୨୦ ଟଙ୍କାର ମଦ ପାଇଁ ଚାଲିଗଲା ଜୀବନ!
ଅନୁଗୁଳ: ୨୦ ଟଙ୍କାର ମଦ ପାଇଁ ଚାଲିଗଲା ଜୀବନ । ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ, ପିଟାମରା କରିବା ପରେ ଗରମ ପାଣି ଫୋପାଡ଼ି ନିର୍ମମ ଭାବେ କଲେ ହତ୍ୟା । କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ଥାନା…
ଅନୁଗୁଳ: ୨୦ ଟଙ୍କାର ମଦ ପାଇଁ ଚାଲିଗଲା ଜୀବନ । ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ, ପିଟାମରା କରିବା ପରେ ଗରମ ପାଣି ଫୋପାଡ଼ି ନିର୍ମମ ଭାବେ କଲେ ହତ୍ୟା । କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ଥାନା…
ଅନୁଗୁଳ: ଜିଲ୍ଲାରେ ଥିବା ବାପ-ମା’ଛେଉଣ୍ଡ ପିଲାଙ୍କ ଥଇଥାନକୁ ଗୁରୁତ୍ବ ଦେଉଛି ଜିଲ୍ଲା ପ୍ରଶାସନ। ବାପା-ମା'ଙ୍କୁ ହରାଇବା ପରେ ସେମାନଙ୍କର ଅନାଥ ପିଲାମାନଙ୍କୁ ଉତ୍ତମ ଶିକ୍ଷା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଛି । ରବିବାର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ଜେଏସପିଏଲ ଠାରେ ନିର୍ମିତ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ଉତ୍ସବରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ସମେତ ଜେଏସପିଏଲ୍ ର ଅଧ୍ୟକ୍ଷ…
ଅନୁଗୁଳ: ଜିଲ୍ଲାରେ ଦ୍ରୁତ ସଂକ୍ରମଣ ସତ୍ତ୍ଵେ ସାମାଜିକ ଦୂରତ୍ୱ ଓ ମାସ୍କକୁ ଗୁରୁତ୍ବ ଦେଉନାହାନ୍ତି। କଟକଣାରେ ମଧ୍ୟ ସହରର ବିଭିନ୍ନ ଦୋକାନରେ ଭିଡ଼ ଲାଗୁଛି। ସୋମବାର ପୂର୍ବାହ୍ନରେ ଅନୁଗୁଳ ବଜାରରେ ପ୍ରବଳ ଭିଡ଼ ହୋଇଥିଲା । ଅନୁଗୁଳ ଥାନା ପୁଲିସ୍ ପକ୍ଷରୁ…
ଅନୁଗୁଳ: ଅନୁଗୁଳ ସିଡିଏମଓ ଭାବରେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି ଡ଼ା. ତ୍ରିଲୋଚନ ପ୍ରଧାନ। ବିଦାୟୀ ସିଡିଏମଓ ଡ଼ା. ଅଭୟ କୁମାର ଦାଶଙ୍କ ଠାରୁ ଆଜି ପୂର୍ବାହ୍ନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ଼ା. ପ୍ରଧାନ ପୂର୍ବରୁ ବୌଦ୍ଧ ସିଡିଏମଓ ଭାବରେ…
ଅନୁଗୁଳ: ଆଣ୍ଟିଜେନ କିଟ୍ ମାଧ୍ୟମରେ ବାହାରେ କୋଭିଡ ପରୀକ୍ଷା କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ପାଖରୁ କିଛି ଆଣ୍ଟିଜେନ କିଟ୍ କବତ କରାଯାଇଛି। ଗିରଫ ଯୁବକ ଜଣଙ୍କ ହେଲେ ତୁରଙ୍ଗ ଗାଁର ସାଗର ପ୍ରଧାନ(୨୩ବର୍ଷ)। ପୁଲିସ ସୂଚନା…
ଅନୁଗୁଳ: ବୌଦ୍ଧ ସିଡିଏମଓ ଡ଼ା. ତ୍ରିଲୋଚନ ପ୍ରଧାନଙ୍କର ଅନୁଗୁଳ ସିଡିଏମ୍ଓ ଭାବରେ ବଦଳି ହୋଇଛି। ସେହିପରି ଅନୁଗୁଳ ସିଡିଏମ୍ଓ ଡ଼ା ଅଭୟ କୁମାର ଦାଶଙ୍କୁ ବୌଦ୍ଧରେ ଅବସ୍ଥାପିତ କରାଯାଇଛି। ସଂପ୍ରତି କରୋନା କାଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିଚାଳନା ଗତ ଅବ୍ୟବସ୍ଥା…
ଅନୁଗୁଳ: ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅନୁଗୁଳ ଜିଲ୍ଲା ପାଇଁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଅନୁମୋଦନ କରିଛନ୍ତି। ଏହି ଆମ୍ବୁଲାନ୍ସରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ଯେପରିକି ଏଥିରେ…
ଅନୁଗୁଳ: କୋର୍ଟର କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଅନୁଗୁଳ କୋର୍ଟକୁ କଣ୍ଟେନମେଣ୍ଟ କରାଯାଇଥିଲା। ଗତ ୧୮ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଅଦାଲତ କଣ୍ଟେନମେଣ୍ଟ ଭିତରେ ରହିବ ବୋଲି କୁହାଯାଇଥିଲା। କିନ୍ତୁ କୋଭିଡ ସଂକ୍ରମଣ ସ୍ଥିତିରେ ସୁଧାର ନ…
ଅନୁଗୁଳ: କରୋନା ପାଇଁ ବିବାହ ଓ ଶୁଦ୍ଧିକ୍ରିୟାରେ କଟକଣା ଲାଗିଛି । ୨୦ ଜଣ ଲୋକଙ୍କୁ ନେଇ ଶୁଦ୍ଧିକ୍ରିୟା କରିବା ପାଇଁ ପ୍ରଶାସନ ଅନୁମତି ରହିଥିବା ବେଳେ ଭୋଜିଭାତକୁ ସମ୍ପୂର୍ଣ୍ଣ ବାରଣ କରାଯାଉଛି। ମାତ୍ର କରୋନା କଟକଣାକୁ ଉଲଂଘନ କରି ଅନୁଗୁଳ…