ଦେଢ଼ ବର୍ଷ ପରେ ମିଳିଲା ନ୍ୟାୟ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଅନୁଗୁଳ: ଅନୁଗୁଳ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ ଫାଷ୍ଟ ଟ୍ରାକ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୨ ଅକ୍ଟୋବର ୧୦ରେ ଜରପଡ଼ା ଥାନା ଅନ୍ତର୍ଗତ କତଡ଼ା ଗ୍ରାମର ଭୀମେଶ୍ୱର…

Continue Readingଦେଢ଼ ବର୍ଷ ପରେ ମିଳିଲା ନ୍ୟାୟ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

୨୬୩ ଟି ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କୁ ବଣ୍ଟାଗଲା ପୋଷାକ

ଅନୁଗୁଳ: ଅନୁଗୁଳ ବ୍ଲକ ସମ୍ମିଳନୀ କକ୍ଷ ଠାରେ ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନା ଅନ୍ତର୍ଗତ ଅଙ୍ଗନବାଡ଼ି ଶିଶୁଙ୍କୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥିଭାବେ ଯୋଗ ଦେଇ…

Continue Reading୨୬୩ ଟି ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କୁ ବଣ୍ଟାଗଲା ପୋଷାକ

ଅନୁଗୁଳ ଜଗନ୍ନାଥ ମନ୍ଦିରରୁ ବାହାରିଲା ଡାକ୍ତରଙ୍କ କ୍ୟାଣ୍ଡେଲ ମାର୍ଚ

ଅନୁଗୁଳ: ଆଜି ଅପରାହ୍ନ ସାଢେ଼ ପାଞ୍ଚଟା ସମୟରେ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ ଡାକରାରେ ଅନୁଗୁଳ ଜିଲ୍ଲାର ସମସ୍ତ ଡାକ୍ତରଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ କୋଲକାତା ଆରଜି ମେଡ଼ିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଯେଭଳି ଜଘନ୍ୟ ଭାବେ ବଳାତ୍କାର ଓ ହତ୍ୟା…

Continue Readingଅନୁଗୁଳ ଜଗନ୍ନାଥ ମନ୍ଦିରରୁ ବାହାରିଲା ଡାକ୍ତରଙ୍କ କ୍ୟାଣ୍ଡେଲ ମାର୍ଚ

ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦୀର୍ଘ ୩୦ ବର୍ଷ ନିରବଛିନ୍ନ ଭାବେ ସରକାରୀ ଚାକିରୀରେ ସୂଚାରୁରୂପେ ଦାୟିତ୍ଵ ନିର୍ବାହ କରି ଗତ ଜୁଲାଇ ମାସ ୩୧ ତାରିଖରେ କାର୍ଯ୍ୟରୁ ଅବସର ନେଇଛନ୍ତି ଅନୁଗୋଳ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦେଶକ…

Continue Readingଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନିନ୍ଦା, କ୍ୟାଣ୍ଡେଲ ଜଳାଇ ପ୍ରତିବାଦ କଲେ ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ

ଅନୁଗୁଳ : କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଦୋଷୀକୁ ଦଣ୍ଡ ଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏବେ ସବୁ ଆଡ଼େ ଲୋକେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। ଏହି ଧାରାରେ…

Continue Readingକୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନିନ୍ଦା, କ୍ୟାଣ୍ଡେଲ ଜଳାଇ ପ୍ରତିବାଦ କଲେ ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ

ପଞ୍ଚାୟତ ସମିତି ବୈଠକ ଆୟୋଜିତ: ଅନୁଗୁଳ ବ୍ଲକର ବିଭିନ୍ନ ସମସ୍ୟା ନେଇ ସମୀକ୍ଷା କଲେ ବିଧାୟକ

ଅନୁଗୁଳ: ଅନୁଗୁଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବ୍ଲକ ସମସ୍ୟା ବିଷୟରେ ସମୀକ୍ଷା କରାଯିବା ସହ ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ…

Continue Readingପଞ୍ଚାୟତ ସମିତି ବୈଠକ ଆୟୋଜିତ: ଅନୁଗୁଳ ବ୍ଲକର ବିଭିନ୍ନ ସମସ୍ୟା ନେଇ ସମୀକ୍ଷା କଲେ ବିଧାୟକ

ଦମନ ଚଳଚ୍ଚିତ୍ରର ସମସ୍ତଙ୍କୁ ଶୁଭେଚ୍ଛା: ଡ଼ା ମଦନ ମୋହନ ପ୍ରଧାନ

ଅନୁଗୁଳ: ୨୦୨୨ ମସିହାରେ ରିଲିଜ୍ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଦମନ ଆଜି ଜାତୀୟ ଚଳଚିତ୍ର ପୁରସ୍କାର ବିଜେତା ହୋଇଥିବା ଖବର ମିଳିବା ପରେ ଖୁସି ପ୍ରକଟ କରିଛନ୍ତି ଦମନ କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ବିନ୍ଧାଣି ଡ଼ା ମଦନ ମୋହନ ପ୍ରଧାନ। ବୌଦ୍ଧ…

Continue Readingଦମନ ଚଳଚ୍ଚିତ୍ରର ସମସ୍ତଙ୍କୁ ଶୁଭେଚ୍ଛା: ଡ଼ା ମଦନ ମୋହନ ପ୍ରଧାନ

ବିଜେଡିର ଜନଜାଗରଣ ସଭା: ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବି

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଜନଜାଗରଣ ସଭା ଅନୁଷ୍ଠିତ ହୋଇଛି। ସଭାରେ ବିଜେଡି କହିଛି, ଗତ ନିର୍ବାଚନରେ ବିଜେପି ରାଜ୍ୟରେ ଡବଲ…

Continue Readingବିଜେଡିର ଜନଜାଗରଣ ସଭା: ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବି

ଓଡ଼ିଶାର ନୂଆ ପୋଲିସ ଡିଜି ହେଲେ ବରିଷ୍ଠ ଆଇପିଏସ ଓ୍ୱାଇ ବି ଖୁରାନିଆ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ୱାଇବି ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ। ୧୯୯୦ ବ୍ୟାଚର ଏହି ଅଫିସରଙ୍କୁ ନିକଟରେ କେନ୍ଦ୍ର ସରକାର ତାଙ୍କ ମୂଳ କ୍ୟାଡର ଓଡ଼ିଶାକୁ ଫେରାଇ ଦେଇଥିଲେ। ଏହା ପରେ ସେ ଡିଜିପି ହେବା ନେଇ…

Continue Readingଓଡ଼ିଶାର ନୂଆ ପୋଲିସ ଡିଜି ହେଲେ ବରିଷ୍ଠ ଆଇପିଏସ ଓ୍ୱାଇ ବି ଖୁରାନିଆ

ସ୍ୱାଧୀନତା ଦିବସରେ ମହିଳାଙ୍କୁ ବଡ଼ ଭେଟି! ଏଣିକି ମହିଳାଙ୍କୁ ମିଳିବ ଋତୁସ୍ରାବଜନିତ ଛୁଟି, ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର: ମହିଳାଙ୍କ ପାଇଁ ଖୁସି ଖବର। ସ୍ୱାଧୀନତା ଦିବସରେ ମହିଳାଙ୍କୁ ବଡ଼ ଭେଟି ଦେଲେ ସରକାର। ଏଣିକି ମହିଳାଙ୍କୁ ମାସକୁ ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି। ରାଜ୍ୟ ସରକାର ଖୁବ୍ ଶ୍ରୀଘ୍ର ଏନେଇ ଋତୁସ୍ରାବ ସ୍ବାସ୍ଥ୍ୟ ନୀତି ଆଣିବାକୁ ଯୋଜନା…

Continue Readingସ୍ୱାଧୀନତା ଦିବସରେ ମହିଳାଙ୍କୁ ବଡ଼ ଭେଟି! ଏଣିକି ମହିଳାଙ୍କୁ ମିଳିବ ଋତୁସ୍ରାବଜନିତ ଛୁଟି, ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା