ଡିଏଫ୍ଓଙ୍କ ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍
ଅନୁଗୁଳ: ମାତିଛନ୍ତି ସାଇବର ଠକ। ମଙ୍ଗଳବାର ଅପରାହ୍ଣରେ ସାତକୋଶିଆ ବନଖଣ୍ତର ଡିଏଫ୍ଓଙ୍କ ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ମଙ୍ଗଳବାର ଅପରାହ୍ଣ ସାଢେ଼ ୫ଟା ବେଳେ ଡିଏଫ୍ଓ ରାମସ୍ବାମୀ ପି.ଙ୍କ ଆକାଉଣ୍ଟକୁ ହ୍ୟାକ୍…



