ଅନୁଗୁଳରେ ପ୍ରଶାସନ ଓ ପୁଲିସର ଫ୍ଲାଗ୍ମାର୍ଚ୍ଚ
ଅନୁଗୁଳ: କରୋନା କଟକଣା ପାଳନକୁ କଡାକଡ଼ି କରିବା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଅନୁଗୁଳ ଉପଜିଲ୍ଲାପାଳଙ୍କ ସମେତ ବିଡିଓ, ତହସିଲଦାର, ମାଜିଷ୍ଟ୍ରେଟ୍ ଓ ପୁଲିସ ଅଧିକାରୀମାନେ ସହର ସାରା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଅମାନିଆଙ୍କୁ ଚେତାଇବା…




