ପାର୍ବଣ ପୂର୍ବରୁ ବାଣ ଚଢ଼ଉ: ଦୁଇଟି ଜାଗାରୁ ବିପୁଳ ବାଣ ଜବତ କରିବା ସହ ୩ ଜଣଙ୍କୁ ଗିରଫ କଲା ଅନୁଗୁଳ ପୁଲିସ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ପୋଲିସ ପାଟ୍ରୋଲିଂ ବେଳେ ବାଣ ଭର୍ତ୍ତି ଏକ ଗାଡ଼ିକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।ପୋଲିସ ସୂଚନା ଅନୁସାରେ, ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି-୩୫-ଏଫ୍‌-୯୪୩୬)ରେ ଚୋରା ବାଣ ଯାଉଥିବା ଖବର ପାଇ ଅନୁଗୁଳ…

Continue Readingପାର୍ବଣ ପୂର୍ବରୁ ବାଣ ଚଢ଼ଉ: ଦୁଇଟି ଜାଗାରୁ ବିପୁଳ ବାଣ ଜବତ କରିବା ସହ ୩ ଜଣଙ୍କୁ ଗିରଫ କଲା ଅନୁଗୁଳ ପୁଲିସ

ଲାଗିଲା ‘ନାଲିଗାର’ ଜବରଦଖଲକାରି ଛାନିଆ

ଅନୁଗୁଳ: ସହର ମଧ୍ୟରେ ଜବରଦଖଲକୁ ନେଇ ଏକ ବଡ଼ ଧରଣର ପଦକ୍ଷେପ ନେବାକୁ ଯାଉଛି ଜିଲା ପ୍ରଶାସନ। ସୋମବାର ପୌରପାଳିକା, ତହସିଲ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଜବରଦଖଲ ଗୁଡିକ ଚିହ୍ନଟ କରି ନାଲି ରଙ୍ଗ ମରାଯାଉଛି। ଏଭଳି ସ୍ଥିତିରେ…

Continue Readingଲାଗିଲା ‘ନାଲିଗାର’ ଜବରଦଖଲକାରି ଛାନିଆ

ଅନୁଗୁଳ କଲେଜରେ ପେଣ୍ଟିଂ କର୍ମଶାଳା

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ  ମହାବିଦ୍ୟାଳୟ ଠାରେ ଗତ ୨୦ ତାରିଖରେ ଏକ ଦିବସୀୟ କର୍ମଶାଳା ସହ ପେଣ୍ଟିଂ ପ୍ରତିଯୋଗିତା ସଫଳତାର ସହ ଶେଷ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନୀଳାଞ୍ଚଳ ପଟେଲଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଲା। କାର୍ଯ୍ୟକ୍ରମର ସଂଯୋଜିକା…

Continue Readingଅନୁଗୁଳ କଲେଜରେ ପେଣ୍ଟିଂ କର୍ମଶାଳା

ପବିତ୍ର ନଗର କ୍ଲବର ନୂତନ କମିଟି ଗଠନ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ର ନଗର କ୍ଲବର ୨୦୨୫-୨୬ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଛି। କ୍ଲବର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି କମିଟି ମନୋନୀତ ହୋଇଛି। ନୂତନ କମିଟିର ସଭାପତି ଭାବେ ଜିତେନ୍ଦ୍ର କୁମାର…

Continue Readingପବିତ୍ର ନଗର କ୍ଲବର ନୂତନ କମିଟି ଗଠନ

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ଉତ୍ସାହ ଓ ମହକ’ ଆୟୋଜିତ, ଯଶୋଦା ଯୋଜନାରେ ପୁରସ୍କାର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ଉତ୍ସାହ ଓ ମହକ' ଅନୁଗୁଳ ବ୍ଲକ ଡାଇମଣ୍ଡ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଉତ୍କଳ ବାଳାଶ୍ରମ, ଆଦୃତ ଶିଶୁ ସଦନ, ଆଠମଲ୍ଲିକ ବାଳାଶ୍ରମ ଏବଂ ନବଜୀବନ କମ୍ୟୁନିଟି ସେଣ୍ଟର ଶିଶୁ ଯନ୍ତ୍ର ଅନୁଷ୍ଠାନର ଶିଶୁ…

Continue Readingଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ଉତ୍ସାହ ଓ ମହକ’ ଆୟୋଜିତ, ଯଶୋଦା ଯୋଜନାରେ ପୁରସ୍କାର ପ୍ରଦାନ

ପୋଖରୀରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଜଏରାଟ ଗ୍ରାମରେ ଆଜି ଗାଁ ପୋଖରୀରୁ ଦଶମ ଶ୍ରେଣୀ ଛାତ୍ରୀ ସାଗରୀକା ସେଠୀଙ୍କ (୧୫) ମୃତଦେହ ବାମୁର ଦମକଳ ବାହିନୀ ପୋଲିସ ଉପସ୍ଥିତିରେ ଉଦ୍ଧାର କରିଛି। ସାଗରୀକା, ଜଏରାଟ ହାଇସ୍କୁଲରେ ଦଶମ ଶ୍ରେଣୀରେ…

Continue Readingପୋଖରୀରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

କରଡାଖମଣରେ ଅଗ୍ନିକାଣ୍ଡ: ଦୋକାନୀଙ୍କ ମୃତ୍ୟୁ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ କରଡାଖମଣ ଗ୍ରାମରେ ଶନିବାର ଏକ ଦୋକାନ ଘରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଦୋକାନ ଓ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଥିଲା। ଏହି ଘଟଣାରେ ଦୋକାନୀ ବନୋଜ ସାହୁ ଗୁରୁତର ଭାବେ…

Continue Readingକରଡାଖମଣରେ ଅଗ୍ନିକାଣ୍ଡ: ଦୋକାନୀଙ୍କ ମୃତ୍ୟୁ

ପୂଜା ବଜାରରେ ବାଇକ୍ ଓ ସ୍କୁଟି ଶସ୍ତା: ଡିଲର ସଂଘ

ଅନୁଗୁଳ: କେନ୍ଦ୍ର ସରକାରଙ୍କ ଜିଏସଟି ସଂସ୍କାର ନୀତି ଯୋଗୁଁ ବିଭିନ୍ନ ଉତ୍ପାଦ ଶସ୍ତା ହେବାକୁ ଯାଉଛି। ବିଶେଷ କରି ବାଇକ୍, ସ୍କୁଟି ଭଳି ଗାଡ଼ି ଆଉ ଆଗଭଳି ବିଳାସ ସାମଗ୍ରୀରେ ଗଣା ହେଉନାହିଁ ପରିବାରର ଏହା ଅତ୍ୟାବଶ୍ୟକ ଉତ୍ପାଦ ଭାବେ ଏହା…

Continue Readingପୂଜା ବଜାରରେ ବାଇକ୍ ଓ ସ୍କୁଟି ଶସ୍ତା: ଡିଲର ସଂଘ

ନିଶାମୁକ୍ତ ଅଭିଯାନ ନେଇ ମିନି ମାରାଥନ

ଅନୁଗୁଳ: ନିଶା ସେବନ କଲେ ସ୍ବାସ୍ଥ୍ୟ ହାନି ହେବା ସହ ଆୟୁଷ ହାନି ମଧ୍ୟ ହୋଇଥାଏ। ନିଶା କବଳିତ ମଣିଷ ଧନ ସହିତ ଦୁଃସାଧ୍ୟ ରୋଗରେ ପଡି ପରିବାର ତଥା ସମାଜର ଅନେକ କ୍ଷତି କରିଥାଏ।ତେଣୁ ଏକ ନିଶା ମୁକ୍ତ ଭାରତ…

Continue Readingନିଶାମୁକ୍ତ ଅଭିଯାନ ନେଇ ମିନି ମାରାଥନ

ସରକାରୀ କାର୍ଯ୍ୟାଳୟରେ ପୁଣି ସକ୍ରିୟ ଦଲାଲ! ସକାଳୁ ସଞ୍ଜ ଯାଏ ଅଫିସ ବାରଣ୍ଡାରେ ପଡୁଛି ଡେରା

ଅନୁଗୁଳ: ଦୀର୍ଘଦିନ ଅନ୍ତରରେ ପୁଣି ଥରେ ଅନୁଗୁଳ ସହର ମଧ୍ୟରେ ସକ୍ରିୟ ହୋଇଛି ଦଲାଲ ଗୋଷ୍ଠୀ। ଏଥର କିନ୍ତୁ ଅଲଗା ଯୋଜନାରେ ଲୋକଙ୍କ ଠାରୁ ଲୁଟ କରିବାର ଯୋଜନା କରୁଛନ୍ତି। ସକାଳୁ ସଞ୍ଜ ଯାଏ ସରକାରୀ କାର୍ଯ୍ୟଳୟ ବାରଣ୍ଡାରେ ଏମାନଙ୍କୁ ବୁଲୁଥିବା…

Continue Readingସରକାରୀ କାର୍ଯ୍ୟାଳୟରେ ପୁଣି ସକ୍ରିୟ ଦଲାଲ! ସକାଳୁ ସଞ୍ଜ ଯାଏ ଅଫିସ ବାରଣ୍ଡାରେ ପଡୁଛି ଡେରା