେ ସ୍ବେଚ୍ଛାସେବୀ

ଅନୁଗୁଳ: ଟ୍ରେନରୁ ଖସି ଗୋଡ଼ ହରାଇଲେ ଯୁବକ। ଆଜି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ରେଲୱେ ଷ୍ଟେସନରେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଯିବାରୁ ପୁରୁଣା କୋଟ ଥାନା ଅନ୍ତର୍ଗତ ଟାଇଁସି ହିଞ୍ଜାଗୋଲା ଗ୍ରାମର…

Continue Readingଟ୍ରେନରୁ ଖସି ଗୋଡ଼ ହରାଇଲେ ଯୁବକ: ଉଦ୍ଧାର ପାଇଁ ଆସିପାରିଲାନି ଆମ୍ବୁଲାନ୍ସ, ବୋହି ବୋହି ହସ୍ପିଟାଲ ନେଲେ ସ୍ବେଚ୍ଛାସେବୀ

ଅନୁଗୁଳରେ ବିଶ୍ବ ମଧୁମେହ ଦିବସ ପାଳିତ, ନିୟମିତ ବ୍ୟାୟାମ କରିବା ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ବ ମଧୁମେହ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା.ଶିବାନନ୍ଦ ମହାନ୍ତି ଅଧ୍ୟକ୍ଷତା କରି ବିଶ୍ବ…

Continue Readingଅନୁଗୁଳରେ ବିଶ୍ବ ମଧୁମେହ ଦିବସ ପାଳିତ, ନିୟମିତ ବ୍ୟାୟାମ କରିବା ଉପରେ ଗୁରୁତ୍ୱ

ପଞ୍ଚାୟତ କାର୍ଯ୍ୟାଳୟରେ ଚୋରା କାଠ, ୨୫ ଟି ଶାଳ ବଲହା ଜବତ କଲା ଜରପଡ଼ା ବନବିଭାଗ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳ ବସନ୍ତପୁର ପଞ୍ଚାୟତ କାର୍ଯ୍ୟାଳୟରୁ ୨୫ ଟି ଶାଳ ବଲହା ଜବତ କରିଛି ଜରପଡ଼ା ବନ ବିଭାଗ। ସୂଚନା ମୁତାବକ, ବସନ୍ତପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ସରକାରୀ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ…

Continue Readingପଞ୍ଚାୟତ କାର୍ଯ୍ୟାଳୟରେ ଚୋରା କାଠ, ୨୫ ଟି ଶାଳ ବଲହା ଜବତ କଲା ଜରପଡ଼ା ବନବିଭାଗ

ଭଡ଼ା ବୃଦ୍ଧି ଲାଗି ଟ୍ରକ ଧର୍ମଘଟ: ଶିଳ୍ପାନୁଷ୍ଠାନରେ ଭୟଙ୍କର କୋଇଲା ସଙ୍କଟ

ତାଳଚେର: ଭଡ଼ା ବୃଦ୍ଧି ଲାଗି ଟ୍ରକ ମାଲିକ ମାନେ ଧର୍ମଘଟରେ ବସିଛନ୍ତି। ଏଣୁ ତାଳଚେର ଅଞ୍ଚଳର ଶିଳ୍ପସଂସ୍ଥାମାନେ କୋଇଲା ଅଭାବ ଦେଇ ଗତି କରୁଛନ୍ତି। ଧର୍ମଘଟ ଯୋଗୁଁ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଥିବା ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ୍,…

Continue Readingଭଡ଼ା ବୃଦ୍ଧି ଲାଗି ଟ୍ରକ ଧର୍ମଘଟ: ଶିଳ୍ପାନୁଷ୍ଠାନରେ ଭୟଙ୍କର କୋଇଲା ସଙ୍କଟ

ଅତିରିକ୍ତ ସିନିୟର ସିଭିଲ ଜଜ୍ ମାନସ ରଞ୍ଜନ ରାୟଙ୍କ ଅକାଳ ବିୟୋଗ

ଅନୁଗୁଳ: କଟକର ଅତିରିକ୍ତ ସିନିୟର୍ ସିଭିଲ ଜଜ୍ ମାନସ ରଞ୍ଜନ ରାୟଙ୍କ ରବିବାର ଅପରାହ୍ନ ସାଢେ଼ ପାଞ୍ଚଟା ସମୟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେବ କର୍କଟ ରୋଗରେ ପୀଡିତ…

Continue Readingଅତିରିକ୍ତ ସିନିୟର ସିଭିଲ ଜଜ୍ ମାନସ ରଞ୍ଜନ ରାୟଙ୍କ ଅକାଳ ବିୟୋଗ

ସାମାନ୍ୟ କଥା କଟାକଟିକୁ ନେଇ ଛୁରାମାଡ଼, ଜଣେ ଗୁରୁତର

ଅନୁଗୁଳ: ସାମାନ୍ୟ କଥା କଟାକଟିକୁ ନେଇ ଅନୁଗୁଳରେ ଛୁରାମାଡ଼। ଛୁରାମାଡ଼ରେ ଆହତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ନିଶା ଥାନା ଅନ୍ତର୍ଗତ ଜିନ୍ଦଲ ପ୍ଲାଣ୍ଟରେ ଏକ ଠିକା…

Continue Readingସାମାନ୍ୟ କଥା କଟାକଟିକୁ ନେଇ ଛୁରାମାଡ଼, ଜଣେ ଗୁରୁତର

ନବଜାତକକୁ ଝୁଣି ଖାଇଲା ବୁଲା କୁକୁର, କେହି ଫିଙ୍ଗି ଦେଇଥିବା ସନ୍ଦେହ

ଅନୁଗୁଳ: ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକନ୍ୟାକୁ ଝୁଣି ଖାଇଲା ବୁଲା କୁକୁର। ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତକୁ ଯିବା ରାସ୍ତାରେ ରବିବାର ଅପରାହ୍ନରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ତାଳଚେର ଅଞ୍ଚଳର ଜଣେ ଯୁବକ…

Continue Readingନବଜାତକକୁ ଝୁଣି ଖାଇଲା ବୁଲା କୁକୁର, କେହି ଫିଙ୍ଗି ଦେଇଥିବା ସନ୍ଦେହ