ଅନୁଗୁଳ: ଅନୁଗୁଳ ପୌର ପାଳିକାର ରାସ୍ତା ଆଲୁଅ ପରିଚାଳନା ଇଏସ୍ଏସ୍ଏଲ୍ କମ୍ପାନୀକୁ ଦିଆଯାଇଛି। ପୋୖରପାଳିକା କର୍ମଚାରୀ ଗୋଟେ କମ୍ପ୍ଲେନ ରେଜିଷ୍ଟ୍ରର ଧରି କେବଳ ଅଫିସରେ ବସୁଛନ୍ତି। ଯେତେ ଯିଏ ଅଭିଯୋଗ କଲେବି ନା ଠିକା କମ୍ପାନୀ ନା ପୌରପାଳିକା କେହି ଶୁଣୁଛନ୍ତି। ଅନୁଗୁଳ ସହରରେ ଏବେ ଦିନସାରା ରାସ୍ତା ଆଲୁଅ ଜଳୁଛି କିନ୍ତୁ ରାତି ସାରା ଅନ୍ଧାର ରହୁଛି।ରାତିରେ ଅନ୍ଧାର ଯୋଗୁଁ ଦୁର୍ଘଟଣା ଘଟୁଛି,ମଦୁଆଙ୍କ ଉତ୍ପାତ ବଢୁଛି। ଅଯଥା ବିଜୁଳି ଅପବ୍ୟୟ ହେଉଛି। ପୌରପାଳିକା ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଇଏସ୍ଏସ୍ଏଲ୍କୁ ଦିଶୁନି ଦିନ ଆଲୁଅ ରାତି ଅନ୍ଧାର
- Post published:May 4, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
