ସେନାବାହିନୀର ପ୍ରବେଶ ପରୀକ୍ଷା ସ୍ଥଗିତ

ଅନୁଗୁଳ: ରାଜ୍ୟରେ କରାଳ କାୟା ମେଲାଇ ଚାଲିଛି କରୋନା। ଦୈନିକ ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ିଚାଲିଛି। ଦ୍ରୁତ ସଂକ୍ରମଣକୁ ନଜରରେ ରଖି ଭାରତୀୟ ସୈନ୍ୟବାହିନୀର ସାଧାରଣ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପ୍ରବେଶିକା ପରୀକ୍ଷା ଆସନ୍ତା ୩୦ ତାରିଖରେ ହେବାର ଥିଲା।…

Continue Readingସେନାବାହିନୀର ପ୍ରବେଶ ପରୀକ୍ଷା ସ୍ଥଗିତ

ମାଆକୁ ମାଡ଼ମାରି ପୁଅ ଗିରଫ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁର ଜଣେ ଯୁବକ ମାଆକୁ ମାଡ଼ପିଟ କରିବା ଅଭିଯୋଗରେ ଗିରଫ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗାଁର ଚନ୍ଦ୍ରମଣି ପୃଷ୍ଟି (୩୦) ସାମାନ୍ୟ କଥାରେ ଗତକାଲି ରାତି ପ୍ରାୟ ୯ଟାବେଳେ ନିଜର ବିଧବା ମାଆ…

Continue Readingମାଆକୁ ମାଡ଼ମାରି ପୁଅ ଗିରଫ

ପୌରପାଳିକାରେ ଆରମ୍ଭ ହେଲା ସ୍କ୍ରିନିଂ

ଅନୁଗୁଳ: ଅନୁଗୁଳ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ଅନୁଗୁଳ ପୌରାଞ୍ଚଳରେ ଘର ଘର ବୁଲି ସ୍ବାସ୍ଥ୍ୟ କର୍ମଚାରୀମାନେ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ଶିମିଳିପଡ଼ା ଅଞ୍ଚଳରେ ୬୦ଟି ଘରେ…

Continue Readingପୌରପାଳିକାରେ ଆରମ୍ଭ ହେଲା ସ୍କ୍ରିନିଂ

ଆକ୍ସିସ୍ ବ୍ୟାଙ୍କ୍ ଶାଖାରେ ଅଗ୍ନିକାଣ୍ଡ

ଅନୁଗୁଳ:ତାଳଚେର ଆକ୍ସିସ୍ ବ୍ୟାଙ୍କ ଶାଖାରେ ଶୁକ୍ରବାର ପୂର୍ବାହ୍ନରେ ହଠାତ୍ ନିଆଁ ଲାଗିବା ସହ ବ୍ୟାଙ୍କ୍ ଓ ଅଞ୍ଚଳ ଧୂଆଁମୟ ହୋଇପଡ଼ି ଥିଲା। କେହି କିଛି ବୁଝିବା ଆଗରୁ ସମସ୍ତେ ବାହାରକୁ ଧାଁ’ ଧପଡ଼ କରିଥିଲେ। ତେବେ ଏଥିରେ କୌଣସି ଧନଜୀବନ ହାନି…

Continue Readingଆକ୍ସିସ୍ ବ୍ୟାଙ୍କ୍ ଶାଖାରେ ଅଗ୍ନିକାଣ୍ଡ

ଆଖିବୁଜିଲେ ବିଶିଷ୍ଟ ରକ୍ତଦାତା ରମଣୀ ରଂଜନ

ଅନୁଗୁଳ: ଯୁବ ସ୍ୱେଚ୍ଛା ରକ୍ତଦାତା ତଥା ଅନୁଗୁଳ ରକ୍ତ ଭଣ୍ଡାର କର୍ମଚାରୀ ରମଣୀ ରଞ୍ଜନ ଗଡ଼ନାୟକଙ୍କ ଶୁକ୍ରବାର ରାତିରେ ଆଖି ବୁଜିଛନ୍ତି । ତାଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା। ସେ ପାନ୍‌କ୍ରିୟାଟିକ୍ କ୍ୟାନ୍‌ସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲା ବେଳେ…

Continue Readingଆଖିବୁଜିଲେ ବିଶିଷ୍ଟ ରକ୍ତଦାତା ରମଣୀ ରଂଜନ

ଟିକା ନେଇଥିବା ୩ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ

ଅନୁଗୁଳ: କରୋନା ଟିକା ନେଇ ମଧ୍ୟ ନାଲ୍‌କୋ ଡାକ୍ତରଖାନାର ୩ ଜଣ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ନାଲକୋ ଡାକ୍ତରଖାନାର ଜଣେ ଡାକ୍ତର ଗତ ଏପ୍ରିଲ ମାସରେ ୨ୟ ଡୋଜ୍ କୋଭିସିଲ୍‌ଡ଼ ଟିକା ନେଇଥିଲେ। ତାଙ୍କଠାରେ…

Continue Readingଟିକା ନେଇଥିବା ୩ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ

ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା

ଅନୁଗୁଳ: ଜିଲ୍ଲାରେ କରୋନା ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଅପରାହ୍ନରେ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆସନ୍ତାକାଲିଠୁ ବନ୍ଦ ହେବ ଅନୁଗୁଳ ଜିଲ୍ଲା କୋଭିଡ୍ କେୟାର ହସ୍ପିଟାଲ। ସେହି ସ୍ଥାନରେ ଆଇସୋଲେସନ୍ ୱାର୍ଡ୍…

Continue Readingଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା

ଯୋରାଗାଡ଼ିଆ-ଗଣ୍ଠିଗାଡ଼ିଆ କଣ୍ଟେନମେଣ୍ଟ ଘୋଷଣା

ଅନୁଗୁଳ: ବଅଁରପାଳ ବ୍ଳକ୍ ନୂଆହତା ପଞ୍ଚାୟତ ଯୋରାଗାଡ଼ିଆ ଏବଂ ଗଣ୍ଠିଗାଡ଼ିଆ ଗ୍ରାମକୁ ଆଜି ସକାଳୁ କଣ୍ଟେନମେଣ୍ଟ ଘୋଷଣା କରିଛି ବ୍ଳକ୍ ପ୍ରଶାସନ। ଏହି ଗ୍ରାମ ଗୁଡ଼ିକରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ଅମାନିଆ ଯୁବକ ସଂକ୍ରମିତ…

Continue Readingଯୋରାଗାଡ଼ିଆ-ଗଣ୍ଠିଗାଡ଼ିଆ କଣ୍ଟେନମେଣ୍ଟ ଘୋଷଣା

ଜଳିଗଲା ଚଳନ୍ତା ଥଣ୍ଡା ପାନୀୟ ଗାଡି

ଅନୁଗୁଳ: ଅନୁଗୁଳ ସହରର ଆଇଟିଆଇ ଛକ ନିକଟରେ ଅପରାହ୍ନ ସାଢ଼େ ୫ଟା ବେଳେ ଏକ ଚଳନ୍ତା ଥଣ୍ଡା ପାନୀୟ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ଗାର୍ଡ଼ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡ଼ିଛି ।…

Continue Readingଜଳିଗଲା ଚଳନ୍ତା ଥଣ୍ଡା ପାନୀୟ ଗାଡି

ପୁଲିସକୁ ଚକମା ଦେଖାଇଲା ଅମାନିଆ

ଅନୁଗୁଳ: ରାଜା ଛକରେ ପୁଲିସର ମାସ୍କ ଚେକିଂ ଚାଲିଛି। ଏତିକିବେଳେ କ୍ଷୀର କ୍ୟାନ ଧରି ଗୋପାଳ ଟୋକା ଜଣେ ଛକ ପାଖକୁ ମାଡ଼ିଆସିଲା। ମାସ୍କ ନାହିଁ । ପୁଲିସ୍ ଅଟକାଇ ୫୦୦ ଟଙ୍କା ଫାଇନ୍ ମାଗିଲା। ଗୋପାଳ ଟୋକା ଯେତେ ନେହୁରା…

Continue Readingପୁଲିସକୁ ଚକମା ଦେଖାଇଲା ଅମାନିଆ