Browsing Category
ମୁଖ୍ୟ ଖବର
ତାଳଚେର ଥର୍ମାଲରେ ଏନ.ଟି.ପି.ସିର ୫୦ ତମ ପ୍ରତିଷ୍ଠା ଦିବସ ପାଳିତ, ୫୦ ଟି ଗଛ ଲଗାଇଲେ କମ୍ପାନୀ କର୍ତ୍ତୃପକ୍ଷ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲରେ ଏନଟିପିସିର ୫୦ ତମ ପ୍ରତିଷ୍ଠା ଦିବସ ଖୁବ ଧୁମଧାମରେ ପାଳିତ ହୋଇଛି। ପ୍ରଥମେ ନୂତନ ଭାବେ ତିଆରି କରାଯାଇଥିବା ପ୍ରୋଜେକ୍ଟ ଅଫିସ ପ୍ରାଙ୍ଗଣରେ ଏନ.ଟି.ପି ସି. ପତାକା ଉତ୍ତୋଳନ…
Read More...
Read More...
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ, ୩୦ଟି ଷ୍ଟଲରୁ କିଣାକିଣିର ମଜା ନେଉଛନ୍ତି ଅଞ୍ଚଳବାସୀ
ଅନୁଗୁଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ।…
Read More...
Read More...
ଅଶ୍ଳୀଳ ଫଟୋ ଭାଇରାଲ ପରେ ଆତ୍ମହତ୍ୟା କରିଥିଲେ ମହିଳା, ଆଜି ଅଭିଯୁକ୍ତ ଯୁବକକୁ ବାନ୍ଧିଲା ପୋଲିସ
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅର୍ନ୍ତଗତ ବଡତ୍ରିବିଡା ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଯୋଗୁଁ ସମ୍ପୃକ୍ତ ମହିଳା ଲାଜରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ…
Read More...
Read More...
ଟ୍ୟୁସନ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଅନୁଗୁଳ: ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଟ୍ୟୁସନ ସାରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ୨୦୨୨ ମସିହାରେ ହଣ୍ଡପା ଅଞ୍ଚଳରେ ଜଣେ ଟ୍ୟୁସନ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଟ୍ୟୁସନ ଶିକ୍ଷକଙ୍କୁ ଆଜି ଅତିରିକ୍ତ ଜିଲ୍ଲା ତଥା…
Read More...
Read More...
ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଜମି କିଣିବା ଓ ଘର ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା
ଭୁଵନେଶ୍ବର : ଏଣିକି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଜମି କିଣିବା ଓ ଘର ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା। ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ହାଇସ୍କୁଲ…
Read More...
Read More...
ଶିକ୍ଷକଙ୍କ ପ୍ରେମ ନିଶା ମହଙ୍ଗା ପଡ଼ିଲା: ନିଲମ୍ବିତ ହେଲେ
ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଗୋଟିଏ ୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଣେ ଶିକ୍ଷୟିତ୍ରୀଙ୍କୁ ପ୍ରେମ ନିବେଦନ କରି ଶେଷରେ ନିଲମ୍ବିତ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସୁରେଶ ସେଠି ନାମକ ଏହି…
Read More...
Read More...
ବାକି ନ’ ଦେବାରୁ ଚା’ ଦୋକାନୀକୁ ଛୁରା ମାଡ଼
ଅନୁଗୁଳ: ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡ ମାରୱାଡ଼ି ଯୁବ ମଞ୍ଚ ପାଣି ଟାଙ୍କି ନିକଟରେ ଜଣେ ଚା' ଦୋକାନୀଙ୍କୁ ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ଛୁରା ମାଡ଼ ହୋଇଛି।
ଧୀରେନ ନାୟକ ନାମକ ଜନୈକ ଶାକସୀଙ୍ଗାର ଯୁବକ ଉକ୍ତ…
Read More...
Read More...
ଦେଶ ପାଇଁ ଖେଳିବେ ତାଳଚେରର ପୁଅ ସନ୍ତୋଷ: ଭାରତୀୟ ଦିବ୍ୟାଙ୍ଗ (ବଧୀର)କ୍ରିକେଟ୍ ଟିମରେ ପାଇଲେ ସ୍ଥାନ
ଅନୁଗୁଳ: ଦେଶର ପ୍ରତିନିଧିତ୍ୱ କରିବେ ତାଳଚେର ମାଟିର ପୁଅ। ଭାରତ ପାଇଁ ଖେଳିବେ ତାଳଚେର ହାଟତୋଟା ୧୫ ନମ୍ବର ୱାର୍ଡର ବସନ୍ତ କୁମାର ମହାପାତ୍ର ଓ ସଂଧ୍ୟାରାଣୀ ମହାପାତ୍ରଙ୍କ ବଡ଼ ପୁଅ ସନ୍ତୋଷ କୁମାର ମହାପାତ୍ର। ସନ୍ତୋଷ…
Read More...
Read More...
ଆଉ ନ୍ୟାୟ ପାଇଁ ଦୌଡ଼ିବାକୁ ପଡ଼ିବନି ଦୂରକୁ, ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ
ଭୁବନେଶ୍ବର: ଆଉ ନ୍ୟାୟ ପାଇଁ ଦୌଡ଼ିବାକୁ ପଡ଼ିବନି ଦୂରକୁ। ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ। ଏଣିକି ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ। ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ।
ଆଇନ ମନ୍ତ୍ରୀ ପୃଥ୍ବୀରାଜ…
Read More...
Read More...
ଜିଏସ୍ଟି ଅଫିସ ଆଗରେ ବ୍ୟବସାୟୀଙ୍କ ବିକ୍ଷୋଭ
ଅନୁଗୁଳ: ବୁଧବାର ଦିନ ଅନୁଗୁଳର ସମସ୍ତ ଛୋଟ ବଡ଼ ବ୍ୟବସାୟୀ ମାନେ ସିଟି ଏବଂ ଜିଏସ୍ଟି ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ଧନତେରସ ସମୟରେ ଜୟପୁର ର ବିଶିଷ୍ଟ ସୁନା ବ୍ୟବସାୟୀ ଭି.ହରିପ୍ରସାଦଙ୍କ ଦୋକାନ…
Read More...
Read More...