ତାଳଚେର ଡାକ୍ତରଖାନାରେ କୋଭିଡ୍ ଟିକାକରଣ ଆରମ୍ଭ
ତାଳଚେର: ତାଳଚେର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଗୁରୁବାର କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତାଳଚେର ଏଡିଏମ୍ଓ ଡା. କେ. ମହନ୍ତ, ଥାନା ଆଇଆଇସି ସତ୍ୟବ୍ରତ ରାଉତ, ପୌରନିର୍ବାହୀ ଅଧିକାରିଣୀ ରଶ୍ମୀରେଖା ଅମାନ୍ତ ଏହାକୁ ଉଦ୍ଘାଟନ କରିଥିଲେ । ପ୍ରଥମ…
