ସରକାରୀ ଅଫିସରେ ପହଞ୍ଚିବା ପୂର୍ବରୁ ସହର ସାରା ଭାଇରାଲ ହେଉଛି ନିର୍ବାହୀ ଅଧିକାରୀଙ୍କ ବଦଳି ରିଲିଭ୍ ଅର୍ଡର ଚିଠି

ଅନୁଗୁଳ: ଅନୁଗୁଳ ନିର୍ବାହୀ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗୁପ୍ତ ଅଫିସିଆଲ ଅର୍ଡର ଅଫିସରେ ପହଞ୍ଚିବା ପୂର୍ବରୁ ହିଁ ଭାଇରାଲ ହେଉଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି ସରକାରୀ ଅର୍ଡର। ଆଜି ସନ୍ଧ୍ୟାଠାରୁ…

Continue Readingସରକାରୀ ଅଫିସରେ ପହଞ୍ଚିବା ପୂର୍ବରୁ ସହର ସାରା ଭାଇରାଲ ହେଉଛି ନିର୍ବାହୀ ଅଧିକାରୀଙ୍କ ବଦଳି ରିଲିଭ୍ ଅର୍ଡର ଚିଠି

ଜ୍ୱାଇଁହନ୍ତା ଶ୍ୱଶୁରଙ୍କୁ ଆଜୀବନ କାରା‌ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ

ଅନୁଗୁଳ: ଦୋଷୀ ସାବ୍ୟସ୍ତ ହେଲେ ଜ୍ୱାଇଁହନ୍ତା ଶ୍ୱଶୁର। ପାରିବାରିକ କଳହ ପାଇଁ ଜ୍ବାଇଁଙ୍କୁ ହତ୍ୟା କରିଥିବା ରାଧାରମଣପଡ଼ାର ଶ୍ୱଶୁର ବିପିନ ସାହୁଙ୍କୁ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରା‌ଦଣ୍ଡାଦେଶ ସହ ୫ ହଜାର…

Continue Readingଜ୍ୱାଇଁହନ୍ତା ଶ୍ୱଶୁରଙ୍କୁ ଆଜୀବନ କାରା‌ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ

ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଧ୍ୟାପକ ହଟହଟା, ଶିକ୍ଷାନୁଷ୍ଠାନ ଦେଲା ତଦନ୍ତ ନିର୍ଦ୍ଦେଶ

ଅନୁଗୁଳ: ଯୁକ୍ତ ଦୁଇ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ହଟହଟା ହୋଇଛନ୍ତି ଅଧ୍ୟାପକ। ଅଧ୍ୟାପକ ଜଣକ ମୋବାଇଲ ଫୋନ୍‌ରେ ବାରମ୍ବାର ପ୍ରେମ ନିବେଦନ କରିବା ସହ ବହୁ ଆପତ୍ତିଜନକ ମେସେଜ ପଠାଇଛନ୍ତି। ଶେଷରେ ଅତିଷ୍ଠ ହୋଇ କଲେଜ କର୍ତ୍ତୃପକ୍ଷଙ୍କ ପାଖରେ ଫେରାଦ୍…

Continue Readingଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଧ୍ୟାପକ ହଟହଟା, ଶିକ୍ଷାନୁଷ୍ଠାନ ଦେଲା ତଦନ୍ତ ନିର୍ଦ୍ଦେଶ

ନାକଚିରେ ରକ୍ତଦାନ ଶିବିର: ୨୪୬ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଓଡ଼ିଶା ମୋ ପରିବାରର ସହ ଆବାହକ ତଥା ବରିଷ୍ଠ ବିଜେଡି ନେତା ଇଂ ନଳିନୀକାନ୍ତ ପ୍ରଧାନଙ୍କ ଆହ୍ବାନ କ୍ରମେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗର ବ୍ଲକର ନାକଚିଠାରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ…

Continue Readingନାକଚିରେ ରକ୍ତଦାନ ଶିବିର: ୨୪୬ ୟୁନିଟ ରକ୍ତ ସଂଗୃହୀତ

ଭିନ୍ନ ମୋଡ଼ ନେଉଛି ଅଟୋରୁ ଯୁବତୀଙ୍କୁ ଅପହରଣ ମାମଲା: ପୀଡ଼ିତା ଉଦ୍ଧାର, ଜଣକୁ ଅଟକ ରଖିଛି ପୋଲିସ

ଅନୁଗୁଳ: ନାଲକୋ ଥାନା ଅଞ୍ଚଳରେ ହୋଇଥିବା ଯୁବତୀ ଅପହରଣ ମାମଲାରେ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ। ପ୍ରଥମେ ଏହା ପ୍ରେମ ଜନିତ ଘଟଣା ବୋଲି କୁହାଯାଉଥିବା ବେଳେ ଏବେ ଦିନକୁ ଦିନ ଘଟଣାର ମୋଡ଼ ବଦଳି…

Continue Readingଭିନ୍ନ ମୋଡ଼ ନେଉଛି ଅଟୋରୁ ଯୁବତୀଙ୍କୁ ଅପହରଣ ମାମଲା: ପୀଡ଼ିତା ଉଦ୍ଧାର, ଜଣକୁ ଅଟକ ରଖିଛି ପୋଲିସ

ସ୍କୁଲ ୟୁରିନାଲରେ ଅସଞ୍ଜତ ଅବସ୍ଥାରେ ଛାତ୍ରଛାତ୍ରୀ

ଅନୁଗୁଳ: ଆଜିକାଲି ମୋବାଇଲ ଭିଡିଓ ପିଲାଙ୍କୁ ପଥ ଭ୍ରଷ୍ଟ କରୁଥିବା ଅନେକ ଅଭିଯୋଗ କରନ୍ତି। ୯୯ ପ୍ରତିଶତ ସ୍କୁଲ ପିଲାଙ୍କ ହାତରେ ଏବେ ମୋବାଇଲ ଏହା ପିଲାଙ୍କ ଚାରିତ୍ରିକ ସ୍ଖଳନ ପାଇଁ ବାଟ କଢ଼େଇ ନେଉଛି। ଗତ ଶନିବାର ଅନୁଗୁଳର ଗୋଟିଏ…

Continue Readingସ୍କୁଲ ୟୁରିନାଲରେ ଅସଞ୍ଜତ ଅବସ୍ଥାରେ ଛାତ୍ରଛାତ୍ରୀ

କଙ୍କରାଇ ଠାରେ ସୁଭଦ୍ରା ଖୋଲା ମୁହଁ କୋଇଲା ଖଣି ପାଇଁ ଜନଶୁଣାଣି ଆୟୋଜିତ, କ୍ଷତିଗ୍ରସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅନ୍ୟ ସୁବିଧା ଦେବାକୁ ନିଷ୍ପତ୍ତି

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କଙ୍କରାଇ ଗ୍ରାମ ପିଢଖମଣ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ପଡିଆରେ ପ୍ରସ୍ତାବିତ ସୁଭଦ୍ରା ଖୋଲା ମୁହଁ କୋଇଲା ଖଣି ପ୍ରକଳ୍ପ ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି ଶିବିର ଶୁକ୍ରବାର…

Continue Readingକଙ୍କରାଇ ଠାରେ ସୁଭଦ୍ରା ଖୋଲା ମୁହଁ କୋଇଲା ଖଣି ପାଇଁ ଜନଶୁଣାଣି ଆୟୋଜିତ, କ୍ଷତିଗ୍ରସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅନ୍ୟ ସୁବିଧା ଦେବାକୁ ନିଷ୍ପତ୍ତି

ଛତିଶଗଡ଼ରେ ଅଟକ ଅଛି ତାଳଚେରର କୋଇଲା ବୋଝେଇ ଟ୍ରକ, ତୁରନ୍ତ ଫେରାଇ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଦାବି କଲେ ଟ୍ରକ ମାଲିକ ସଂଘ

ତାଳଚେର: ତାଳଚେର ଟ୍ରକ ମାଲିକଙ୍କ କୋଇଲା ଟ୍ରକକୁ ଛତିଶଗଡ଼ର କିଛି ଟ୍ରକମାଲିକ ସୀମାରେ ଅଟକାଇ ଟିପି ଓ ଚାଲାଣ ଛଡ଼ାଇ ନେଇଛନ୍ତି। ଏଣୁ କୋଇଲା ବୋଝେଇ ଟ୍ରକଗୁଡ଼ିକୁ ସେଠାରେ ଅଟକ ରଖାଯାଇଛି। ଏହାର ପ୍ରତିବାଦରେ ତାଳଚେର ଟ୍ରକ ମାଲିକମାନେ ଛତିଶଗଡ଼ ଗାଡିଗୁଡ଼ିକୁ…

Continue Readingଛତିଶଗଡ଼ରେ ଅଟକ ଅଛି ତାଳଚେରର କୋଇଲା ବୋଝେଇ ଟ୍ରକ, ତୁରନ୍ତ ଫେରାଇ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଦାବି କଲେ ଟ୍ରକ ମାଲିକ ସଂଘ

ପୁଣି ଜୀବନ ନେଲା ଗୋଠଛଡ଼ା ଦନ୍ତା: ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଦଳି ଦେବାରୁ ୨ ଜଣଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀଙ୍କ ଦୌରାତ୍ମ୍ୟ। ଏକାଧିକ ଜୀବନ ଗଲା ପରେ ମଧ୍ୟ ଏ ଯାଏଁ ବନ ବିଭାଗ ସଚେତନ ହୋଇନାହିଁ। ହାତୀଙ୍କୁ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ଅନୁଗୁଳ ବନ ବିଭାଗ। ଆଜି ମଧ୍ୟ…

Continue Readingପୁଣି ଜୀବନ ନେଲା ଗୋଠଛଡ଼ା ଦନ୍ତା: ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଦଳି ଦେବାରୁ ୨ ଜଣଙ୍କ ମୃତ୍ୟୁ

ଓଆଇଏସଏଫର ଡେପୁଟି କମାଣ୍ଡାଣ୍ଟ ସୁଶାନ୍ତ କୁମାର ଦାସଙ୍କ ପରଲୋକ, ଡେଙ୍ଗୁରେ ଥିଲେ ପୀଡ଼ିତ

ଅନୁଗୁଳ: ଭୁବନେଶ୍ୱରରେ ଅବସ୍ଥାପିତ ଓଆଇଏସଏଫ (ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ଯୁରିଟି ଫୋର୍ସ)ର ଡେପୁଟି କମାଣ୍ଡାଣ୍ଟ ସୁଶାନ୍ତ କୁମାର ଦାସଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସେ ଡେଙ୍ଗୁ ଜ୍ୱରରେ ପୀଡିତ ଥିଲେ ବୋଲି ପରିବାର…

Continue Readingଓଆଇଏସଏଫର ଡେପୁଟି କମାଣ୍ଡାଣ୍ଟ ସୁଶାନ୍ତ କୁମାର ଦାସଙ୍କ ପରଲୋକ, ଡେଙ୍ଗୁରେ ଥିଲେ ପୀଡ଼ିତ