ନିର୍ମାଣାଧୀନ ବିଦ୍ୟୁତ ଟାୱାର ଚୋରି ଉଦ୍ୟମ
ଅନୁଗୁଳ: ଅନୁଗୁଳ ପୁଲିସ୍ର ସ୍ପେଶାଲ ସ୍କ୍ବାଡ୍କୁ ମିଳିଛି ବଡ଼ ସଫଳତା। ଅପରାହ୍ଣରେ ପୁଲିସ୍ ଅନୁଗୁଳ ଥାନା ଇଲାକା ବଲାସି˚ହା ବାଲିସାହି ଜଙ୍ଗଲରେ ଚଢ଼ଉ କରି ସ୍କ୍ରାପ୍ ଚୋରିରେ ସ˚ପୃକ୍ତ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଦୁର୍ବୃତ୍ତମାନେ ଏକ ନିର୍ମା ଣାଧୀନ…



