କଲ୍ୟାଣ ମଣ୍ଡପକୁ ନେଇ ଛକାପଞ୍ଝା ପ୍ରସଙ୍ଗ ପ୍ରଶାସନିକ ହସ୍ତକ୍ଷେପ, ଯୁଗ୍ମ ତଦନ୍ତ

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ଦୁର୍ଗାମଣ୍ଡପ ପରିସରରେ ଏକ ଘରୋଇ ସଂସ୍ଥା ବେଆଇନ୍ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ନେଇ ବିବାଦ ଉଗ୍ର ରୂପ ନେଉଥିବା ବେଳେ ଏଥିରେ ପ୍ରଶାସନ ହସ୍ତକ୍ଷେପ କରିଛି। ବିପକ୍ଷ ଗୋଷ୍ଠୀ ବେଆଇନ୍ କଲ୍ୟାଣ ମଣ୍ଡପକୁ ହଟାଇବା ଦାବିରେ…

Continue Readingକଲ୍ୟାଣ ମଣ୍ଡପକୁ ନେଇ ଛକାପଞ୍ଝା ପ୍ରସଙ୍ଗ ପ୍ରଶାସନିକ ହସ୍ତକ୍ଷେପ, ଯୁଗ୍ମ ତଦନ୍ତ

ଜରପଡ଼ା ଜୋନ୍‌ର ଜିଲ୍ଲା ପରିଷଦ ଉପନିର୍ବାଚନ ସ୍ଥଗିତ

ଅନୁଗୁଳ: ସ୍ଥଗିତ ହୋଇଛି ଅନୁଗୁଳ ଜିଲ୍ଲାର ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌( ଜରପଡ଼ା)ରେ ଉପନିର୍ବାଚନ । କରୋନାର ଭୟବହତା ସାଙ୍ଗକୁ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର ଏହି ଘୋଷଣା କରିଛନ୍ତି। ଆସନ୍ତା ୨୮…

Continue Readingଜରପଡ଼ା ଜୋନ୍‌ର ଜିଲ୍ଲା ପରିଷଦ ଉପନିର୍ବାଚନ ସ୍ଥଗିତ

ଆଜିଠୁ ୩୬ଟି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ

ଅନୁଗୁଳ: କରୋନା ବିରୁଦ୍ଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। କରୋନାର ଲେଉଟାଣି ସାଙ୍ଗକୁ କଠୋର ହୋଇଛି କଟକଣା। ପୁଣି ଫେରିଛି ରାତ୍ରିକାଳୀନ କର୍ଫ୍ୟୁ। ଶନିବାର ରାତିରୁ ନାଇଟ୍ କର୍ଫ୍ୟୁ ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ଏଥିପାଇଁ ଅନୁଗୁଳ…

Continue Readingଆଜିଠୁ ୩୬ଟି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ

ସାନିଟାଇଜ୍ ହେଲା କୋର୍ଟ ପରିସର

ଅନୁଗୁଳ: କରୋନା ସଂକ୍ରମିତ ହୋଇ ଅନୁଗୁଳର ଜଣେ ଆଇନ୍‌ଜୀବୀଙ୍କ ମୃତ୍ୟୁ ହେବା ପରେ ଭୟର ବାତାବରଣ ଖେଳିଯାଇଛି। ସ୍ଵର୍ଗତ ଆଇନ୍‌ଜୀବୀ କରୋନାରେ ଆଖି ବୁଜିବା ପୂର୍ବରୁ ଅନୁଗୁଳ କୋର୍ଟକୁ ଆସିଥିଲେ । କୋର୍ଟର ଅନ୍ୟ ଦୁଇ ଜଣ ଆଇନ୍‌ଜୀବୀ କରୋନା ସଂକ୍ରମିତ…

Continue Readingସାନିଟାଇଜ୍ ହେଲା କୋର୍ଟ ପରିସର

୯୧ ଦୋକାନୀଙ୍କ କରୋନା ଟେଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ କରୋନା ପରୀକ୍ଷା ଓ ଟିକାକରଣକୁ ଗୁରୁତ୍ଵ ଦେଉଛି। ସଦର ମହକୁମାକୁ ସର୍ବାଧିକ ଲୋକଙ୍କ ଆତଯାତ ଥିବାରୁ ପୁନର୍ବାର ସହରର…

Continue Reading୯୧ ଦୋକାନୀଙ୍କ କରୋନା ଟେଷ୍ଟ

ଏ ବର୍ଷ ବିନାଭକ୍ତରେ ହିଙ୍ଗୁଳା ଯାତ୍ରା

ଅନୁଗୁଳ: କୋଭିଡ୍ ସଂକ୍ରମଣ ବଢୁଥିବାରୁ ଏଥର ତାଳଚେରର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବକୁ ବାତିଲ କରାଯାଇଛି । କେବଳ ପରମ୍ପରା ରକ୍ଷା ପାଇଁ ମା’ଙ୍କ ପାରମ୍ପରିକ ନୀତିନିୟମ ଅନୁସାରେ ପୂଜାର୍ଚ୍ଚନା କୋଭିଡ୍ ନିୟମ ଅନୁସାରେ କରାଯିବା ସହ କୌଣସି…

Continue Readingଏ ବର୍ଷ ବିନାଭକ୍ତରେ ହିଙ୍ଗୁଳା ଯାତ୍ରା

ଅନୁଗୁଳ ସହର ପାଇଁ ୫ ଟିମ୍

ଅନୁଗୁଳ: କୋଭିଡ କଟକଣା ପାଳନ ନେଇ ସରକାର ଗୁରୁତ୍ବ ଦେବା ପରେ ଜିଲ୍ଲା ପ୍ରଶାସନ ଚଢ଼ଉ ଜୋରଦାର କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀମାନେ ବିଭିନ୍ନ ସ୍ଥାନ ଚଢଉ କରି ଯାଞ୍ଚ କରୁଛନ୍ତି । ବିଶେଷକରି ମାସ୍କ…

Continue Readingଅନୁଗୁଳ ସହର ପାଇଁ ୫ ଟିମ୍

ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣ ମନା

ଅନୁଗୁଳ: କରୋନା ସଂକ୍ରମଣ ବଢିବା ପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଛି ପ୍ରଶାସନ ଓ ଜନସାଧାରଣଙ୍କ ଭିତରେ ଥିବା ସଂପର୍କ ଉପରେ। ସୋମବାରଠାରୁ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଅତିରିକ୍ତ…

Continue Readingସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣ ମନା

୩ ସାଇବର ଠକ ଗିରଫ

ଅନୁଗୁଳ : ବୁଲେଟ୍ ବିକ୍ରିର ବିଜ୍ଞାପନ ଦେଖାଇ ବିକ୍ରମପୁର ଥାନା ଇଲାକାର ଜଣେ ବ୍ୟକ୍ତିଙ୍କଠାରୁ ୬୭ ହଜାର ଟଙ୍କା ଠକିନେଇଥିବା ତିନି ସାଇବର୍ ଠକଙ୍କୁ ବାନ୍ଧିବାରେ ସଫଳ ହୋଇଛି ତାଳଚେର ବିକ୍ରମପୁର ଥାନା ପୁଲିସ। ବାରିପଦାରୁ ଦୁଇ ଭାଇଙ୍କ ସମେତ ୩…

Continue Reading୩ ସାଇବର ଠକ ଗିରଫ

ଚାକିରି ଲୋଭ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଅନୁଗୁଳ: ସପିଂ ମଲ୍‌ରେ ଭେଟଘାଟ । ଜିନିଷ ପତ୍ର କିଣିବାକୁ ବାରମ୍ବାର ଯାତାୟାତ ଭିତରେ ଗଢି ଉଠିଲା ପ୍ରେମ ସମ୍ପର୍କ, ନିବିଡ଼ତା । ବଡ଼ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ସପିଂମଲର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲା ଯୁବକ ।…

Continue Readingଚାକିରି ଲୋଭ ଦେଖାଇ ଯୁବତୀଙ୍କୁ ବଳାତ୍କାର