ଶ୍ୱଶୁର ଘରୁ ଫେରିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ପାଳଲହଡା: ପାଳଲହଡା ଥାନା ଅନ୍ତର୍ଗତ ବତିସୁଂଆ ପଞ୍ଚାୟତ ପୁରୁଣାପାଣି ଛକ ନିକଟରେ ଏକ ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଖମାର ଥାନା ଅନ୍ତର୍ଗତ କୁରୁମୁଳା ଗ୍ରାମର…

Continue Readingଶ୍ୱଶୁର ଘରୁ ଫେରିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ମନ୍ତ୍ରୀଙ୍କୁ ହେଲା ବିଭାଗ ବଣ୍ଟନ: ଗୃହ ଓ ଅର୍ଥ ବିଭାଗ ସମ୍ଭାଳିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଆଉ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ଵର: ରାଜ୍ୟରେ ନୂଆ ସରକାର ମନ୍ତ୍ରୀଙ୍କୁ ଆଜି ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ। ସେହିପରି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ-…

Continue Readingମନ୍ତ୍ରୀଙ୍କୁ ହେଲା ବିଭାଗ ବଣ୍ଟନ: ଗୃହ ଓ ଅର୍ଥ ବିଭାଗ ସମ୍ଭାଳିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଆଉ କାହାକୁ ମିଳିଲା କେଉଁ ଦାୟିତ୍ୱ

ଓଡ଼ିଶାରେ ମଦ ନିଷେଧ ହେବା ଖବର ଗୁଜବ: ମିଥ୍ୟାଗୁଜବ ପ୍ରସାରଣରୁ ନିବୃତ୍ତ ରହିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାରେ ସମସ୍ତ ପ୍ରକାର ମଦ ନିଷେଧ ହେବା ଖବର ଗୁଜବ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସଚେତନ କରାଯାଇଛି। ଏକ୍ସରେ ବିଭାଗ ପକ୍ଷରୁ କୁହାଯାଇଛି, ଓଡ଼ିଶାରେ ସମସ୍ତ ପ୍ରକାର ମଦ ନିଷେଧ ହେବା ଖବର…

Continue Readingଓଡ଼ିଶାରେ ମଦ ନିଷେଧ ହେବା ଖବର ଗୁଜବ: ମିଥ୍ୟାଗୁଜବ ପ୍ରସାରଣରୁ ନିବୃତ୍ତ ରହିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପରାମର୍ଶ

ଅନୁଗୁଳରେ ଜମୁଛି ରଜ ମଉଜ, ପିଠା ଓ ପାନ ଖାଇବା ସହ ଦୋଳିର ମଜା ନେଉଛନ୍ତି ସହରବାସୀ

ଅନୁଗୁଳ: ରଜ ପାଇଁ ସବୁଠି ଉତ୍ସବର ମାହୋଲ। ଅନୁଗୁଳରେ ବି ଗାଁଠୁ ସହର ଯାଏଁ ସବୁ ଆଡ଼େ ରଜ ପାଳୁଛନ୍ତି ଲୋକମାନେ। ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ଏଠାରେ ରଜ ପାଇଁ ଉତ୍ସାହ କମିନାହିଁ। ଶୁକ୍ରବାର ପହିଲି ରଜରେ ଅନୁଗୁଳ ସହରର ବିଭିନ୍ନ…

Continue Readingଅନୁଗୁଳରେ ଜମୁଛି ରଜ ମଉଜ, ପିଠା ଓ ପାନ ଖାଇବା ସହ ଦୋଳିର ମଜା ନେଉଛନ୍ତି ସହରବାସୀ

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କଣିହାଁ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସମ୍ବର୍ଦ୍ଧନା, ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ଦେବାକୁ କଲେ ଆଲୋଚନା

  କଣିହାଁ : ଚତୁର୍ଥ ଥର ପାଇଁ ତାଳଚେରର ବିଧାୟକ ହୋଇଥିବା ବ୍ରଜକିଶୋର ପ୍ରଧାନଙ୍କୁ କଣିହାଁ କୋଇଲା ଖଣି ଜିଏମ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ଖଣି ମହାପ୍ରବନ୍ଧକ ନରେଶ ସିଂହ, ଦିନେଶ କୁମାର ମାଳି ପ୍ରକଳ୍ପ ଅଧିକାରୀ ଶ୍ରୀ ରାମ, ମ୍ୟାନେଜର…

Continue Readingତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କଣିହାଁ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସମ୍ବର୍ଦ୍ଧନା, ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ଦେବାକୁ କଲେ ଆଲୋଚନା

ବିଶ୍ଵ ରକ୍ତଦାତା ଦିବସରେ ୫୩ ଜଣ ରକ୍ତ ଦେଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଦାନ ଭବନରେ ବିଶ୍ଵ ରକ୍ତ ଦାତା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଅନୁଗୁଳ ଉତ୍କର୍ଷ ପରିବାର,ବ୍ଲଡ଼ ବ୍ୟାଙ୍କ ଏବଂ ଜେଏସପି ଫାଉଣ୍ଡେସନର…

Continue Readingବିଶ୍ଵ ରକ୍ତଦାତା ଦିବସରେ ୫୩ ଜଣ ରକ୍ତ ଦେଲେ

ହଟିଲା ନବୀନ ପଟ୍ଟନାୟକଙ୍କ ‘ଜେଡ୍‌ ପ୍ଲସ୍‌’, ହାତ ଗଣତି ସିପାହୀ ଜଗିବେ ନବୀନ ନିବାସ

ଭୁବନେଶ୍ବର: ହଟିଲା ନବୀନ ପଟ୍ଟନାୟକଙ୍କର ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା। ନବୀନ ନିବାସରୁ କମିଲା ସିପାହୀ ସଂଖ୍ୟା। ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ…

Continue Readingହଟିଲା ନବୀନ ପଟ୍ଟନାୟକଙ୍କ ‘ଜେଡ୍‌ ପ୍ଲସ୍‌’, ହାତ ଗଣତି ସିପାହୀ ଜଗିବେ ନବୀନ ନିବାସ

ରଜରେ ଅଘଟଣ : କେନାଲରେ ଖସି ପଡ଼ି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର କେନାଲରେ ଖସି ପଡ଼ିବାରୁ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର ଗୌତମ ଦେବ ସାହୁଙ୍କ ପୁଅ କୁମାର ଗୌରବ ସାହୁ (୧୪)। ସୂଚନା ମୁତାବକ, ନବମ…

Continue Readingରଜରେ ଅଘଟଣ : କେନାଲରେ ଖସି ପଡ଼ି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ: ସମ୍ଭାବ୍ୟ ବନ୍ୟା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ

ଅନୁଗୁଳ: ଆସନ୍ତା ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ବନ୍ୟାର ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମହମ୍ମଦ ଅଦାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ବସିଥିବା…

Continue Readingଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ: ସମ୍ଭାବ୍ୟ ବନ୍ୟା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ

ଜୁନ୍ ୧୪ ବିଶ୍ଵ ରକ୍ତଦାତା ଦିବସ: ସଫଳତାର ସିଡି ଚଢ଼ୁଚି ଅନୁଗୁଳ ରକ୍ତ କେନ୍ଦ୍ର

ଅନୁଗୁଳ: ରକ୍ତଦାତା ଅବସରରେ ଓଡ଼ିଶା ରକ୍ତ କେନ୍ଦ୍ର ଅନୁଗୁଳ ଶାଖା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଅନୁଗୁଳ ରକ୍ତ କେନ୍ଦ୍ର ଯାହାକି ପୂର୍ବରୁ ରେଡକ୍ରସ ବ୍ଲଡ଼ ବ୍ୟାଙ୍କ ଭାବେ ପରିଚିତ ଥିଲା ତାହା କିଛି ବର୍ଷ ଧରି ସଫଳତାର ସିଡି…

Continue Readingଜୁନ୍ ୧୪ ବିଶ୍ଵ ରକ୍ତଦାତା ଦିବସ: ସଫଳତାର ସିଡି ଚଢ଼ୁଚି ଅନୁଗୁଳ ରକ୍ତ କେନ୍ଦ୍ର