ଅନୁଗୁଳ: ହୋଣ୍ଡା ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀହୋଣ୍ଡାରେ ପବିତ୍ର ପୂଜା ପଇ ଏକ୍ସଚେଞ୍ଜ ଓ ରଣମେଳା ଆରମ୍ଭ ହୋଇଛି। ଏହି ମେଳାରେ ପାର୍ବଣର ଖୁସିକୁ ଦୁଇଗୁଣିତ କରିବାକୁ ଲକ୍ଷ୍ମୀହୋଣ୍ଡା ନିଜ ଗ୍ରହକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ଆରମ୍ଭ କରିଛି। ଏହି ମେଳାରେ ଗ୍ରାହକଙ୍କୁ ହୋଣ୍ଡାର ସମସ୍ତ ମଡେଲ ଏବଂ ରଙ୍ଗର ଦେଖିବାକୁ ମିଳିବ। ପ୍ରତ୍ୟେକ ଗାଡ଼ିର କ୍ରୟ ଉପରେ ସ୍କ୍ରାଚ୍ ଏବଂ ଉଇନ୍ ମାଧ୍ୟମରେ ନିଶ୍ଚିତ ଉପସ୍ଥର ରଖାଯାଇଛି। ଋଣ ସୁବିଧା ଯେପରି ଯେଉଁଥରେ ଗ୍ରାହକମାନେ ଷ୍ଟ୍ରାଚ୍ କାର୍ଡ ମାଧ୍ୟମରେ ନିଶ୍ଚିତ ଉପହାର ପଇପାରିବେ ଯଥା ଏଲଇଡ଼ି ଟିଭି, ଫ୍ରିଜ୍, ମାଇକ୍ରୋଓଭନ, ଫ୍ରାଏପ୍ୟାନ୍, ଆଇରନ୍, ଲ୍ୟାପ୍ଟପ୍ ବ୍ୟାଗ୍ ଇତ୍ୟାଦି। ତା’ସହିତ ୧୦୦% ଫାଇନନ୍ସର ସୁବିଧା ୫.୯୯% ସୁଧହାର ସ୍ଵଳ୍ପ ଇଏମଆଇର ସୁବିଧା ଏବଂ ଗ୍ରାହକମାନେ ନିଜର ପୁରୁଣା ଗାଡ଼ି ବଦଳାଇବା ସହିତ ୨୦୦୦/- ଟଙ୍କା ଏକ୍ସଚେଞ୍ଜ ବୋନସର ଲାଭ ମଧ୍ୟ ଉଠାଇ ପାରିବେ। ଏ ସଂକ୍ରାନ୍ତରେ ଲକ୍ଷ୍ମୀହୋଣ୍ଡା, ପଞ୍ଚମହଲା, ଅନୁଗୋଳ-୮୯୦୮୦୨୫୦୦୦,୮୯୦୮୦୪୫୦୦୦ ରେ ଯୋଗଯୋଗ କରିବାକୁ ଲକ୍ଷ୍ମୀ ହୋଣ୍ଡାର ସ୍ଵତ୍ତାଧିକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି।
‘ଲକ୍ଷ୍ମୀହୋଣ୍ଡା’ ପକ୍ଷରୁ ଏକ୍ସଚେଞ୍ଜ ଓ ଋଣମେଳା
- Post published:October 12, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul