ଆଠମଲ୍ଲିକ ବ୍ଲକ ପଇଞ୍ଚକୂଳ ଓଲଥ ମହାନଦୀ ଘାଟରେ ଚଢ଼ାଉ, ୩ ଟ୍ରାକ୍ଟର ଓ ୧ ଜେସିବି ଜବତ

ଆଠମଲ୍ଲିକ: ଆଠମଲ୍ଲିକ ଅଞ୍ଚଳରେ ବେଆଇନ ଖଣିଜ ପଦାର୍ଥ ଉତ୍ତୋଳନ ଓ ଚାଲାଣ ରୋକିବାକୁ ଉପଖଣ୍ଡ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଗତ ସୋମବାର ରାତିରେ ଉପଜିଲ୍ଲାପାଳ ତରଣୀ ସୁନାଙ୍କ ନେତୃତ୍ୱରେ ଆଠମଲ୍ଲିକ ବ୍ଲକ ପଇଞ୍ଚକୂଳ ଓଲଥ ମହାନଦୀ ଘାଟରେ ଚଢ଼ାଉ…

Continue Readingଆଠମଲ୍ଲିକ ବ୍ଲକ ପଇଞ୍ଚକୂଳ ଓଲଥ ମହାନଦୀ ଘାଟରେ ଚଢ଼ାଉ, ୩ ଟ୍ରାକ୍ଟର ଓ ୧ ଜେସିବି ଜବତ

ମିଶନ ଶକ୍ତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି ଦାବି, ଆମ୍ ଆଦମୀ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଅନୁଗୁଳ: ମିଶନ ଶକ୍ତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି କରିବାକୁ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସରକାର ଯଦି ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ…

Continue Readingମିଶନ ଶକ୍ତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି ଦାବି, ଆମ୍ ଆଦମୀ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ ମରା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ତାଳଚେର ବ୍ଲକର ଘଟଣ୍ଟପଡ଼ା ଓ ଟେଣ୍ଟୋଲୋଇ ଗାଁ ମଧ୍ୟସ୍ଥଳରେ ଏକ କୋଲ୍ ୱାସରିକୁ ନେଇ ଆନ୍ଦୋଳନ ଚାଲିଥିଲା।…

Continue Readingଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼

ଚଳିତବର୍ଷ ୧୩ ଜିଲ୍ଲାରେ ହେବ ନୂଆ ବ୍ୟାଙ୍କ, ୧୨୦ କୋଟି ଟପିବ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଲାଭ

ଭୁବନେଶ୍ୱର : କୃଷି ଋଣର ୬୦ ପ୍ରତିଶତ ସମବାୟ ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀ ଚାଷୀଙ୍କ ନିକଟରେ ପହଞ୍ଚୁଛି। ଏହିକ୍ରମରେ ସମବାୟ ବିଭାଗ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା ଦିଗରେ ଧ୍ୟାନ ଦେଉଛନ୍ତି। ସମ୍ପ୍ରତି ରାଜ୍ୟର ଅନୁଗୁଳ, ଆସ୍କା, ବାଲେଶ୍ୱର,…

Continue Readingଚଳିତବର୍ଷ ୧୩ ଜିଲ୍ଲାରେ ହେବ ନୂଆ ବ୍ୟାଙ୍କ, ୧୨୦ କୋଟି ଟପିବ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଲାଭ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ୭୭ ଅଭିଯୋଗରୁ ୧୨ର ହେଲା ତୁରନ୍ତ ସମାଧାନ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଦାଖଲ ହୋଇଥିବା…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ୭୭ ଅଭିଯୋଗରୁ ୧୨ର ହେଲା ତୁରନ୍ତ ସମାଧାନ

ତୃତୀୟ ଦିନରେ କୋଲ ୱାସରି ଆନ୍ଦୋଳନ: ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ, ପ୍ରଶାସନ ଆଲୋଚନା ବିଫଳ

ତାଳଚେର : ତିନି ଦିନ ଧରି ଚାଲିଥିବା ଗ୍ଲୋବାଲ କୋଲ ୱାସରି ପ୍ଲାଣ୍ଟର ପ୍ରଦୂଷଣ ବିବାଦ ଥମିବାର ନାଁ ନେଉନାହିଁ। ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରି ରେଳରୋକ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବନ୍ଦ କିମ୍ବା…

Continue Readingତୃତୀୟ ଦିନରେ କୋଲ ୱାସରି ଆନ୍ଦୋଳନ: ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ, ପ୍ରଶାସନ ଆଲୋଚନା ବିଫଳ

ହୋ ହଲ୍ଲାରେ ସରିଲା ଟ୍ରକ ମାଲିକ ସଂଘ ବୈଠକ, ଆସନ୍ତା ୫ ରେ ନିର୍ବାଚନ

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘର ସାଧାରଣ ପରିଷଦର ବୈଠକ ରବିବାର ଆୟୋଜିତ ହୋଇଛି। ସଂଘରେ ସଭାପତି ଓ ସମ୍ପାଦକଙ୍କ ଅଲଗା ଅଲଗା ଅନୁଗତ ରହିଥିବାରୁ ନିର୍ବାଚନ ପୂର୍ବରୁ ହୋଇଥିବା ଏହି ବୈଠକରେ ବେଶ୍ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପାଦକଙ୍କ ଗୋଷ୍ଠୀ…

Continue Readingହୋ ହଲ୍ଲାରେ ସରିଲା ଟ୍ରକ ମାଲିକ ସଂଘ ବୈଠକ, ଆସନ୍ତା ୫ ରେ ନିର୍ବାଚନ

ନୂଆ ମୁଖ୍ୟ ଶାସନ ସଚିବ ହେଲେ ଆଇଏଏସ୍ ପ୍ରଦୀପ କୁମାର ଜେନା, ମାର୍ଚ୍ଚ ୧ରେ କରିବେ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ନୂଆ ମୁଖ୍ୟ ଶାସନ ସଚିବ ହେଲେ ଆଇଏଏସ୍ ପ୍ରଦୀପ ଜେନା। ମାର୍ଚ୍ଚ ପହିଲାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିଛି। ସେହିଭଳି…

Continue Readingନୂଆ ମୁଖ୍ୟ ଶାସନ ସଚିବ ହେଲେ ଆଇଏଏସ୍ ପ୍ରଦୀପ କୁମାର ଜେନା, ମାର୍ଚ୍ଚ ୧ରେ କରିବେ ଦାୟିତ୍ୱ ଗ୍ରହଣ

ଏଣିକି ସ୍କୁଲ ପିଲାଙ୍କୁ ମାଗଣାରେ ମିଳିବ ଡାଏରୀ, ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ପାଇବେ ସ୍କୁଲ ୟୁନିଫର୍ମ

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ମାଗଣାରେ ଷ୍ଟୁଡେଣ୍ଟ ଡାଏରୀ ଦେବେ ସରକାର। ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ଏହି ଡାଏରୀ ଦିଆଯିବ। ଡାଏରୀରେ ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ହୋମୱାର୍କ ଓ ଶିକ୍ଷକମାନେ କ'ଣ…

Continue Readingଏଣିକି ସ୍କୁଲ ପିଲାଙ୍କୁ ମାଗଣାରେ ମିଳିବ ଡାଏରୀ, ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ପାଇବେ ସ୍କୁଲ ୟୁନିଫର୍ମ

ଜିଲ୍ଲାପାଳ କୁଷ୍ଠାଶ୍ରମ ବୁଲି ସମସ୍ୟା ବୁଝିଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଉପଜିଲ୍ଲାପାଳ ବୈତୁରା ଦୀପ ଶନିବାର ବଅଁରପାଳ ବ୍ଲକ ଅନ୍ତର୍ଗତ ବେଲାସୁଣ୍ଠା କୁଷ୍ଠ କଲୋନୀକୁ ଯାଇ ସେଠିକାର ଅଧିବାସୀଙ୍କର ରାସ୍ତା,ପାନୀୟ ଜଳ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା ଆଦି ପଚାରି ବୁଝିବା ସହ ସେ…

Continue Readingଜିଲ୍ଲାପାଳ କୁଷ୍ଠାଶ୍ରମ ବୁଲି ସମସ୍ୟା ବୁଝିଲେ