ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବଢୁଛି

ଅନୁଗୁଳ: ଗତ କିଛି ବର୍ଷ ହେଲା ଦେଶରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢୁଛି।ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଅବକ୍ଷୟ ହେତୁ ଏଭଳି ଘଟୁଥିବା ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁସାରେ ଦେଶରେ ୧୯୬୭ ମସିହାରୁ ୨୦୨୦ ମସିହା…

Continue Readingରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବଢୁଛି

ଆଜି ବିଶ୍ବ ଫଟୋଗ୍ରାଫି ଦିବସ : ଫଟୋ ଉତ୍ତୋଳନକାରୀଙ୍କ ସୃଜନଶୀଳତାକୁ ପ୍ରଶଂସା କରିବାର ଦିନ

ଅନୁଗୁଳ: ଆଜି ଅଗଷ୍ଟ ୧୯ ତାରିଖ ହେଉଛି ‘ବିଶ୍ବ ଫଟୋଗ୍ରାଫି ଦିବସ’। ଚିତ୍ରୋତ୍ତୋଳନ ବା ଫଟୋଗ୍ରାଫିରେ ଅନ୍ତର୍ନିହିତ ଥିବା କଳା ଓ ବିଜ୍ଞାନ ପ୍ରତି ଏହି ଦିବସ ଉତ୍ସର୍ଗୀକୃତ। ୧୮୩୭ ମସିହାରେ ଫରାସୀ ବୈଜ୍ଞାନିକ ଲୁଇ ଡାଗେର୍‌ଙ୍କ ଦ୍ବାରା ‘ଡିଗେରୋଟାଇପ୍‌’ ନାମକ…

Continue Readingଆଜି ବିଶ୍ବ ଫଟୋଗ୍ରାଫି ଦିବସ : ଫଟୋ ଉତ୍ତୋଳନକାରୀଙ୍କ ସୃଜନଶୀଳତାକୁ ପ୍ରଶଂସା କରିବାର ଦିନ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀଙ୍କ ପରଲୋକ, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନୁଗୁଳ ଜିଲ୍ଲା ବିଜେପି

ଅନୁଗୁଳ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କର ଆଜି ପରଲୋକ ହୋଇଛି।ତାଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ଅନୁଗୁଳ ଜିଲ୍ଲା ବିଜେପି…

Continue Readingକେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀଙ୍କ ପରଲୋକ, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନୁଗୁଳ ଜିଲ୍ଲା ବିଜେପି

ଡିଆଇଜିଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସଚେତନତା ଏବଂ ଚେକଅପ୍ କ୍ୟାମ୍ପ ଆୟୋଜିତ, ଚେକ୍ ଅପ୍ କରାଇଲେ ୧୦୦ ରୁ ଅଧିକ ପୋଲିସ କର୍ମୀ

ଅନୁଗୁଳ: ଅନୁଗୁଳ ପୋଲିସ ଡିଆଇଜି ଆଇପିଏସ୍ ଡକ୍ଟର ଉମାଶଙ୍କର ଦାଶଙ୍କ ପକ୍ଷରୁ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସଚେତନତା ଏବଂ ଚେକଅପ୍ କ୍ୟାମ୍ପ ଆୟୋଜିତ ହୋଇଛି। ଭୁବନେଶ୍ୱରସ୍ଥିତ ଗ୍ୟାଷ୍ଟ୍ରୋ ଲିଭର କେୟାର ଫାଉଣ୍ଡେସନ୍ ସହଯୋଗରେ ଆୟୋଜିତ…

Continue Readingଡିଆଇଜିଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସଚେତନତା ଏବଂ ଚେକଅପ୍ କ୍ୟାମ୍ପ ଆୟୋଜିତ, ଚେକ୍ ଅପ୍ କରାଇଲେ ୧୦୦ ରୁ ଅଧିକ ପୋଲିସ କର୍ମୀ

ଚାହୁଁ ଚାହୁଁ ଜଳିଗଲା ଦୁଇଟି ମଦ ବୋଝେଇ ଟ୍ରକ, ସର୍ଟସର୍କିଟରୁ ଲାଗିଥିଲା ନିଆଁ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଠାରେ ଥିବା ମଦ ନିଗମ ପରିସରରେ ଦୁଇଟି ମଦ ବୋଝେଇ ଟ୍ରକରେ ନିଆଁ ଲାଗିଯାଇଛି। ଫଳରେ ଦୁଇଟି ଯାକ ଟ୍ରକ ସମ୍ପୂର୍ଣ୍ଣ ଜଳିଯାଇଛି। ସୂଚନା ମୁତାବକ, ଖୋର୍ଦ୍ଧାରୁ ମଦ ବୋଝେଇ କରି…

Continue Readingଚାହୁଁ ଚାହୁଁ ଜଳିଗଲା ଦୁଇଟି ମଦ ବୋଝେଇ ଟ୍ରକ, ସର୍ଟସର୍କିଟରୁ ଲାଗିଥିଲା ନିଆଁ

ସବୁଦିନ ନାହିଁ ଅନ୍ଧାର ରାତି: ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଫେକ କଲ୍ କରି ଯୁବକ ଗିରଫ

ଅନୁଗୁଳ: ଜୟପୁର ବିଡ଼ିଓ ଶକ୍ତି ମହାପାତ୍ରଙ୍କୁ ଗତ ୧୫ ତାରିଖରେ ଫୋନ୍ ଆସିଲା, 'ମୁଁ ଅନୁଗୁଳ କଲେକ୍ଟର କହୁଚି, ତୁମ ଜେଇ ଯାହାର ଅନୁଗୁଳ ବଦଳି କରାଯାଇଛି ତାହା ବାତିଲ କର'। ପ୍ରଥମେ ହଡବଡେଇ ଯାଇଥିବା ବିଡ଼ିଓ କଲ୍ ଉପରେ ସନ୍ଦେହ…

Continue Readingସବୁଦିନ ନାହିଁ ଅନ୍ଧାର ରାତି: ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଫେକ କଲ୍ କରି ଯୁବକ ଗିରଫ

କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଜଘନ୍ୟ ବଳାତ୍କାର ଓ ନୃଶଂସ ହତ୍ୟାକାଣ୍ଡକୁ ଅନୁଗୁଳ ବାଣିଜ୍ୟ ସଂଘର ନିନ୍ଦା: କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇ ମାଗିଲେ ନ୍ୟାୟ

ଅନୁଗୁଳ: କୋଲକାତାର ଆର.ଜି କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ହୋଇଥିବା ଜଘନ୍ୟ ବଳାତ୍କାର ଓ ନୃଶଂସ ହତ୍ୟାକାଣ୍ଡକୁ ନିନ୍ଦା କରି ଶନିବାର ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ ଡାକରାରେ ଅନୁଗୁଳରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସଭାପତି ଦୀପକ ବର୍ମାଙ୍କ ନେତୃତ୍ୱରେ…

Continue Readingକୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଜଘନ୍ୟ ବଳାତ୍କାର ଓ ନୃଶଂସ ହତ୍ୟାକାଣ୍ଡକୁ ଅନୁଗୁଳ ବାଣିଜ୍ୟ ସଂଘର ନିନ୍ଦା: କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇ ମାଗିଲେ ନ୍ୟାୟ

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ, ଯୁବକ ଗିରଫ

ଅନୁଗୁଳ: ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଟାଉନ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ହେମସୁରପଡ଼ାର ବିଜୟ କୁମାର ନାଏକ(୨୭)। ଅଭିଯୋଗ ଅନୁସାରେ, ବିଜୟ ସହରର ଜ‌ଣେ…

Continue Readingବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ, ଯୁବକ ଗିରଫ

ଅନୁଗୁଳ ବନ ବିଭାଗର ଦାୟିତ୍ୱହୀନତା: ପରିତ୍ୟକ୍ତ ହୋଇ ପଡ଼ି ରହିଛି ଚାରା ବିତରଣ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ବନବିଭାଗ ତରଫରୁ ଚାରା ବିତରଣ କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ଏହି ଚାରାବିତରଣରେ ଅନୁଗୁଳ ବନବିଭାଗର ଦାୟିତ୍ୱହୀନତା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଅନୁଗୁଳ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଚାରା ବିତରଣ କେନ୍ଦ୍ର ଦୀର୍ଘ ହେବ ଖୋଲାଯାଇଛି।…

Continue Readingଅନୁଗୁଳ ବନ ବିଭାଗର ଦାୟିତ୍ୱହୀନତା: ପରିତ୍ୟକ୍ତ ହୋଇ ପଡ଼ି ରହିଛି ଚାରା ବିତରଣ କେନ୍ଦ୍ର

ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ଜାଣନ୍ତୁ କେଉଁଦିନ କେଉଁଠି ହେବ ଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଚଳିତ ଅଗଷ୍ଟ ମାସ ୨୦ ତାରିଖ (ମଙ୍ଗଳବାର ) ପୂର୍ବାହ୍ନ ୧୦ ଟାରେ ଜନଶୁଣାଣି କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୭ ତାରିଖ (ମଙ୍ଗଳବାର) ପୂର୍ବାହ୍ନ…

Continue Readingଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ଜାଣନ୍ତୁ କେଉଁଦିନ କେଉଁଠି ହେବ ଶୁଣାଣି