ଅମଲାପଡ଼ା ବାସନ୍ତୀ ଦୁର୍ଗା: ଆୟୋଜିତ ହେଲା ରକ୍ତଦାନ ଶିବିର, କୁମାରୀ ପୂଜନ ଓ ସାମୁହିକ ଦାଣ୍ଡିଆ

ଅନୁଗୁଳ: ଅମଲାପଡ଼ା ବାସନ୍ତୀ ଦୁର୍ଗାପୂଜା ଅବସରରେ ଆଜି ମହା ନବମୀରେ ସୂର୍ଯ୍ୟପୂଜା,କଳସ ପୂଜା,ଚଣ୍ଡୀ ହୋମ ଓ ନବ କୁମାରୀ ପୂଜା ଅନୁଷ୍ଠିତ ହୋଇଥିଲା। ୯ ଜଣ କୁମାରୀ କନ୍ୟାଙ୍କୁ ଦେବୀ ଦୁର୍ଗାଙ୍କ ଅବତାର ରୂପେ ଚିତ୍ରଣ କରାଯାଇ ଏହି ପୂଜା କରାଯାଇଥାଏ।…

Continue Readingଅମଲାପଡ଼ା ବାସନ୍ତୀ ଦୁର୍ଗା: ଆୟୋଜିତ ହେଲା ରକ୍ତଦାନ ଶିବିର, କୁମାରୀ ପୂଜନ ଓ ସାମୁହିକ ଦାଣ୍ଡିଆ

ଅନୁଗୁଳ ଓକିଲ ସଂଘ ନିର୍ବାଚନ: ହାଇକୋର୍ଟଙ୍କ ହସ୍ତକ୍ଷେପ, ବାଦ୍ ପଡ଼ିଥିବା ୩ ସଭ୍ୟ ଦେବେ ଭୋଟ୍

ଅନୁଗୁଳ: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ୨୦୨୬-୨୭ ବର୍ଷ ପାଇଁ ଅନୁବନ୍ଧିତ ଓକିଲ ସଂଘଗୁଡ଼ିକର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ଓକିଲ ସଂଘର ଭୋଟର ତାଲିକାରୁ ପ୍ରାୟ…

Continue Readingଅନୁଗୁଳ ଓକିଲ ସଂଘ ନିର୍ବାଚନ: ହାଇକୋର୍ଟଙ୍କ ହସ୍ତକ୍ଷେପ, ବାଦ୍ ପଡ଼ିଥିବା ୩ ସଭ୍ୟ ଦେବେ ଭୋଟ୍

୧୯ ବର୍ଷ ପରେ ବି ମିଳିଲାନି ଅନୁମତି; ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଶ୍ରୀରାମଙ୍କୁ ଆରାଧନା କଲେ ଆମ୍ବପାଳ ଗ୍ରାମବାସୀ

ଅନୁଗୁଳ: ରାମ ନବମୀ ଅବସରରେ ଆଜି ଅନୁଗୁଳ ସହରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁରେ ଯାତ୍ରା ପାଳନ ପାଇଁ ଅନୁମତି ନମିଳିବାରୁ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ରଖି ପୂଜାର୍ଚ୍ଚନା…

Continue Reading୧୯ ବର୍ଷ ପରେ ବି ମିଳିଲାନି ଅନୁମତି; ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଶ୍ରୀରାମଙ୍କୁ ଆରାଧନା କଲେ ଆମ୍ବପାଳ ଗ୍ରାମବାସୀ

ମୃଣ୍ମୟୀ ବାସନ୍ତୀ ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା: ସମରକଳା ଓ ଲୋକନୃତ୍ୟ ବାନ୍ଧି ରଖିଲା ଦର୍ଶକଙ୍କୁ

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ବାସନ୍ତୀ ଦୁର୍ଗା ମଣ୍ଡପରେ ଆଜି ଦେବୀଙ୍କ ମହାଷ୍ଟମୀ ପୂଜା ସମ୍ପନ୍ନ ହୋଇ ଯାଇଛି। ଏଥିପାଇଁ ସକାଳେ ସୂର୍ଯ୍ୟପୂଜା,କଳସ ପୂଜା, ଅଷ୍ଟଚଣ୍ଡୀଙ୍କ ପୂଜନ,ବିଶେଷ ଯୋଗିନୀ ହୋମ,ଚଣ୍ଡୀପାଠ,ସନ୍ଧି ପୂଜା ଆଦି ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍…

Continue Readingମୃଣ୍ମୟୀ ବାସନ୍ତୀ ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା: ସମରକଳା ଓ ଲୋକନୃତ୍ୟ ବାନ୍ଧି ରଖିଲା ଦର୍ଶକଙ୍କୁ

ଖୋଲିଲା ମା’ ହିଙ୍ଗୁଳାଙ୍କ ହୁଣ୍ଡି: ସଂଗୃହୀତ ହେଲା ୧୧ ଲକ୍ଷ ୯ ହଜାର ଟଙ୍କାର ଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ବୁଧବାର ହୁଣ୍ଡି ସଂଗୃହୀତ ଅର୍ଥର ଗଣତି ସମ୍ପନ୍ନ ହୋଇଛି। ମନ୍ଦିର ପରିସରରେ ଥିବା ସମସ୍ତ ହୁଣ୍ଡିକୁ ପ୍ରାଶାସନିକ ଅଧିକାରୀ ଓ ଟ୍ରଷ୍ଟ ସଦସ୍ୟଙ୍କ ଉପସ୍ଥିତିରେ ଖୋଲାଯାଇଥିଲା। ଏହି…

Continue Readingଖୋଲିଲା ମା’ ହିଙ୍ଗୁଳାଙ୍କ ହୁଣ୍ଡି: ସଂଗୃହୀତ ହେଲା ୧୧ ଲକ୍ଷ ୯ ହଜାର ଟଙ୍କାର ଦାନ

ନାଲକୋ ସ୍ମେଲଟର ସମ୍ପ୍ରସାରଣ: ପୁନର୍ବାସ ଓ ଥଇଥାନ ପାଇଁ ଜନଶୁଣାଣି ଶିବିର ଆୟୋଜିତ

ଅନୁଗୁଳ : ଅନୁଗୁଳସ୍ଥିତ ନାଲକୋ ସ୍ମେଲଟର ପ୍ଲାଣ୍ଟର ସମ୍ପ୍ରସାରଣ ପ୍ରକ୍ରିୟା ପାଇଁ ଆଜି ନାଲକୋ ଟ୍ରେନିଂ ସେଣ୍ଟର ଅଡିଟୋରିୟମଠାରେ ପୁନର୍ବାସ ଓ ଥଇଥାନ (R&R) ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ…

Continue Readingନାଲକୋ ସ୍ମେଲଟର ସମ୍ପ୍ରସାରଣ: ପୁନର୍ବାସ ଓ ଥଇଥାନ ପାଇଁ ଜନଶୁଣାଣି ଶିବିର ଆୟୋଜିତ

ଚକାଡୋଳା ଏକାଦଶ କ୍ରିକେଟ ଟିମ୍ ଗଠିତ

ଅନୁଗୁଳ: ଅନୁଗୁଳରେ ନିକଟରେ ଏକ ନୂଆ ଦମଦାର ଫାଇଟର କ୍ରିକେଟ ଟିମ୍ ଗଠିତ ହୋଇଛି। ଟିମ୍ ର ପରିଚାଳନା ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ସାହୁ ରହିଥିବା ବେଳେ ଦଳର କ୍ୟାପଟେନ୍ ଭାବେ ମନ୍ଥନ ବାରିକ୍ ଓ ଟିମ୍ ମ୍ୟାନେଜର ଭାବେ ନିଶାନ…

Continue Readingଚକାଡୋଳା ଏକାଦଶ କ୍ରିକେଟ ଟିମ୍ ଗଠିତ

​ପିଲା ଚୋର ସନ୍ଦେହରେ ଗାଡ଼ି ଚାଳକଙ୍କୁ ସଂଘବଦ୍ଧ ଆକ୍ରମଣ: ୩ ଗିରଫ, ୧୧ ଜଣଙ୍କ ନାମରେ ମାମଲା

ଅନୁଗୁଳ: ପିଲା ଚୋର ସନ୍ଦେହରେ ଜଣେ ଗାଡି ଚାଳକଙ୍କୁ ସଂଘବଦ୍ଧ ଭାବେ ବର୍ବର ମାଡ଼ ମାରିବା ଘଟଣାରେ ପାଳଲହଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୧୧ ଜଣ ନାମିତ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ କେସ୍…

Continue Reading​ପିଲା ଚୋର ସନ୍ଦେହରେ ଗାଡ଼ି ଚାଳକଙ୍କୁ ସଂଘବଦ୍ଧ ଆକ୍ରମଣ: ୩ ଗିରଫ, ୧୧ ଜଣଙ୍କ ନାମରେ ମାମଲା

ନଇନି କୋଇଲା ପରିବହନ ବିବାଦ: ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ, ବାଇପାସ୍ ଦାବିରେ ଅଟଳ କୋଶଳା ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ନଇନି କୋଲ ମାଇନରୁ କୋଇଲା ପରିବହନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଜଟିଳ ରୂପ ଧାରଣ କରିଛି। କୋଶଳା ଗ୍ରାମବାସୀଙ୍କ ପକ୍ଷରୁ ଜାରି ରହିଥିବା ବିରୋଧ ପ୍ରଦର୍ଶନ ଆଜି ୧୭ ଦିନରେ ପହଞ୍ଚିଥିବା ବେଳେ ପ୍ରଶାସନ ସହ…

Continue Readingନଇନି କୋଇଲା ପରିବହନ ବିବାଦ: ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ, ବାଇପାସ୍ ଦାବିରେ ଅଟଳ କୋଶଳା ଗ୍ରାମବାସୀ

ମୂଲ୍ୟବୃଦ୍ଧି ଓ ପ୍ରଦୂଷଣ ବିରୋଧରେ ରାଜପଥକୁ ଓହ୍ଲାଇଲା ଏସ୍.ୟୁ.ସି.ଆଇ; ଅନୁଗୁଳରେ ବିଶାଳ ଶୋଭାଯାତ୍ରା

ଅନୁଗୁଳ : ରନ୍ଧନ ଗ୍ୟାସ୍ ଓ ଖାଇବା ତେଲ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ ଆଜି ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆଳ…

Continue Readingମୂଲ୍ୟବୃଦ୍ଧି ଓ ପ୍ରଦୂଷଣ ବିରୋଧରେ ରାଜପଥକୁ ଓହ୍ଲାଇଲା ଏସ୍.ୟୁ.ସି.ଆଇ; ଅନୁଗୁଳରେ ବିଶାଳ ଶୋଭାଯାତ୍ରା