ଅନୁଗୁଳରେ ଗୁଟକା କଳାବଜାରୀ
ଅନୁଗୁଳ: ଲକ୍ଡ଼ାଉନ ଆଳରେ ଅନୁଗୁଳରେ କେତେକ ଅସାଧୁ ବ୍ୟବସାୟୀ ବିଭିନ୍ନ ସାମଗ୍ରୀର କଳାବଜାରୀ ଆରମ୍ଭ କରିଦେଇଛନ୍ତି। ବିଶେଷକରି ଗୁଟକା ଓ ସିଗାରେଟ୍ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଅସାଧୁ ହୋଲସେଲ ବ୍ୟବସାୟୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ୫ଟଙ୍କାର ଗୁଟକା…
ଅନୁଗୁଳ: ଲକ୍ଡ଼ାଉନ ଆଳରେ ଅନୁଗୁଳରେ କେତେକ ଅସାଧୁ ବ୍ୟବସାୟୀ ବିଭିନ୍ନ ସାମଗ୍ରୀର କଳାବଜାରୀ ଆରମ୍ଭ କରିଦେଇଛନ୍ତି। ବିଶେଷକରି ଗୁଟକା ଓ ସିଗାରେଟ୍ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଅସାଧୁ ହୋଲସେଲ ବ୍ୟବସାୟୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ୫ଟଙ୍କାର ଗୁଟକା…
ଅନୁଗୁଳ: ବିବାହକୁ ୫ ସପ୍ତାହ ବି ପୂରିନି । ହେଲେ ସ୍ଵାମୀର ହାତ ଛାଡ଼ି ପ୍ରେମିକ ସହ ପାର୍ ହୋଇଗଲେ ମହିଳା। ବିକ୍ରମପୁର ଥାନା ଇଲାକା ବଡ଼ଯୋରଡା ଅଞ୍ଚଳରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ୍ ସୂଚନା…
ଅନୁଗୁଳ: ପାଲଲହଡ଼ା ବ୍ଲକ୍ରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣ ରୋକିବା ପାଇଁ ପାଳଲହଡ଼ା ଟାଉନକୁ ୩ ଦିନ ସଟ୍ଡାଉନ୍ କରିବା ନିମନ୍ତେ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶାସନର ସହମତି ପରେ ବୁଧବାରଠାରୁ ୩ ଦିନ ପର୍ଯ୍ୟନ୍ତ…
ଅନୁଗୁଳ: ତାଳଚେର ପୌରାଞ୍ଚଳରେ କଲୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ତାଳଚେର ପୌରପାଳିକା ପକ୍ଷରୁ ଚଢ଼ାଉକୁ ଜୋରଦାର କରିଛି । ବୁଧବାର ମାରାଥନ୍ ଚଢ଼ାଉ କରାଯାଇ ୫ଟି ଦୋକାନ ସିଲ୍ କରାଯାଇଛି। ଏଥିସହ କୋଭିଡ ନିୟମ ଉଲଂଘନକାରୀଙ୍କ ଠାରୁ…
ଅନୁଗୁଳ: ବେକାବୁ ହୋଇଛି କରୋନା। ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । କରୋନାର ଦ୍ରୁତ ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଜିଲ୍ଲାରେ ସଚେତନତା ଅଭିଯାନ ଆରମ୍ଭ ହେବ ବୋଲି ବୁଧବାର ଅପରାହ୍ନରେ କରୋନା ସ୍ଥିତି ସମୀକ୍ଷା କରି ଜିଲ୍ଲାପାଳ ପ୍ରକାଶ…
ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳରେ ହୁ ହୁ ହୋଇ ବଢ଼ୁଛି କରୋନ ସଂକ୍ରମଣ । ଜିଲ୍ଲାର ପ୍ରତିଟି ଅଞ୍ଚଳକୁ ମାଡ଼ି ସାରିଲାଣି ଏହି ଅଦୃଶ୍ୟ ଭୂତାଣୁ । ଏଥିରୁ ବାଦ୍ ପଡ଼ିନି ପଞ୍ଚମହଲା ସ୍ଥିତ ଆଦୃତା ଶିଶୁ ସଦନ । ସବୁଠୁ ସମ୍ବେଦନଶୀଳ…
ଅନୁଗୁଳ: ଅନୁଗୁଳ ସହରରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ। ସହରରେ ଦୈନିକ ସଂକ୍ରମଣ ୫୦ ଉପରେ ରହୁଛି। ସହରର ଏହି ଉପରମୁହାଁ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ନୂଆ ନୂଆ ପଦକ୍ଷେପ ନେଉଛି। ସକାଳ ପରିବା ପାଇଁ…
ଅନୁଗୁଳ: ତାଳଚେର ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନ ଓ ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ ବୋଲି ତାଳଚେର ବିଜେପି ପକ୍ଷରୁ ଦାବି ହୋଇଛି। ଏହି ମର୍ମରେ ଜିଲ୍ଲାପାଳଙ୍କୁ…
ଅନୁଗୁଳ: କରୋନା ଅଞ୍ଚଳରେ ଆତଙ୍କ ଖେଳାଇଲାଣି। ଏହା ସତ୍ତ୍ବେ ଅନେକ ଲୋକ ଆବଶ୍ୟକ କଟକଣା ମାନିବାକୁ ନାରାଜ। ଏହିଭଳି ଅମାନିଆଙ୍କ ପ୍ରତି ପ୍ରଶାସନ ପକ୍ଷରୁ ମଙ୍ଗଳବାର ପଦକ୍ଷେପ ନିଆଯାଇଛି। ପାଳଲହଡ଼ା ଟାଉନ ରାମାୟଣ ଛକ, ବଜାର ଛକ ଓ ନୂଆ ବସସ୍ଟାଣ୍ଡରେ…
ଅନୁଗୁଳ: କରୋନା କଟକଣା ଉଲଂଘନ ନେଇ ନାଲ୍କୋ ଥାନା କାଣ୍ଡସରସ୍ଥିତ ଏକ ମିଠା ଦୋକାନ ସିଲ୍ କରିଦେଇଛି ପୁଲିସ । ସପ୍ତାହାନ୍ତ ସଟ୍ଡାଉନ୍ ବେଳେ ବି ଦୋକାନ ଖୋଲାଯିବା ନେଇ ନାଲ୍କୋ ପୁଲିସ ତାଙ୍କୁ ତାଗିଦ୍ କରିଥିଲା। ପୁଲିସ ବାରଣକୁ ଭ୍ରୂକ୍ଷେପ…