ଅନୁଗୁଳ: ପବିତ୍ର ରଥଯାତ୍ରାରେ ଲୋକାର୍ପିତ ହୋଇଛି ଅନୁଗୁଳ ପୌରପାଳିକାର ନୂଆ ଅଳିଆ ଗାଡ଼ି। ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଗାଡ଼ିଗୁଡ଼ିକୁ ଲୋକାର୍ପିତ କରିଛନ୍ତି | ମ୍ୟୁନିସିପାଲିଟିରେ ବର୍ତମାନ ସଫେଇ ସମସ୍ୟା ଲାଗି ରହିଥିବା ବେଳେ ଘରକୁ ଘର ବୁଲି ଓଦା ଏବଂ ଶୁଖିଲା ଅଳିଆ ସଂଗ୍ରହ ପାଇଁ ଏ ଗାଡ଼ି ଗୁଡ଼ିକୁ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପୌରପାଳିକା ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସମେତ ପୌରପାଳିକା କର୍ମଚାରୀମାନେ ଉପସ୍ଥିତ ଥିଲେ।
ପରିମଳ ପାଇଁ ଅଳିଆ ଗାଡ଼ି ଲୋକାର୍ପିତ
- Post published:July 13, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
You Might Also Like
ଜାଲ୍ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି, ୧୦ ବର୍ଷ ଧରି ଶିକ୍ଷକତା କରୁଥିବା ଯୁବକଙ୍କୁ ବାନ୍ଧିଲା ଅନୁଗୁଳ ପୋଲିସ
ଆଠ ମଲ୍ଲିକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର: ହିଞ୍ଜିଳିରୁ କେତେ ଦାଦନ ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କଲେ ପ୍ରଶ୍ନ






