କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ, ଶ୍ରମିକ ଏକତା ମଞ୍ଚ ପ୍ରତିନିଧି

ଅନୁଗୁଳ: ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ) ଶ୍ରମିକ ଏକତା ମଞ୍ଚର ଏକ ପ୍ରତିନିଧି ମଣ୍ଡଳ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ବରଠାରେ ଭେଟିଛନ୍ତି । ପୁରୁଣା ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବା ସଙ୍ଗେ ସଙ୍ଗେ ନୂତନ ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ଆରମ୍ଭ…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ, ଶ୍ରମିକ ଏକତା ମଞ୍ଚ ପ୍ରତିନିଧି

ମଣ୍ଡପରେ ହୋଟେଲ ନେଇ ଛକାପଞ୍ଝା, ବୈଠକ ବନ୍ଦ କଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ଦୁର୍ଗାମଣ୍ଡପ ପକ୍ଷରୁ ରବିବାର ଏକ ବୈଠକ ଡକାଯାଇଥିବା ବେଳେ ଏହାକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। କରୋନା ସମୟରେ କୌଣସି ବୈଠକ ହୋଇପାରିବ ନାହିଁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଥିବାରୁ ବୈଠକ ବନ୍ଦ କରାଯାଇଥିବା ସୂଚନା…

Continue Readingମଣ୍ଡପରେ ହୋଟେଲ ନେଇ ଛକାପଞ୍ଝା, ବୈଠକ ବନ୍ଦ କଲା ପ୍ରଶାସନ

ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ସମ୍ମିଳନୀ

ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ନନ୍ଦ…

Continue Readingଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ସମ୍ମିଳନୀ

ମାସ୍କ୍ ଯାଞ୍ଚ, ୧୮ ହଜାର ଜରିମାନା

ଅନୁଗୁଳ: ବଅଁରପାଳ ବ୍ଳକ୍‌ର ସନ୍ତ୍ରୀ ବଜାର ଅଞ୍ଚଳରେ ଶନିବାର ତହସିଲ୍ ପ୍ରଶାସନ ପକ୍ଷରୁ ମାସ୍କ୍ ଯାଞ୍ଚ କରାଯାଇଥିଲା । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ପୂର୍ବାହ୍ନରେ ସନ୍ତ୍ରୀଛକ ବଜାରରେ ଅଚାନକ ଚଢ଼ଉ କରି କରୋନା…

Continue Readingମାସ୍କ୍ ଯାଞ୍ଚ, ୧୮ ହଜାର ଜରିମାନା

ମାନିଲେନି କରୋନା କଟକଣା, ବସ୍ ଜବତ

ଅନୁଗୁଳ: କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ପରିସ୍ଥିତିରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଜରୁରି ହୋଇପଡ଼ିଛି । କିଶୋରନଗର ବ୍ଲକ୍ ପ୍ରଶାସନ ପକ୍ଷରୁ ଆଜି କଡ଼ାକଡ଼ି ଭାବେ ମାସ୍କ ଯାଞ୍ଚ କରାଯାଇଥିଲା। ତହସିଲଦାର…

Continue Readingମାନିଲେନି କରୋନା କଟକଣା, ବସ୍ ଜବତ

କୃଷି ସଚେତନତା ରଥ ଉଦ୍‌ଘାଟିତ

ତାଳଚେର: ତାଳଚେର କୃଷି ସେବା ଓ ପରାମର୍ଶ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ କୃଷି ସଚେତନତା ରଥ ଉଦ୍‌ଘାଟିତ ହୋଇଛି। ତାଳଚେର ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା, କୃଷି ରଥର ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ‘ଆତ୍ମା’ର ଅଧ୍ୟକ୍ଷ ନରେଶଚନ୍ଦ୍ର ବେହେରା, ଜିଲ୍ଲା…

Continue Readingକୃଷି ସଚେତନତା ରଥ ଉଦ୍‌ଘାଟିତ

ମାସ୍କ ଯାଞ୍ଚ କଡ଼ାକଡ଼ି, ୨୨୦୦ ଟଙ୍କା ଜରିମାନା ଆଦାୟ

ଅନୁଗୁଳ:କରୋନା ସଂକ୍ରମଣ ରୋକିବା ପାଇଁ ପାଳଲହଡ଼ା ଟାଉନରେ ଶୁକ୍ରବାର କଡ଼ାକଡ଼ି ଭାବେ ମାସ୍କ ଯାଞ୍ଚ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନଙ୍କ ଉପସ୍ଥିତିରେ…

Continue Readingମାସ୍କ ଯାଞ୍ଚ କଡ଼ାକଡ଼ି, ୨୨୦୦ ଟଙ୍କା ଜରିମାନା ଆଦାୟ

ଅନୁଗୁଳର ନୂଆ ଡିଆଇପିଆରଓ

ଅନୁଗୁଳ: ୪ ମାସ ହେଲା ଖାଲି ପଡ଼ିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ(ଡିଆଇପିଆରଓ ) ପଦବୀରେ ଶୁକ୍ରବାର ଦୁଃଖବନ୍ଧୁ ମାଝି ଯୋଗଦାନ କରିଛନ୍ତି । ଶ୍ରୀ ମାଝି ଏହାପୂର୍ବରୁ ଗତ ୫ବର୍ଷ ଧରି ପାଳଲହଡ଼ା ଉପଖଣ୍ଡ ସୂଚନା ଓ…

Continue Readingଅନୁଗୁଳର ନୂଆ ଡିଆଇପିଆରଓ

‘ଓଟିଇଟି’ ଦେଲେ ୩୦୭୫ ପରୀକ୍ଷାର୍ଥୀ

ଅନୁଗୁଳ: ଓଡ଼ିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ଶୁକ୍ରବାର ଅନୁଗୁଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଅନୁଗୁଳ ସହର ଓ ଏହାର ଉପକଣ୍ଠର ମୋଟ୍ ୫ଟି ସେଣ୍ଟରେ ସମୁଦାୟ ୩୦୭୫ ଜଣ ପରୀକ୍ଷାର୍ଥୀ ଏହି ଟେଷ୍ଟ ଦେଇଥିଲେ ।…

Continue Reading‘ଓଟିଇଟି’ ଦେଲେ ୩୦୭୫ ପରୀକ୍ଷାର୍ଥୀ

ଗୋବଂଶ ରକ୍ଷା ଦାବିରେ ବିକ୍ଷୋଭ

ଅନୁଗୁଳ: ଓଡ଼ିଶାରେ ସକ୍ରିୟ ହୋଇଛନ୍ତି ଗୋମାଫିଆ । ହିନ୍ଦୁମାନଙ୍କ ଆରାଧ୍ୟ ଗୋବଂଶକୁ ଖୋଲାଖୋଲି ହତ୍ୟା ଉଦ୍ଦେଶ୍ୟରେ ଗୋ ତସ୍କରି ଚଳାଇଛନ୍ତି । ଶିଳ୍ପନଗରୀ ଅନୁଗୁଳରେ ମଧ୍ୟ ଗୋ ତସ୍କରି ବଢ଼ିବାରେ ଲାଗିଛି। ଗୋହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଗୁରୁବାର ବିଶ୍ୱ…

Continue Readingଗୋବଂଶ ରକ୍ଷା ଦାବିରେ ବିକ୍ଷୋଭ