କାର୍ଯ୍ୟକ୍ଷମ ହେଲା ଏଫ୍‌ଏସ୍‌ଟିପି

ଅନୁଗୁଳ: ପଞ୍ଚମହଲାସ୍ଥିତ ଅନୁଗୁଳ ଫେକାଲ୍‌ ସ୍ଲଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ତରଳ ମଳକୁ ଶୁଷ୍କ, ଜୀବାଣୁମୁକ୍ତ କରାଯିବାପରେ ବଡ଼ି ଆକୃତିର ସାର ଦାନା ବାହାର କରାଯାଉଛି। ପରେ ପରେ ଏହାକୁ ଚୁର୍ଣ୍ଣ କରାଯାଇ ଜୈବିକ ସାରରେ ପରିଣତ କରାଯାଉଛି।…

Continue Readingକାର୍ଯ୍ୟକ୍ଷମ ହେଲା ଏଫ୍‌ଏସ୍‌ଟିପି

ବାଇକ୍ ଚାଳକ ପଛରେ ବସିଲେ ବି ହେଲମେଟ ବାଧ୍ୟତାମୂଳକ

ଅନୁଗୁଳ: ଏଣିକି ବାଇକ୍‌ ଚାଳକ ଓ ପଛ ସିଟରେ ବସିଥିବା ଲୋକଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ । ନିୟମ ଉଲ୍ଲଂଘନ କଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଓଡ଼ିଶା ରାଜ୍ୟ ପରିବହନ…

Continue Readingବାଇକ୍ ଚାଳକ ପଛରେ ବସିଲେ ବି ହେଲମେଟ ବାଧ୍ୟତାମୂଳକ

ଆଠମଲ୍ଲିକରେ ପର୍ଯଟନ ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଆଠମଲ୍ଲିକ ଉପଖଣ୍ତ ଗସ୍ତ କରିଛନ୍ତି। ଏହା ସହ ସେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଜିଲ୍ଲାପାଳ ଯଦୁପୁରସ୍ଥିତ ଝିମେଇଚୁଆ ମନ୍ଦିର ପରିଦର୍ଶନ କରିଥିଲେ। ଝିମେଇଚୁଆ ମନ୍ଦିରକୁ କିଭଳି…

Continue Readingଆଠମଲ୍ଲିକରେ ପର୍ଯଟନ ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ଜାନୁଆରୀରେ ଏଡିସିଏ ନିର୍ବାଚନ!

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍‌ (ଏଡିସିଏ)ର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ହେବ। ଆସୋସିଏସନର ୫ ଜଣିଆ କାର୍ଯ୍ୟକାରୀ କମିଟି ଚୟନ ନିମନ୍ତେ ଜାନୁଆରୀ ୩ ତାରିଖରେ ନିର୍ବାଚନ କରାଇବାକୁ ଆପାତତଃ ସ୍ଥିର ହୋଇଛି। ଆସୋସିଏସନ କାର୍ଯ୍ୟାଳୟରେ…

Continue Readingଜାନୁଆରୀରେ ଏଡିସିଏ ନିର୍ବାଚନ!

ଶୀତବସ୍ତ୍ର ବାଣ୍ଟିଲା ଟାଇକୋଣ୍ଡୋ ସ˚ଘ

ଅନୁଗୁଳ: ଅନୁଗୁଳରେ ଶୀତ ଲହରି ଆରମ୍ଭ ହୋଇଛି। ଶୀତ ବସ୍ତ୍ର ଅଭାବରୁ ଅନେକ କଷ୍ଟରେ ରାତି କାଟୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଟାଇକୋଣ୍ଡୋ ସ˚ଘ ପକ୍ଷରୁ କିଛି ଅସହାୟ ଦରିଦ୍ର ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। କମ୍ବଳ ବଣ୍ଟନ ବେଳେ…

Continue Readingଶୀତବସ୍ତ୍ର ବାଣ୍ଟିଲା ଟାଇକୋଣ୍ଡୋ ସ˚ଘ

ଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ

ଅନୁଗୁଳ: ବୁଧବାର ରାତିରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ ହୋଇଛି। ଦୁବୃର୍ତ୍ତମାନେ ତିନିଟି ଗଛ କାଟି ଦେଉଥିଲେ ହେଁ କାଠ ନେବାରେ ବିଫଳ ହୋଇଛନ୍ତି।ଏ ଘଟଣା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦୃଷ୍ଟି…

Continue Readingଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ

ଅନୁଗୁଳରେ ହେବ ସାଇନ୍ସ ପାର୍କ

ଅନୁଗୁଳ: ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୨୦ଟି ଜିଲ୍ଲାରେ ସାଇନ୍ସ ପାର୍କ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁଗୁଳରେ ଦ୍ବିତୀୟ ପର୍ଯ୍ୟାୟରେ ଏଭଳି ଏକ ପାର୍କ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଗୋପାଳପୁର, ଖଣ୍ତପଡ଼ା, ବାରିପଦା, ଘଟଗାଁ, ପୁରୀ, ରାଉରକେଲା ଆଦି…

Continue Readingଅନୁଗୁଳରେ ହେବ ସାଇନ୍ସ ପାର୍କ

ମହିଳା ଟ୍ରାଫିକ୍‌ କର୍ମଚାରୀଙ୍କୁ ଗାଳିଗୁଲଜ

ଅନୁଗୁଳ: ବୁଧବାର ସନ୍ଧ୍ୟାରେ ହୁଲୁରୁସି˚ହା ଛକଠାରେ ୩ ଜଣ ନିଶାସକ୍ତ ଯୁବକଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା। ରାଜପଥ ଉପରେ ବେଧଡ଼କ ବାଇକ୍‌ ଠିଆ କରିଥିବା ବେଳେ ବାରଣ କରିବାରୁ ମହିଳା ଟ୍ରାଫିକ୍‌ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଅଶ୍ଳୀଳ ଭାଷାରେ ନିର୍ଘାତ୍‌…

Continue Readingମହିଳା ଟ୍ରାଫିକ୍‌ କର୍ମଚାରୀଙ୍କୁ ଗାଳିଗୁଲଜ

୧୦ ଡିଗ୍ରୀରେ କମ୍ପୁଛି ଅନୁଗୁଳ

ଅନୁଗୁଳ : ଧୀରେଧିରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ୪ ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି। ସୋନପୁର ସର୍ବନିମ୍ନ ୮.୮ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ…

Continue Reading୧୦ ଡିଗ୍ରୀରେ କମ୍ପୁଛି ଅନୁଗୁଳ

ଅନୁଗୁଳ: ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ ୮୧୩୦ କୋଟି

ଅନୁଗୁଳ: ୧୧ଟି ଡିଏମ୍‌ଏଫ୍‌ ଜିଲ୍ଲାରେ ଆଦାୟ ହୋଇଥିବା ଟଙ୍କାର ମାତ୍ର ୭.୧୧ ପ୍ରତିଶତ ଖର୍ଚ୍ଚ ହୋଇଥିବା କୁହାଯାଉଛି। ବିଧାନସଭାରେ ଏ ନେଇ ଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଛନ୍ତି। ଗତ ଅକ୍ଟୋବର ସୁଦ୍ଧା ୧୧,୩୨୬.୫୭ କୋଟି ଟଙ୍କା ଆଦାୟ ହୋଇଥିବା…

Continue Readingଅନୁଗୁଳ: ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ ୮୧୩୦ କୋଟି