ମଣ୍ଡପରେ ହୋଟେଲ ନେଇ ଛକାପଞ୍ଝା, ବୈଠକ ବନ୍ଦ କଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ଦୁର୍ଗାମଣ୍ଡପ ପକ୍ଷରୁ ରବିବାର ଏକ ବୈଠକ ଡକାଯାଇଥିବା ବେଳେ ଏହାକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। କରୋନା ସମୟରେ କୌଣସି ବୈଠକ ହୋଇପାରିବ ନାହିଁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଥିବାରୁ ବୈଠକ ବନ୍ଦ କରାଯାଇଥିବା ସୂଚନା…

Continue Readingମଣ୍ଡପରେ ହୋଟେଲ ନେଇ ଛକାପଞ୍ଝା, ବୈଠକ ବନ୍ଦ କଲା ପ୍ରଶାସନ

ବଡ଼ଭାଇ କଟୁରି ଚୋଟରେ ସାନ ଗୁରୁତର

ଅନୁଗୁଳ:ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ନଳକୂଅରୁ ନିର୍ଗତ ପାଣିକୁ ନେଇ ଦୁଇ ଭାଇ ମଧ୍ୟରେ ପାଟିତୁଣ୍ଡ ହୋଇ ପରେ ବଡ ଭାଇର କଟୁରି ଚୋଟରେ ସାନ ଭାଇ ଗୁରୁତର ହୋଇଛନ୍ତି । ଏ ନେଇ…

Continue Readingବଡ଼ଭାଇ କଟୁରି ଚୋଟରେ ସାନ ଗୁରୁତର

ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣ ମନା

ଅନୁଗୁଳ: କରୋନା ସଂକ୍ରମଣ ବଢିବା ପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଛି ପ୍ରଶାସନ ଓ ଜନସାଧାରଣଙ୍କ ଭିତରେ ଥିବା ସଂପର୍କ ଉପରେ। ସୋମବାରଠାରୁ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଅତିରିକ୍ତ…

Continue Readingସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣ ମନା

୩ ସାଇବର ଠକ ଗିରଫ

ଅନୁଗୁଳ : ବୁଲେଟ୍ ବିକ୍ରିର ବିଜ୍ଞାପନ ଦେଖାଇ ବିକ୍ରମପୁର ଥାନା ଇଲାକାର ଜଣେ ବ୍ୟକ୍ତିଙ୍କଠାରୁ ୬୭ ହଜାର ଟଙ୍କା ଠକିନେଇଥିବା ତିନି ସାଇବର୍ ଠକଙ୍କୁ ବାନ୍ଧିବାରେ ସଫଳ ହୋଇଛି ତାଳଚେର ବିକ୍ରମପୁର ଥାନା ପୁଲିସ। ବାରିପଦାରୁ ଦୁଇ ଭାଇଙ୍କ ସମେତ ୩…

Continue Reading୩ ସାଇବର ଠକ ଗିରଫ

ଦାଦାବଟି ନଦେବାରୁ ଟ୍ରକ୍ ଚାଳକଙ୍କୁ ଆକ୍ରମଣ

ଅନୁଗୁଳ: କଣିହାଁ କୋଇଲା ଖଣି ପ୍ରକଳ୍ପ ଅଫିସ୍ ଠାରେ ଗତ ଶୁକ୍ରବାର ରାତିରେ ଦାଦାବଟି ନଦେବାରୁ ଜଣେ ଟ୍ରକ ଚାଳକଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଟ୍ରକ୍ ଚାଳକଙ୍କୁ ଲହୁ ଲୁହାଣ କରି ଦେଇଥିବା ବେଳେ ଏହି ଘଟଣାରେ…

Continue Readingଦାଦାବଟି ନଦେବାରୁ ଟ୍ରକ୍ ଚାଳକଙ୍କୁ ଆକ୍ରମଣ

ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ସମ୍ମିଳନୀ

ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ନନ୍ଦ…

Continue Readingଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ସମ୍ମିଳନୀ

ବିଶ୍ବାସରେ ବିଷଦେଲା ଫେସବୁକ୍ ଫ୍ରେଣ୍ଡ୍…

ଅନୁଗୁଳ: ଫେସ୍‌ବୁକରେ ବନ୍ଧୁତା । ବନ୍ଧୁତା ନିବିଡ଼ ହେବା ପରେ ନିଜ ଦୋକାନରେ ଚାକିରି ଦେବାକୁ ପ୍ରତିଶ୍ରୁତି । ଖାଲି ପ୍ରତିଶ୍ରୁତି ଦେଲାନି, ଭୁବନେଶ୍ୱରରୁ ଆସି ଅନୁଗୁଳରୁ ସାଥୀରେ ଧରି ଗଲା । ହେଲେ ଅଧା ରାସ୍ତାରେ ବିଶ୍ବାସରେ ଦେଲା ବିଷ…

Continue Readingବିଶ୍ବାସରେ ବିଷଦେଲା ଫେସବୁକ୍ ଫ୍ରେଣ୍ଡ୍…

ଚାକିରି ଲୋଭ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଅନୁଗୁଳ: ସପିଂ ମଲ୍‌ରେ ଭେଟଘାଟ । ଜିନିଷ ପତ୍ର କିଣିବାକୁ ବାରମ୍ବାର ଯାତାୟାତ ଭିତରେ ଗଢି ଉଠିଲା ପ୍ରେମ ସମ୍ପର୍କ, ନିବିଡ଼ତା । ବଡ଼ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ସପିଂମଲର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲା ଯୁବକ ।…

Continue Readingଚାକିରି ଲୋଭ ଦେଖାଇ ଯୁବତୀଙ୍କୁ ବଳାତ୍କାର

ସାନ ଭାଇର ଫେସବୁକ୍ ହ୍ୟାକ୍ କରି…

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସାଇବର ଠକେଇ ଉଭୟ ପୁଲିସ ଓ ଜନସାଧାରଣଙ୍କ ଚିନ୍ତା ବଢ଼ାଇଛି । ସାନଭାଇର ଫେସ୍‌ବୁକ୍ ଆକାଉଣ୍ଟ ହ୍ୟାକ୍ କରି ବଡ଼ଭାଇ ପାଖରୁ ୧୦ ହଜାର ଟଙ୍କା ଲୁଟିନେବା ଭଳି ରୋଚକ ଘଟଣା ବିକ୍ରମପୁର ଥାନା ଇଲାକାରେ ଚର୍ଚ୍ଚାର…

Continue Readingସାନ ଭାଇର ଫେସବୁକ୍ ହ୍ୟାକ୍ କରି…

ଜାଲ୍ କାଗଜାତ୍ ପ୍ରସ୍ତୁତକାରୀ ୪ ଗିରଫ

ଅନୁଗୁଳ: ଏମସିଏଲ ତାଳଚେର କୋଇଲା ଖଣି ଅଞ୍ଚଳରେ ବେଧଡ଼କ ଭାବେ ଦୀର୍ଘ ଦିନ ଜାଲ ଟ୍ରାଞ୍ଜିଟପାସ୍, ଚାଲାଣ, ଆଧାରକାର୍ଡ, ପ୍ୟାନକାର୍ଡ ଓ ସିଲ କାରବାର ଚଳାଇ ଆସିଥିବା ଏକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୁଲିସ । ଏହି କାରବାରରେ…

Continue Readingଜାଲ୍ କାଗଜାତ୍ ପ୍ରସ୍ତୁତକାରୀ ୪ ଗିରଫ