ଦୁଇ ପୌର ଯନ୍ତ୍ରୀଙ୍କୁ ନିର୍ଧୂମ ମାଡ଼

ଅନୁଗୁଳ: ଅନୁଗୁଳ ପୌରପାଳିକାରେ କାର୍ଯ୍ୟରତ ଦୁଇ ଯନ୍ତ୍ରୀ ଦୁର୍ଗା ପଟ୍ଟନାୟକ ଓ ରବୀନ୍ ଦାସଙ୍କୁ ଦୁଇ ଜଣ ଦୁର୍ବୃତ୍ତ ସୋମବାର ସନ୍ଧ୍ୟାରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି । ଦୁହେଁ ସାଇଟ୍ ପରିଦର୍ଶନ କରି ଫେରୁଥିବା ବେଳେ ଅନୁଗୁଳ ବିଦ୍ୟୁତ୍ ଥାନା ସମ୍ମୁଖ…

Continue Readingଦୁଇ ପୌର ଯନ୍ତ୍ରୀଙ୍କୁ ନିର୍ଧୂମ ମାଡ଼

ଯୁବକଙ୍କ ବେକରେ ଖଣ୍ଡା ଲଗାଇ ଲୁଟପାଟ୍

ଅନୁଗୁଳ: ତାଳଚେର କୋଲିୟରୀ ଥାନା ଇଲାକାରେ ମାତିଛନ୍ତି ଦୁର୍ବୃତ୍ତ । ଶନିବାର ରାତିରେ ବଲଣ୍ଡା ଠାରେ ଜଣେ ଯୁବକଙ୍କ ବେକରେ ଖଣ୍ଡା ଲଗାଇ ଲୁଟିଛନ୍ତି ଦୁର୍ବୃତ୍ତ । ତାଙ୍କ ଠାରୁ ମୋବାଇଲ, ଟଙ୍କା ସହ ଏଟିଏମ୍ କାର୍ଡ଼ ଲୁଟି ଚମ୍ପଟ ମାରିଛନ୍ତି…

Continue Readingଯୁବକଙ୍କ ବେକରେ ଖଣ୍ଡା ଲଗାଇ ଲୁଟପାଟ୍

ଛୁଟି ଦିନ ଓ ରବିବାର ବ୍ୟତୀତ ସବୁ ଦିନ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ରବିବାର ଓ ପବ୍ଲିକ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ଟିକାକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ପାଣିଗ୍ରାହୀଙ୍କ କହିବା ଅନୁସାରେ ସ୍ୱାସ୍ଥ୍ୟକର୍ମୀ…

Continue Readingଛୁଟି ଦିନ ଓ ରବିବାର ବ୍ୟତୀତ ସବୁ ଦିନ ହେବ ଟିକାକରଣ

ବ୍ୟାଙ୍କ ଠକେଇ, ଜଣେ ଗିରଫ

ଅନୁଗୁଳ: ବ୍ୟାଙ୍କକୁ ଠକି ଋଣ ନେବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୀରେନ୍ଦ୍ର କୁମାର ସାହୁ। ତାଙ୍କ ଘର ବଅଁରପାଳ ବ୍ଳକ୍ ଗୋତମରା ଗ୍ରାମରେ । ପୁଲିସ୍ ସୂଚନା ମୁତାବକ, ଅଭିଯୁକ୍ତ ବୀରେନ୍ଦ୍ର…

Continue Readingବ୍ୟାଙ୍କ ଠକେଇ, ଜଣେ ଗିରଫ

ବିଜୁ ମଇଦାନରୁ ବାଇକ୍ ଚୋରି

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ବାଇକ୍ ଚୋର । ବାଇକ ଉପରୁ ସାମାନ୍ୟ ନିଜର ହଟିଲେ ହୋଇଯିବ ଗାଏବ୍। ଅନୁଗୁଳ ବିଜୁ ମଇଦାନ ସାମ୍ନାରୁ ଶନିବାର ସନ୍ଧ୍ୟାରେ ଏକ ବାଇକ୍‌ ଚୋରି ହୋଇଛି । ବାଇକ୍ ମାଲିକ ସୁବ୍ରତ କୁମାର ନାଏକ…

Continue Readingବିଜୁ ମଇଦାନରୁ ବାଇକ୍ ଚୋରି

ନାବାଳିକା ବିବାହ ବନ୍ଦ୍ କଲା ପ୍ରଶାସନ

ଅନୁଗୁଳ: ବାଲ୍ୟ ବିବାହ ପ୍ରଥାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କଠୋର ଏବଂ ସକ୍ରିୟ ହୋଇପଡ଼ିଛି । ଜିଲ୍ଲାପାଳ ସମସ୍ତ ସରପଞ୍ଚଙ୍କୁ ବାଲ୍ୟ ବିବାହକୁ ରୋକିବା ଓ ଲୋକମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ପାଇଁ ଚିଠି କରିବା ତଥା କାର୍ଯ୍ୟାନୁଷ୍ଠାନ…

Continue Readingନାବାଳିକା ବିବାହ ବନ୍ଦ୍ କଲା ପ୍ରଶାସନ

ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଜଣେ ଗିରଫ

ଅନୁଗୁଳୁ: ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଇଲାକା ଦଦରାଘାଟିର ରାମଚନ୍ଦ୍ର ବାରିକ । ପୁଲିସ୍ ସୂଚନା ମୁତାବକ, ଅଭିଯୁକ୍ତ…

Continue Readingମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଜଣେ ଗିରଫ

ହେମସୁରପଡ଼ା କପ୍ ଫୁଟବଲ୍

ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ୍ ପକ୍ଷରୁ ଟାଉନ୍ ହାଇସ୍କୁଲ ପଡ଼ିଆରେ ତାଲିଥିବା ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଂଟ ରବିବାର ଉଦ୍‌ଯାପିତ ହୋଇଛି । ଫାଇନାଲ ମୁକାବିଲାରେ ଢେଙ୍କାନାଳକୁ ହରାଇ କୁଟିଣ୍ଡା ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଏହି…

Continue Readingହେମସୁରପଡ଼ା କପ୍ ଫୁଟବଲ୍

୬ ଫୁଟର ଅଜଗର ଉଦ୍ଧାର

ଅନୁଗୁଳ: ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମରୁ ଏକ ୬ ଫୁଟ୍ ଲମ୍ବର ଅଜଗର ସାପ ସ୍ନେକ୍ ରେସ୍କ୍ୟୁ ଟିମ୍ ଉଦ୍ଧାର କରିଛି। ବଳରାମପ୍ରସାଦ ହିଙ୍ଗୁଳା ମନ୍ଦିର ସମ୍ମୁଖରେ ଉକ୍ତ ଅଜଗରଟି ରାସ୍ତା ପାର ହେଉଥିଲା। ଏହି ସମୟରେ ମନ୍ଦିରକୁ…

Continue Reading୬ ଫୁଟର ଅଜଗର ଉଦ୍ଧାର

ଡ୍ରାଇଭରଙ୍କୁ ଚାପିଦେଲା ପାଉଁଶ ଟ୍ରକ୍

ଅନୁଗୁଳ: କଣିହାଁ ଥାନା ଡେରେଙ୍ଗ ଜେଆଇଟିପିଏଲ ଫାଟକ ସମ୍ମୁଖରେ ଶନିବାର ବିଳମ୍ୱିତ ରାତି ପ୍ରାୟ ସାଢେ ୧୨ ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କୋଇଲା ଟ୍ରକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ସେ ଜରିପାଲ ସାଇଜ କରୁଥିବାବେଳେ ଦ୍ରୁତଗତିରେ…

Continue Readingଡ୍ରାଇଭରଙ୍କୁ ଚାପିଦେଲା ପାଉଁଶ ଟ୍ରକ୍