ସ୍ଥାୟୀ ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଧାରଣା

ଅନୁଗୁଳ: ଜିନ୍ଦଲ ଷ୍ଟିଲ୍‌ ଆଣ୍ତ ପାୱାର ଲିମିଟେଡ୍‌ ଦ୍ବାରା ବିସ୍ଥାପିତ ଜଣେ ଜମିହରା ପ୍ରଜା ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ଥାୟୀ ନିଯୁକ୍ତି ଦାବି କରି ସେ ଜିଲ୍ଲା କାର୍ଯ୍ୟାଳୟରେ ସପରିବାର ଧାରଣାରେ ବସିଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ବେ କିଛି ସୁଫଳ ମିଳୁନି।…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଧାରଣା

ଟ୍ରେନ୍ ଯୋଗେ କୋଇଲା ପରିବହନ ନିଷ୍ପତ୍ତିକୁ ବିରୋଧ

ଅନୁଗୁଳ : ତାଳଚେରରୁ ଟ୍ରକ୍ ପରିବର୍ତ୍ତେ ଟ୍ରେନ୍ ଯୋଗେ କୋଇଲା ପରିବହନ କୁ ବିରୋଧ କରିଛି ଟ୍ରକ୍ ମାଲିକ ସଂଘ। ସୋମବାର ଜିଲ୍ଲାପାଳଙ୍କୁ ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଆଗମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ…

Continue Readingଟ୍ରେନ୍ ଯୋଗେ କୋଇଲା ପରିବହନ ନିଷ୍ପତ୍ତିକୁ ବିରୋଧ

ସାତକୋଶିଆ ସାମ୍ବାଦିକ ସ˚ଘର ବୈଠକ

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ସାତକୋଶିଆ ସାମ୍ବାଦିକ ସ˚ଘର ବାର୍ଷିକ ସାଧାରଣ ବୈଠକ ରବିବାର ଲକ୍ଷ୍ମଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ସ˚ଘ ସଭାପତି ଦିନେଶ ଦେହୁରୀ ବୈଠକରେ ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସୌରଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ସ˚ଘର…

Continue Readingସାତକୋଶିଆ ସାମ୍ବାଦିକ ସ˚ଘର ବୈଠକ

ଓଡିଶାର ୧୦ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଅନୁଗୁଳ: ଅନୁଗୁଳ ସମେତ ଓଡିଶାର ୧୦ଟି ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ରବିବାର ଦିନ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସୂଚନା ଅନୁଯାୟୀ, ଅନୁଗୁଳ, ବୌଦ୍ଧ, ସୋନପୁର, କନ୍ଧମାଳ ଏବଂ ନୟାଗଡ଼, ଜଗତସିଂହପୁର,…

Continue Readingଓଡିଶାର ୧୦ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଚର୍ଚ୍ଚାରେ ସା˚ସଦଙ୍କ କ୍ୟାଲେଣ୍ତର

ଅନୁଗୁଳ: ନୂଆବର୍ଷ ଆସିଲେ ଡାଏରୀ, ପେନ୍, କ୍ୟାଲେଣ୍ଡର ଆଦି ଉପହାର ଦେଇ ଅନ୍ୟକୁ ଶୁଭେଚ୍ଛା ଜଣାଇବାକୁ ଅନେକ ପସନ୍ଦ କରିଥାନ୍ତି। ମାଗଣା ସରକାରୀ ଚାଉଳ, ଗହମକୁ ଆଶା କଲାଭଳି ଅନେକେ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି। ମାଗଣା ଫୁଲତୋଡ଼ା, ଡାଏରୀ, ଟେବୁଲ୍‌…

Continue Readingଚର୍ଚ୍ଚାରେ ସା˚ସଦଙ୍କ କ୍ୟାଲେଣ୍ତର

ଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା

ଭୁବନେଶ୍ବର: ପୁଣିଥରେ ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସାଧାରଣ ଟିକସଦାତାଙ୍କ କ୍ଷେତ୍ରରେ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ଆହୁରି ୧୦ ଦିନ ବୃଦ୍ଧି କରି ଏହାର ଶେଷ ତାରିଖ ଜାନୁଆରି ୧୦…

Continue Readingଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା

ନୂଆବର୍ଷରେ ଜାଡ଼ରେ ଥରିବ ଓଡ଼ିଶା

ଅନୁଗୁଳ: ଓଡ଼ିଶାକୁ ମାଡ଼ି ଆସୁଛି ହାଡ଼ଭଙ୍ଗା ଶୀତ। ଅସହ୍ୟ ଜାଡ଼ରେ ଥରିବ ଓଡ଼ିଶା। ୩୦ରୁ ଜାନୁଆରୀ ୨ ଯାଏ ପ୍ରବଳ ଶୀତ ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ଶୀତ ଲହରି ନେଇ ସତର୍କ ସୂଚନା…

Continue Readingନୂଆବର୍ଷରେ ଜାଡ଼ରେ ଥରିବ ଓଡ଼ିଶା

ପେଶାଗତ ହୋଇ ତଦନ୍ତ କରିବାକୁ ଆଇପିଏସଙ୍କୁ ପରାମର୍ଶ ଦେଲେ ପୋଲିସ ଡିଜି

ଅନୁଗୁଳ: ସୋସିଆଲ୍ ମିଡିଆ ସ୍ପିଡ୍ ସହ ତାଳ ଦେଇ କାମ କରିବାକୁ ପଡ଼ିବ । ସୋସିଆଲ ମିଡିଆରେ ତଥ୍ୟ, ଅଭିଯୋଗ ଓ ଗୁଜବ ଯେତେ ଶୀଘ୍ର ପ୍ରସାରିତ ହେଉଛି ପୁଲିସକୁ ସେହି ଅନୁସାରେ ତାଳ ଦେଇ କାମ କରିବାକୁ ପଡ଼ିବ ।…

Continue Readingପେଶାଗତ ହୋଇ ତଦନ୍ତ କରିବାକୁ ଆଇପିଏସଙ୍କୁ ପରାମର୍ଶ ଦେଲେ ପୋଲିସ ଡିଜି

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯୁବ ଓ ଛାତ୍ର ବିଜେଡି କର୍ମକର୍ତା

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ରାଜା ଛକଠାରେ ଅନୁଗୁଳ ଯୁବ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ୫…

Continue Readingମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯୁବ ଓ ଛାତ୍ର ବିଜେଡି କର୍ମକର୍ତା

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିତର୍କ ପ୍ରତିଯୋଗିତା

ଅନୁଗୁଳ: କେନ୍ଦ୍ର କ୍ରୀଡ଼ା ଏବ˚ ଯୁବ ସେବା ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଅନୁଗୁଳ ସହାୟତାରେ ଏକ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଭର୍ଚୁଆଲ୍‌ ମୋଡ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ୫୦ରୁ…

Continue Readingନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିତର୍କ ପ୍ରତିଯୋଗିତା