ରଙ୍ଗ ସଙ୍ଗମରେ ଆଜିର ନାଟକ ‘କୋକୁଆ’ ମନ ମୋହିଲା କଳାକାରଙ୍କ ଅଭିନୟ
ଅନୁଗୁଳ: ନାଟକ ଉତ୍ସବର ଚତୁର୍ଥ ଦିବସରେ ସ୍ଥାନୀୟ ସଭାଘର ଠାରେ ମଞ୍ଚସ୍ଥ ହେଲା ନାଟକ 'କୋକୁଆ'। 'କୋକୁଆ' ହେଉଛି ଏକ କାଳ୍ପନିକ ଶବ୍ଦ ଯାହା ସମାଜର ଲୋକଙ୍କୁ ଭୟଭୀତ କରିଥାଏ। ଆଜିର ସମାଜରେ ହତ୍ୟା,ଧର୍ଷଣ,ବ୍ୟଭିଚାର ,ଈର୍ଷା ଅସୂୟା ଭାବ ବଢ଼ି ବଢ଼ି…
