ଅନୁଗୁଳରେ ପହଞ୍ଚିଲା ୨୫୦୦ ଟିକା

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପହଞ୍ଚିଛି ଆଉ ୨୫୦୦ ଟିକା। ପୁନଶ୍ଚ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗତ ସୋମବାର ଦିନ ଜିଲ୍ଲାରେ ଟିକା ଶେଷ ହୋଇଥିଲା। ଫଳରେ ମଙ୍ଗଳବାର ଓ ବୁଧବାର ଜିଲ୍ଲାର…

Continue Readingଅନୁଗୁଳରେ ପହଞ୍ଚିଲା ୨୫୦୦ ଟିକା

କରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ,ଟେଷ୍ଟିଂ ରିପୋର୍ଟ ବିଳମ୍ବ ନେଇ ଜନଅସନ୍ତୋଷ

ଅନୁଗୁଳ: ଗତ ଏକ ସପ୍ତାହ ଧରି ଅନୁଗୁଳ ଜିଲ୍ଲାରେ କରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ ହୋଇଛି । ସପିଂ କଲାବେଳେ ସାମାଜିକ ଦୂରତା ନରଖିବା,ମାସ୍କ ନପିନ୍ଧିବା, କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏହାଛଡା ଲକ୍ଷଣ ନଥିବା ଅନେକ ସଂକ୍ରମିତ ରୋଗ ଲୁଚାଇ ଖୁଲମଖୁଲା…

Continue Readingକରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ,ଟେଷ୍ଟିଂ ରିପୋର୍ଟ ବିଳମ୍ବ ନେଇ ଜନଅସନ୍ତୋଷ

ଅନୁଗୁଳରେ ଖୋଲିବ ତିନି ଦମକଳ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଉ ତିନିଟି ଦମକଳ କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପାଲଲହଡ଼ା ବ୍ଳକ୍‌ର ଖମାର, ଆଠମଲ୍ଲିକ ଉପଖଣ୍ଡ ତଥା କିଶୋରନଗର ବ୍ଳକ୍ର ବଇଣ୍ଡା ଓ ଅନୁଗୁଳ ବ୍ଳକ୍‌ର ଅନ୍ତୁଳିଆଠାରେ ଏହି ଦମକଳ କେନ୍ଦ୍ର…

Continue Readingଅନୁଗୁଳରେ ଖୋଲିବ ତିନି ଦମକଳ କେନ୍ଦ୍ର

ସିଲ୍ ହେଲା ମୋଦି କଲେକ୍ସନ

ଅନୁଗୁଳ: କୋଭିଡ ନିୟମ ପାଳନ ନ କରିବା ଅଭିଯୋଗରେ  ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପୁଲିସ | ସୋମବାର ଏହି ଦୋକାନରେ ପ୍ରବଳ ଭିଡ ହୋଇଥିଲାବେଳେ ଲୋକମାନେ ମାସ୍କ ପିନ୍ଧି ନଥିଲେ। ସେହିପରି ସାମାଜିକ ଦୂରତା ରକ୍ଷା…

Continue Readingସିଲ୍ ହେଲା ମୋଦି କଲେକ୍ସନ

ଥର୍ମାଲ ଯୋଗୁଁ ସନ୍ଥପଡ଼ା ମୌଜାରେ ଫସଲ ହାନି ପ୍ରସଙ୍ଗ

ଅନୁଗୁଳ : ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପକ୍ଷରୁ ଚାଷ ଜମିର କ୍ଷତିପୂରଣ ବାବଦରେ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତାଳଚେର ବ୍ଲକ୍ ସନ୍ଥପଡ଼ା ମୌଜାର ୭୨ ଏକର ଚାଷ ଜମି ଥର୍ମାଲ୍ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ…

Continue Readingଥର୍ମାଲ ଯୋଗୁଁ ସନ୍ଥପଡ଼ା ମୌଜାରେ ଫସଲ ହାନି ପ୍ରସଙ୍ଗ

ସଦର ମହକୁମା ଛାଡ଼ିପାରିବେନି ସ୍ବାସ୍ଥ୍ୟକର୍ମୀ, ଅଧିକାରୀ

ଅନୁଗୁଳ: ଜିଲ୍ଲାରେ କୋଭିଡ୍ ସ୍ଥିତି ଓ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ରବିବାର ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସମୀକ୍ଷା କରିଛନ୍ତି। କୋଭିଡ ହସପିଟାଲର ସଠିକ୍ ପରିଚାଳନା ନିମନ୍ତେ ଆକ୍ରାନ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଖରେ ଖାଦ୍ୟ ଓ…

Continue Readingସଦର ମହକୁମା ଛାଡ଼ିପାରିବେନି ସ୍ବାସ୍ଥ୍ୟକର୍ମୀ, ଅଧିକାରୀ

ନିଷ୍ପତ୍ତି ପରିବର୍ତ୍ତନ କଲା ବଣିକ ସଂଘ

ଅନୁଗୁଳ: ଆସନ୍ତା ୫ ତାରିଖରୁ ରାଜ୍ୟ ସରକାରଙ୍କ ଦ୍ବାରା ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଓଡିଶା ବ୍ୟବସାୟ ମହାସଙ୍ଘ ଅପରାହ୍ନ ୨ଟା ପରେ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି। ମଇ ୩ ରୁ ସାରା ରାଜ୍ୟରେ ଅପରାହ୍ନ…

Continue Readingନିଷ୍ପତ୍ତି ପରିବର୍ତ୍ତନ କଲା ବଣିକ ସଂଘ

ବୁଧବାରଠୁ ୧୪ ଦିନିଆ ଲକଡାଉନ୍

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଆସନ୍ତା ୫ ତାରିଖରୁ(ବୁଧବାର) ଠାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍‌ଡାଉନ୍‌ ଘୋଷଣା…

Continue Readingବୁଧବାରଠୁ ୧୪ ଦିନିଆ ଲକଡାଉନ୍

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଅନୁଗୁଳ: ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ୍ ବନ୍ଦ ହୋଇଯିବା ପରେ ଛଟେଇ ହୋଇଥିବା ୮୮୯ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ମିଳିବ ବୋଲି ଶୁକ୍ରବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଢେଙ୍କାନାଳ ସାଂସଦ…

Continue Readingଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଅନୁଗୁଳ ବଣିକ ସଂଘର ନିଷ୍ପତ୍ତି,ସକାଳ ୭ରୁ ଅପରାହ୍ନ ୩ ଯାଏଁ ଦୋକାନ ଖୋଲା

ଅନୁଗୁଳ: ଶିଳ୍ପଜିଲ୍ଲା ଅନୁଗୁଳରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ଗାଁ’ଠୁ ସହର, ସବୁଠି ଏହାର ଆତଙ୍କ ପରିଲକ୍ଷିତ ହେଉଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ ଏଥିରୁ ବର୍ତ୍ତି ବାର ଏକମାତ୍ର ପ୍ରତିଷେଧକ ହେଉଛି ସତର୍କତା।…

Continue Readingଅନୁଗୁଳ ବଣିକ ସଂଘର ନିଷ୍ପତ୍ତି,ସକାଳ ୭ରୁ ଅପରାହ୍ନ ୩ ଯାଏଁ ଦୋକାନ ଖୋଲା