ଭୁଜାଲି ଚୋଟରେ ଡିଆଇଇଟି ଅଧ୍ୟକ୍ଷ ଆହତ
ଅନୁଗୁଳ: ଛେଣ୍ଡିପଦା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ଦାସଙ୍କ ଉପରେ ଶୁକ୍ରବାର ଅପରାହ୍ନରେ ଆକ୍ରମଣ ହୋଇଛି। ଛୁଟି ନାମଂଜୁର କରିବାରୁ ରାତ୍ର ଜଗୁଆଳି ଏକ ଭୁଜାଲିରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି…
ଅନୁଗୁଳ: ଛେଣ୍ଡିପଦା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ଦାସଙ୍କ ଉପରେ ଶୁକ୍ରବାର ଅପରାହ୍ନରେ ଆକ୍ରମଣ ହୋଇଛି। ଛୁଟି ନାମଂଜୁର କରିବାରୁ ରାତ୍ର ଜଗୁଆଳି ଏକ ଭୁଜାଲିରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି…
ଅନୁଗୁଳ: ତାଳଚେର ବଲହର ଛକ ସ୍ଥିତ ସେବକ ନର୍ସିଂହୋମର ପ୍ରତିଷ୍ଠାତା, ବରିଷ୍ଠ ଚିକିତ୍ସକ ଡ଼ା ମାନସ ରଥଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପରଲୋକ ଘଟିଛି।ସେ ଗତ ଦୁଇ ମାସ ଧରି ପୀଡିତ ଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ…
ଅନୁଗୁଳ: ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଗୁରୁବାର ଏକ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ଏମ୍ସିଏଲ୍ର ଜଗନ୍ନାଥ କଲୋନୀର ଚିତ୍ରସେନ ପ୍ରଧାନଙ୍କ ଠାରୁ ଅକ୍ଷୟ ଗଡ଼ନାୟକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭର୍ଚ୍ୟୁଆଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ, ଲୋ ଭୋଲଟେଜ, ବିଦ୍ୟୁତ ଦର ବୃଦ୍ଧି ଆଦି ସମସ୍ୟାକୁ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖମାର ଗାଁର ପ୍ଲିପ୍କାର୍ଟ ଡେଲିଭରି ବଏର ବାଇକ୍, ସାମଗ୍ରୀ ଚୋରୀ ଅଭିଯୋଗରେ ପୁଲିସ ଗୁରୁବାର ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଡେଲିଭରି ବଏ ବିକାଶ ପ୍ରଧାନ ସାମଗ୍ରୀ ଦେବାପାଇଁ ନିଜ…
ଅନୁଗୁଳ: ଅନୁଗୁଳରେ ଗୁରୁବାର ସକାଳେ ଜିଲ୍ଲା କଂଗ୍ରେସ ପକ୍ଷରୁ ତୈଳଦର ସାଙ୍ଗକୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ବିରୋଧରେ ବାମପନ୍ଥୀ ଦଳମାନେ ଦେଇଥିବା ଓଡିଶା ବନ୍ଦ ଡାକରାକୁ ସମର୍ଥନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ…
ଅନୁଗୁଳ: ସ୍କୁଲ ହେଉଛି ଶିକ୍ଷାର ଏନ୍ତୁଡ଼ିଶାଳ। ଏଠି ଠିକ ଲେଖାଯାଏ,ଠିକ ପଢା ଯାଏ, ସବୁକଥା ଶୃଙ୍ଖଳିତ ହୁଏ। ଏଭଳି କ୍ଷେତ୍ରରେ ଅନୁଗୁଳ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଫଳକରୁ ସ୍ଥାପନା ଦିବସ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସ୍କୁଲ ଫଳକରେ ଦୁଇ…
ଅନୁଗୁଳ: ଅନୁଗୁଳ ପୌରପାଳିକ।ରେ ଘର ଘର ବୁଲି ଆବର୍ଜନା ସଂଗ୍ରହ କରିବା ପାଇଁ ନିକଟରେ ୧୮ଟି ବିଓଭି ବା ବ୍ୟାଟେରୀ ଅପରଟେଡ଼ ଭେଇକିଲର ଶୁଭାରମ୍ଭ କରିଥିଲେ ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ। ଏହି ଚାଳକ ମାନଙ୍କ ମଧ୍ୟରେ ୩ ଜଣ…
ଅନୁଗୁଳ : ମାରାତ୍ମକ ରୋଗ ଡେଙ୍ଗୁର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଅଣ୍ଟା ଭିଡ଼ିଛି। ଜୁଲାଇ ମାସକୁ ଡେଙ୍ଗୁ ସଚେତନତା ମାସ ଭାବେ ପାଳନ କରାଯାଏ। ଏହି ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଡେଙ୍ଗୁ ନିରୋଧ ବୈଠକ…
ଅନୁଗୁଳ: ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ବଅଁରପାଳ ଥାନା ପୁଲିସ ଏକଘରିଆ ଗ୍ରାମର ସିପୁ ଓରଫ ପୃଥ୍ବୀରାଜ ନାଏକ(୨୪) କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି । ଆଠ ମାସ ତଳେ ତେଣ୍ଟୁଲୋଇ ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ…