ବର୍ଷ ଶେଷ ସୁଦ୍ଧା ଗଡ଼ିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ମିଳିବ ଏସବୁ ଅତ୍ୟାଧୁନିକ ସୁବିଧା

ନୂଆଦିଲ୍ଲୀ: ଚଳିତବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଭାରତୀୟ ରେଳବାଇର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ୨୦୧୯ ରେ ଆରମ୍ଭ ହୋଇଥିବା ଚେୟାର-କାର୍ ଟ୍ରେନ୍ ପରେ ଏହା ବନ୍ଦେ ଭାରତ ସିରିଜର ତୃତୀୟ ସଂସ୍କରଣ ହେବ। ଗୁଜରାଟରେ ବନ୍ଦେ ଭାରତ…

Continue Readingବର୍ଷ ଶେଷ ସୁଦ୍ଧା ଗଡ଼ିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ମିଳିବ ଏସବୁ ଅତ୍ୟାଧୁନିକ ସୁବିଧା

୧୫୬ ଏଫ୍‌ଡିସି ଔଷଧକୁ ନିଷିଦ୍ଧ କଲେ କେନ୍ଦ୍ର ସରକାର

ଅନୁଗୁଳ: କେନ୍ଦ୍ର ସରକାର ଗତ ଅଗଷ୍ଟ ୧୨ ତାରିଖରେ ୧୫୬ ଟି ଫିକ୍ସଡ୍‌ ଡ୍ରଗ କମ୍ବିନେସନ ଔଷଧକୁ ନିଷିଦ୍ଧ ଘୋଷଣା କରିଛନ୍ତି।ସରକାରଙ୍କ ଦ୍ଵାରା ସ୍ଥିରୀକୃତ ଏକ ବିଶେଷଜ୍ଞ କମିଟି ଅନୁସନ୍ଧାନ କରି ଏହି ସବୁ ଔଷଧ ରୋଗୀର ସ୍ବାସ୍ଥ୍ୟ ଉପରେ ଖରାପ…

Continue Reading୧୫୬ ଏଫ୍‌ଡିସି ଔଷଧକୁ ନିଷିଦ୍ଧ କଲେ କେନ୍ଦ୍ର ସରକାର

ନାଗ ଚୋଟରେ ସାପ ଧରାଳି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ : ନାଗ ଚୋଟରେ ସାପ ଧରାଳି ଗୁରୁତର। ଅନୁଗୁଳ ସହର ଉପକଣ୍ଠ କୁକୁଡାଙ୍ଗ ଗ୍ରାମରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଯୁବକ ହେଲେ ଗ୍ରାମର ବିଶେଶ୍ଵର ବେହେରା(୨୭)। ସୂଚନା ମୁଗବକ, ଶୁକ୍ରବାର ସନ୍ଧ୍ୟାରେ କୁକୁଡାଙ୍ଗ ଗ୍ରାମର ଜଣେ…

Continue Readingନାଗ ଚୋଟରେ ସାପ ଧରାଳି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ପାଳଲହଡାରେ ‘ପିଏମ୍-ଜନମନ”ର ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଆରମ୍ଭ

ଅନୁଗୁଳ: ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (Particularly Vulnerable Tribal Group- PVTG) ମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ…

Continue Readingପାଳଲହଡାରେ ‘ପିଏମ୍-ଜନମନ”ର ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଆରମ୍ଭ

ସସ୍ମିତା ରଥ ଖାଉଟି ଅଦାଲତର ସଭାପତି

ଅନୁଗୁଳ: ଦୀର୍ଘ ଦିନର ବିରାମ ପରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି ମଙ୍ଗଳ ବିଭାଗ ପକ୍ଷରୁ ନୋଟିଫିକେସନ୍ ନଂ ୧୦୯୯୦ ରେ ରାଜ୍ୟର ବିଭିନ୍ନ ଖାଉଟି ଅଦାଲତ ବା ମଞ୍ଚ ପାଇଁ ସଭାପତି ଓ ସଦସ୍ୟ ମନକୁ ଅସ୍ଥାୟୀ…

Continue Readingସସ୍ମିତା ରଥ ଖାଉଟି ଅଦାଲତର ସଭାପତି

ଅନୁଗୁଳ ମେଡ଼ିକାଲରେ ମାନସିକ ୱାର୍ଡ ଖୋଲିବା ପାଇଁ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନେକ ମାନସିକ ରୋଗୀ ଆସୁଥିବା ଦେଖିବାକୁ ମିଳୁଛି। ଶିଳ୍ପ ସମୃଦ୍ଧ ଜିଲ୍ଲାରେ ପରିବର୍ତ୍ତିତ ଜୀବନ ଶୈଳୀ ଲୋକଙ୍କ ମଧ୍ୟରେ ଆର୍ଥିକ ଅସମାନତା ମାନସିକ ରୋଗ ବୃଦ୍ଧିରେ ସହାୟକ ହେଉଛି। ଅନୁଗୁଳ ମେଡ଼ିକାଲରେ ଜଣେ ମାନସିକ…

Continue Readingଅନୁଗୁଳ ମେଡ଼ିକାଲରେ ମାନସିକ ୱାର୍ଡ ଖୋଲିବା ପାଇଁ ଦାବି

ଠିକାଦାରଙ୍କ କବଜାରେ ସରକାରୀ କ୍ଵାର୍ଟର, ୩ ବର୍ଷ ହେଲା ଗୋଦାମ ଭାବେ ବ୍ୟବହାର କରୁଛନ୍ତି ଅଣଓଡ଼ିଆ ଠିକାଦାର

ଅନୁଗୁଳ: ଅଣଓଡ଼ିଆଙ୍କ ଠିକାଦାରଙ୍କ କବଳରେ ଅନୁଗୁଳ ପୂର୍ତ୍ତ ବିଭାଗର କ୍ଵାର୍ଟର। ପାଖାପାଖି ୩ ବର୍ଷ ହେବ ଏହି କ୍ଵାର୍ଟର ହାତେଇଛନ୍ତି ଅଣଓଡ଼ିଆ ଠିକାଦାର। ରାଜ୍ୟ ସରକାର ବଦଳି ଯାଇଛି କିନ୍ତୁ ପୂର୍ତ୍ତ ବିଭାଗର ବାବୁ ମାନେ ନିଜର ସ୍ୱାର୍ଥ ପାଇଁ ଅଣଓଡ଼ିଆ…

Continue Readingଠିକାଦାରଙ୍କ କବଜାରେ ସରକାରୀ କ୍ଵାର୍ଟର, ୩ ବର୍ଷ ହେଲା ଗୋଦାମ ଭାବେ ବ୍ୟବହାର କରୁଛନ୍ତି ଅଣଓଡ଼ିଆ ଠିକାଦାର

ଛୁରୀ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଟଙ୍କା ଓ ମୋବାଇଲ ଲୁଟିଲେ ଦୁଇ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଗଡ଼ସନ୍ତ୍ରୀ ପଞ୍ଚାୟତରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଦୁଇ ଦୁର୍ବୃତ୍ତ ଛୁରୀ ଦେଖାଇ ଲୁଟ କରିଛନ୍ତି। ଏ ନେଇ ଲୁଟର ଶିକାର ହୋଇଥିବା ଗ୍ରାମୀଣ କୋଟା ମାକ୍ରୋ ଫାଇନାନ୍ସ କର୍ମଚାରୀ ରଶ୍ମିରଞ୍ଜନ ଭୋଇ ଥାନାରେ ଅଭିଯୋଗ କରିଛନ୍ତି।…

Continue Readingଛୁରୀ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଟଙ୍କା ଓ ମୋବାଇଲ ଲୁଟିଲେ ଦୁଇ ଦୁର୍ବୃତ୍ତ

ଚିକେନ୍ ଦୋକାନ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ମାଛ ମାର୍କେଟରେ କାମ କରୁଥିବା ଆଙ୍କୁଲା ଗାଁର ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ, ଆଙ୍କୁଲା ଗାଁର ପୁରୁଷୋତ୍ତମ ନାଏକ ମାଛ…

Continue Readingଚିକେନ୍ ଦୋକାନ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ, ୩ ଗିରଫ

ଜୀବନ ଜୀବିକା ଉଜାଡୁଛନ୍ତି ବନ୍ୟଜନ୍ତୁ: ଗାଁରେ ସୌର ବାଡ଼ ଦେବାକୁ ଡିଏଫଓଙ୍କୁ ଗୁହାରି

  ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅଧୀନସ୍ଥ ବନ୍ତଳା ବନାଞ୍ଚଳରେ ସର୍ବାଧିକ ହାତୀ-ମଣିଷ ଲଢ଼େଇ ଦେଖିବାକୁ ମିଳୁଛି। କିଛିଦିନ ହେବ କିଛି ଦଳ ହାତୀ ଏଠାକାର ପାହାଡ଼ ପାଖ ଜଙ୍ଗଲରେ ରହୁଥିବା ବେଳେ ଆଖପାଖ ଗାଁରେ ସନ୍ଧ୍ୟା ହେବା ମାତ୍ରେ ପଶି ବ୍ୟାପକ…

Continue Readingଜୀବନ ଜୀବିକା ଉଜାଡୁଛନ୍ତି ବନ୍ୟଜନ୍ତୁ: ଗାଁରେ ସୌର ବାଡ଼ ଦେବାକୁ ଡିଏଫଓଙ୍କୁ ଗୁହାରି